ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ବିଷ ଦେଇ ମାରିଦେବାକୁ ଧମକ
ନୟାଗଡ଼: ଖାଦ୍ୟରେ ବିଷଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାରିଦେବାକୁ ଧମକ୍ । ଅଭିଭାବକମାନେ ମହିଳା ରୋଷେୟା ଭଗବତୀ ଯାନୀଙ୍କ ନାଁରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ବାଣିଗୋଛା ଥାନା କନେଡି ଗାଁରୁ ଏଭଳି ଅଭିଯୋଗ ଆସିଛି । ଦୁଡା ଓ କନେଡି ଗାଁ ମଧ୍ୟରେ…
Read More...
Read More...