Browsing Tag

Mumbai

ଏଜବେଷ୍ଟନ ଟେଷ୍ଟ : ଶୋଚନୀୟ ଭାବେ ପରାଜିତ ହେଲା ଭାରତ

ବର୍ମିହାମ : ବର୍ମିଂହାମର ଏଜବାଷ୍ଟନ ଷ୍ଟାଡିୟମରେ ଖେଳାଯାଉଥିବା ପଞ୍ଚମ ଟେଷ୍ଟ ମ୍ୟାଚରେ ଭାରତର ଶୋଚନୀୟ ପରାଜୟ ଘଟିଛି । ଇଂଲଣ୍ଡ ଚମତ୍କାର ଖେଳ ପ୍ରଦର୍ଶନ କରି ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି । ଏହା ସହିତ ଏହି ୫ ଟିକିଆ ଟେଷ୍ଟ ସିରିଜ ୨-୨ରେ ଶେଷ ହୋଇଛି । ଇଂଲଣ୍ଡ ବିଜୟର ନାୟକ ଥିଲେ…
Read More...

‘କାଳୀ’ର ପୋଷ୍ଟ୍‌ରକୁ ନେଇ ବିବାଦ ଉପୁଜିିବା ପରେ ମତ ରଖିଲେ କଂଗ୍ରେସ ସାଂସଦ; ମା କାଳୀ ଜଣେ ମାଂସ ଖାଉଥିବା, ମଦ୍ୟପାନ…

ମୁମ୍ବାଇ:  ଚଳଚ୍ଚିତ୍ର ‘କାଳୀ’ର ପୋଷ୍ଟ୍‌ରକୁ ନେଇ ବିବାଦ ଉପୁଜିିବା ପରେ ଏ ନେଇ ନିଜର ମତ ରଖିଛନ୍ତି କଂଗ୍ରେସ ସାଂସଦ ମହୁଆ ମୈତ୍ର। ପୋଷ୍ଟ୍‌ରରେ ମାଆ କାଳୀ ସିଗାରେଟ୍‌ ପିଉଥିବାର ଦୃଶ୍ୟକୁ ନେଇ ବିବାଦ ଉପୁଜିବା ଥିଲା।  ଏହା ଶୁଣିବା ପରେ  ସାଂସଦ କହିଛନ୍ତି କି, ‘ମୋ ପାଇଁ କାଳୀ ଜଣେ…
Read More...

ଚାଲୁଛି ଡାଇନିଂ ଟେବୁଲ

ଡାଇନିଂ ଟେବୁଲରେ ତିଆରି ହୋଇଛି ଗାଡ଼ି । ସହିଥିରେ ଖାଇବା ସେଥିରେ ହିଁ ବୁଲିବା । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା? ଯିଏ ବି ଏହି ଭିଡିଓ ଦେଖୁଛି ସେ ଅବାକ ହୋଇଯାଉଛି । ତେବେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରାଙ୍କୁ କିଏ ଅବା ନ ଜାଣନ୍ତି । ନିଜ କାର୍ଯ୍ୟ…
Read More...

ସୁଶାନ୍ତ ରାଜପୁତଙ୍କ ବନ୍ଧୁଙ୍କୁ ମିଳିଲା ଜାମିନ

(ମୁମ୍ବାଇ) : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବନ୍ଧୁଙ୍କୁ ମିଳିଲା ବେଲ୍‌। ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ କେସ୍‌ରେ ଗିରଫ ହୋଇଥିବା ସିଦ୍ଧାର୍ଥ ପିଠାନୀଙ୍କୁ ଜାମିନ ମିଳିଛି। ୫୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚଳିକାରେ ଆଜି ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ…
Read More...

ଓଟିଟିରେ ରିଲିଜ୍ ହେବ ଫିଲ୍ମ ‘ବିକ୍ରମ’

(ମୁମ୍ବାଇ) :   କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’କୁ ସମସ୍ତେ ପ୍ରଶଂସା କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସରେ କମାଲ ଦେଖାଇଛି। ବର୍ତ୍ତମାନ ସୁପରଷ୍ଟାର ମହେଶ ବାବୁ ମଧ୍ୟ ଏହି ଫିଲ୍ମର ପ୍ରଶଂସା କରିଛନ୍ତି। ଅଭିନେତା କହିଛନ୍ତି ବିଜୟ ସେତୁପତୀ ଏବଂ ଫାହଦ୍ ଫାସିଲଙ୍କ ଅଭିନୟ ଚମତ୍କାର ଥିଲା। ୱାର୍କ…
Read More...

ଖୁବଶୀଘ୍ର ଆସିବ ଦିବଙ୍ଗତ ଅଭିନେତ୍ରୀ ମଧୁବାଲାଙ୍କ ବାୟୋପିକ୍

(ମୁମ୍ବାଇ) : ନିର୍ମାଣ ହେବ ଦିବଙ୍ଗତ ଅଭିନେତ୍ରୀ ମଧୁବାଲାଙ୍କ ବାୟୋପିକ୍ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏହାର କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ବାୟୋପିକ ସହିତ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା ଅଭିନେତ୍ରୀଙ୍କ ଭଉଣୀ ମଧୁର ଭୂଷଣ କରିଛନ୍ତି। ଅଭିନେତ୍ରୀ କିଶୋର କୁମାରଙ୍କୁ…
Read More...

୧୫ରେ ରିଲିଜ୍‌ ହେବ ‘ହିଟ୍‌ : ଦ ଫାଷ୍ଟ କେସ୍‌’,

(ମୁମ୍ବାଇ) : ୨୦୧୬ ମସିହାରେ ‘ଦଙ୍ଗଲ’ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ସାନ୍ୟା ମଲହୋତ୍ରା । ଏହାରି ମଧ୍ୟରେ ବହୁ ଫିଲ୍ମରେ ଦର୍ଶକ ତାଙ୍କର ଅଭିନୟକୁ ବେଶ ପସନ୍ଦ କରିଛନ୍ତି । ଆଗକୁ ସାନ୍ୟାଙ୍କୁ ‘ହିଟ୍‌ : ଦ ଫାଷ୍ଟ କେସ୍‌’ରେ ଦେଖିବାକୁ ମିଳିବ । ସେଥିରେ…
Read More...

ଉଦ୍ଧବ ଲାଗିଲା ଝଟକା, ବହୁମତ ସାବ୍ୟସ୍ତ କଲେ ଏକନାଥ

ମୁମ୍ବାଇ: ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଏକନାଥ ସିନେ୍ଧ ମହାରଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସବାରେ ୧୬୪ ଭୋଟ ପାଇଁ ଏକନଥ ବହୁମତ ସାବ୍ୟସ୍ତ କରିଛନ୍ତି। ବହୁମତ ବିପକ୍ଷରେ ୯୯ ଭୋଟ ପଡିଥିଲା। ଏହି ଅବସରରେ ବିଧାସଭାର ବାଚସ୍ପତି…
Read More...

ନିଜ ଝିଅର ଫଟୋ ସେୟାର କଲେ ଗୁରମିତ ଓ ଦେବିନା

ମୁମ୍ବାଇ:ଇନଷ୍ଟଗ୍ରାମରେ ଦେବିନା ଓ ଗୁର୍ମିତ ନିଜ ଝିଅକୁ ଧରି ଫଟୋ ସେୟାର କରିଛନ୍ତି, । ଚଳିତ ବର୍ଷ ଏପ୍ରିଲ ୩ରେ ସେମାନେ ଏକ ଶିଶୁ କନ୍ୟାର ବାପା, ମାଆ ହୋଇଥିଲେ। ଝିଅକୁ ୩ ମାସ ହେବା ପରେ ଏବେ ଦୁଇଜଣ ଝିଅ ‘ଲିୟାନା’ର ମୁହଁ କ୍ୟାମେରା ସାମ୍ନାରେ ଦେଖାଇଛନ୍ତି, ଯାହାର ଫଟୋ ସୋସିଆଲ ମିଡିଆରେ…
Read More...

ସିନ୍ନି ସେଟ୍ଟୀଙ୍କୁ ସୁନ୍ଦରୀ ମୁକୁଟ : ମିସ୍ ଇଣ୍ଡିଆ-୨୦୨୨ର ଟାଇଟେଲ ଜିତିଲେ  ସିନ୍ନି ସେଟ୍ଟୀ

ମୁମ୍ବାଇ: ମିସ୍ ଇଣ୍ଡିଆ-୨୦୨୨ର ଟାଇଟେଲ ଜିତିଲେ  ସିନ୍ନି ସେଟ୍ଟୀ । ମୁମ୍ବାଇରେ ଆୟୋଜିତ ଏହି ଇଭେଣ୍ଟରେ ଟାଇଟଲ ଜିତିଛନ୍ତି କର୍ଣ୍ଣାଟକର ସିନ୍ନି ସେଟ୍ଟୀ । ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ୩୧ ସୁନ୍ଦରୀ।  ତେବେ ସେମାନଙ୍କୁ ପଛରେ ପକାଇ ୨୦୨୨ ମିସ୍ ଇଣ୍ଡିଆ ମୁକୁଟ ଜିତିଛନ୍ତି ସିନ୍ନି…
Read More...