Browsing Tag

Manasi panda

୩୦ ମିଲିୟନ ଟନ୍ ଷ୍ଟିଲ ପ୍ଲାଣ୍ଟ କରିବ ନିପ୍ପନ, ଭିଡିଓ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମଖ୍ୟମନ୍ତ୍ରୀ

ଟୋକିଓ: ନିପ୍ପନ ଷ୍ଟିଲର ନିବେଶର ଦ୍ବାରା ରାଜ୍ୟରେ ଅର୍ଥନୀତି ସହ ରୋଜଗାର ସୁଯୋଗ ସୃଷ୍ଟି ହେବ । ୩୦ ମିଲିୟନ ଟନ୍ ଷ୍ଟିଲ ପ୍ଲାଣ୍ଟ କରିବ ନିପ୍ପନ । ଜାପାନରୁ ଛୁଟିବ ନିବେଶର ସୁଅ । ବିଶ୍ଵର ବୃହତମ ଷ୍ଟିଲ ପ୍ଳାଣ୍ଟ ମଧ୍ୟରୁ ଗୋଟିଏ,ପ୍ଳାଣ୍ଟ ଦ୍ଵାରା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ,…
Read More...

ଯୁବତୀଙ୍କୁ କମେଣ୍ଟ ମାରି ଛେଚା ଖାଇଲେ ଯୁବକ

ଭୁବନେଶ୍ୱର: ଯୁବତୀଙ୍କୁ କମେଣ୍ଟ ମାରି ଛେଚା ଖାଇଲେ ଯୁବକ । ଭୁବନେଶ୍ୱର ସତ୍ୟନଗର ସାମ୍ନା ମୁଖ୍ୟ ରାସ୍ତାରେ ଏହି ହାଇଡ୍ରାମା ଦେଖିବାକୁ ମିଳିଛି । ଯୁବତୀଙ୍କ ଆଭିଯୋଗ ଯେ ସେ ଅଫିସ ଯାଉଥିବା ସମୟରେ ତାଙ୍କୁ କମେଣ୍ଟ୍ ମାରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ ଏହି ଯୁବକ । ଯାହାକୁ…
Read More...

ଆଜି ପବିତ୍ର ଅଶୋକାଷ୍ଟମୀ, ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା

ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ । ପ୍ରଭୁ ଶ୍ରୀଲିଙ୍ଗରାଜ ଭଉଣୀ ରୁକ୍ମିଣୀଙ୍କୁ ରଥରେ ନେଇ ରାମନବମୀ ଯାତ୍ରା ବୁଲିବାକୁ ଯିବେ। ଅଣଲେଉଟା ରୁକୁଣା ରଥରେ ନିଜେ ସୃଷ୍ଟିକର୍ତ୍ତା ବ୍ରହ୍ମା ସାରଥୀ । ନୀତି ଅନୁସାରେ ଦିନ12ଟାରେ ମଙ୍ଗଳ ଆଳତି, 2ଟା ରେ ଭୋଗ ଲାଗି ଓ ପହଣ୍ଡି ପରେ 3ଟା ସମୟରେ…
Read More...

ହୀରାକୁଦରେ ଉତ୍କଟ ପାଣି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଟାର୍ଗେଟ

ଭୁବନେଶ୍ୱର: ହୀରାକୁଦରେ ଉତ୍କଟ ପାଣି ସମସ୍ୟାକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ କ୍ଷୋଭ। ରାଜ୍ୟ ସରକାରଙ୍କୁ କଲେ କଡ଼ା ଟାର୍ଗେଟ। ହୀରାକୁଦରେ ପାଣି ସମସ୍ୟା ଉଦବେଗଜନକ। ହୀରାକୁଦ ଇତିହାସରେ ଏମିତି ପ୍ରଥମ ଥର ସଙ୍କଟ ଦେଖାଦେଇଛି। ଏତେ ତଳ ସ୍ତରକୁ ଚାଲିଯିବ କେହି ଅନୁମାନ କରିନଥିବେ।…
Read More...

ରେଳ ପୋଲିସ ଷ୍ଟେସନର ଭିତ୍ତିଭୂମି ଅଭାବ ନେଇ ରେଳ ମନ୍ତ୍ରାଳୟ ଅବଗତ ଅଛି ନା ନାହିଁ: ମାନସ ମଙ୍ଗରାଜ, ବିଜେଡି ସାଂସଦ

ନୂଆଦିଲ୍ଲୀ: ରାଜ୍ୟର ବିଭିନ୍ନ ରେଲଓ୍ବେ ପୋଲିସ ଷ୍ଟେସନରେ ଭିତ୍ତିଭୂମିର ଅଭାବ ନେଇ ରେଳ ମନ୍ତ୍ରାଳୟ ଅବଗତ ଅଛି ନା ନାହିଁ ବୋଲି ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ବିଜେଡି ସାଂସଦ ମାନସ ମଙ୍ଗରାଜ । ଏଥିସହ ଭିତ୍ତିଭୂମିର ସମାଧାନ ପାଇଁ କେନ୍ଦ୍ର ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ମାନସ…
Read More...

କେନ୍ଦ୍ର ଟଙ୍କା ଦେଉଥିଲେ ବି ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି : ସୁବାଷ ପାଣିଗ୍ରାହୀ, ବିଜେପି ବିଧାୟକ

ଭୁବନେଶ୍ୱର: ଅରୁଣ ଙ୍କୁ କାଉଣ୍ଟର କଲେ ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ । ସୁବାଷ କହିଛନ୍ତି କେନ୍ଦ୍ର ଟଙ୍କା ଦେଉଥିଲେ ବି ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି । ତାଳେଚର-ବିମଳାଗଡ଼ ରେଳ ଲାଇନ ପାଇଁ କ୍ରମାଗତ ଟଙ୍କା ଆସୁଥିଲେ ବି ରାଜ୍ୟ ସରକାର ଜମି ଦେଉ ନଥିବା ରୁ କାମ ଆଗଉନି ।…
Read More...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନ ସାଢ଼େ ୪ଟାରେ ନବୀନ ନିବାସ ଯାଇ ମମତା ସେଠାରେ ନବୀନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାକୁ ଏକ ସୌଜନ୍ୟମୁଳକ ସାକ୍ଷାତ ବୋଲି ମମତା କହିଛନ୍ତି । ହକି ବିଶ୍ବକପ୍…
Read More...

ଆରପାରିରେ ଟେଲି ଜଗତର ଜଣାଶୁଣା ଅଭିନେତା ସୋମଦତ୍ତ ଦାସ

ଭୁବନେଶ୍ୱର: ଓଲିଉଡ଼ ପାଇଁ ଆଉ ଏକ ଦୁଃଖଦ ଖବର । ଚିରନିଦ୍ରାରେ ଧାରାବାହିକ ଅଭିନେତା ସୋମଦତ୍ତ ଦାସ । ହାର୍ଟଆଟାକରେ ସେ ଆଖିବୁଜିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିବା ସୂଚନା ମିଳିଛି। ଏନେଇ ଅଭିନେତା ଶ୍ରୀତମ ଦାସ ଟ୍ୱିଟରରେ ସୂଚନା ଦେଇଛନ୍ତି । ଅନେକ…
Read More...

ସୋରରେ ରାମନବମୀ ପାଳନ ପାଇଁ ପୁଲିସର ପ୍ଲାଗ ମାର୍ଚ୍ଚ

ସୋର: ଆସନ୍ତା ତିରିଶ ତାରିଖରେ ସୋରରେ ରାମ ନବମୀ ପାଳନକୁ ଦୃଷ୍ଟିରେ ରଖି ବାଲେଶ୍ୱର ଏସପି ସାଗରିକା ନାଥଙ୍କ ନେତୃତ୍ୱରେ ଏକ ଫ୍ଲାଗମାର୍ଚ୍ଚ ସହର ପରିକ୍ରମା କରିଛି। ଏହି ଫ୍ଲାଗ ମାର୍ଚ୍ଚ ସୋର ପୌରପାଳିକା ଅନ୍ତର୍ଗତ ଆଶ୍ରମ ଛକ ନିକଟରୁ ବାହାରି ମେଡିକାଲଛକ, ଅଡ଼ଙ୍ଗ ବଜାର, ଛତ୍ରପୁର ଛକ ଦେଇ…
Read More...

ସ୍କୁଲ ରୂପାନ୍ତରିକରଣକୁ ନେଇ ଗୃହରେ ସରଗରମ

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକ ଅଭାବ ନେଇ ଗୃହରେ ସରଗରମ ଆଲୋଚନା । ଉଭୟ ବିରୋଧୀ ଓ ଶାସକ ଦଳର ବିଧାୟକ ଅଭିଯୋଗ ଆଣିଛନ୍ତି ଯେ ସ୍କୁଲ ରୂପାନ୍ତରିତ ହେଉଛି କିନ୍ତୁ ଶିକ୍ଷକ ନାହାନ୍ତି । ୫-ଟି ସ୍କୁଲ ଗୁଡିକୁ ବିଜେଡି ରଙ୍ଗରେ ରଙ୍ଗେଇ ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ…
Read More...