ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ପଣ୍ଡାଲ ପୋଡ଼ି ପାଉଁଶ, କିନ୍ତୁ ଗଣେଷଙ୍କ ମୂର୍ତ୍ତିରେ ଲାଗିଲାନି ନିଆଁ
ଓଡ଼ିଶାର ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବୁଢ଼ାରାଜାର ଦେହେରିପାଲି ଅଞ୍ଚଳରେ ସୋମବାର ଗଣେଶ ଚତୁର୍ଥୀ ରାତିରେ ଏକ ଗଣେଶ ପୂଜା ପଣ୍ଡାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ପଣ୍ଡାଲ ପୋଡ଼ି ପାଉଁଶ ହୋଇଯାଇଛି। ତେବେ, ଭକ୍ତ ଓ ସ୍ଥାନୀୟ ଲୋକଙ୍କୁ ଯେଉଁ ବିଷୟଟି ଆଶ୍ଚର୍ଯ୍ୟଚକିତ କରିଛି ତାହା…
Read More...
Read More...