Browsing Tag

Dhenkanal

ଠକେଇ ମାମଲା; ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ଵର: ଠକେଇ ମାମଲାରେ ଗତ ୨ ବର୍ଷ ହେଲା ଫେରାର ଥିବା କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ । ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ । ହିନ୍ଦୋଳ ସବ୍ ଟ୍ରେଜରିର ପୂର୍ବତନ ବରିଷ୍ଠ କିରାଣି ମନୋରଞ୍ଜନ ସାହୁ ଗିରଫ । ଚଞ୍ଚକତା କରି ପେନସନ୍‌ ଟଙ୍କା ଉଠାଇ ନିଜ…
Read More...

ପଙ୍ଗାତିରା ଗାଁରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଢେଙ୍କାନାଳ:- ଢେଙ୍କାନାଳ ଜିଲ୍ଲା ମହାବୀରୋଡ଼ କେନ୍ଦୁପତ୍ର ରେଞ୍ଜ ତରଫରୁ ପଙ୍ଗାତିରା ମେଡ଼ିକାଲ ଠାରେ କେନ୍ଦୁପତ୍ର ତୋଳାଳି ଓ ବନ୍ଧେଇ ଶ୍ରମିକଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା ।ଏଠାରେ ମହାବୀରୋଡ଼ କେନ୍ଦୁପତ୍ର ରେଞ୍ଜ ଅଂଚଳରୁ ଶତାଧିକ ତୋଳାଳି ଓ ବନ୍ଧେଇ ଶ୍ରମିକ…
Read More...

ଏସ୍‌ପି ଅଫିସ୍‌ ପରିସରରେ ଆତ୍ମାହୁତି ଉଦ୍ୟମ ଘଟଣା, ୨ ପୋଲିସ ଏସ୍‌ଆଇ ନିଲମ୍ବିତ

ଢେଙ୍କାନାଳ: ଢେଙ୍କାନାଳ ଏସ୍‌ପି ଅଫିସ୍‌ ପରିସରରେ ଆତ୍ମାହୁତି ଉଦ୍ୟମ ଘଟଣା । ୨ ଜଣ ପୋଲିସ ଏସ୍‌ଆଇଙ୍କୁ ନିଲମ୍ବିତ କଲେ ଢେଙ୍କାନାଳ ଏସ୍‌ପି । କାର୍ଯ୍ୟରେ ଅବହେଳା ନେଇ ୨ SIଙ୍କ ବିରୋଧରେ ନିଆଯାଇଛି ଆକ୍ସନ୍ । ଟାଉନ୍ ଥାନାର SI ଉତ୍କଳ ବିଜୟ ମହାନ୍ତି ଏବଂ ସଦର ଥାନାର SI ରୋଜାଲିନ୍ ମିଞ୍ଜ…
Read More...

ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କ ଦ୍ଵାରା ‘‘ଷ୍ଟପ୍-ଡାଇରିଆ’’ ଅଭିଯାନ ଆରମ୍ଭ

ଭୁବନେଶ୍ୱର-: ବର୍ଷା ଋତୁରେ ଜଳବାହିତ ରୋଗ ଡାଇରିଆର ନିରାକରଣ ନିମନ୍ତେ ସାରା ରାଜ୍ୟରେ ଷ୍ଟପ ଡାଇରିଆ ଅଭିଯାନ ଆରମ୍ଭ କରାଯାଇଛି । ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଆଜି ଏହି ଅଭିଯାନର ଶୁଭ ଉଦଘାଟନ୍…
Read More...

କଲବଲ କରୁଛି କାଦୁଅ ପଚପଚ ରାସ୍ତା

ଢେଙ୍କାନାଳ-: ଦେଶ ସ୍ୱାଧୀନତା ହେବାର ୭୮ବର୍ଷ ପରେ ମଧ୍ୟ ଏବେବି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଅନେକ ଗ୍ରାମକୁ ସ୍ଥାୟୀ ରାସ୍ତା ପାଲଟିଛି ଦିବାସ୍ବପ୍ନ ଅପହଞ୍ଚ ଅପାନ୍ତର ଅଞ୍ଚଳ ସାଜିଛି ଅନେକ ଗୁଡିଏ ଗ୍ରାମ। ନିର୍ବାଚନବେଳେ ମାଲମାଳ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇ ନେବାପରେ…
Read More...

ପାରିବାରିକ କଳହକୁ ନେଇ ୭ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା ମଦ୍ୟପ ବାପା

ଢେଙ୍କାନାଳ -: ଢେଙ୍କାନାଳ କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ୭ ମାସର ଶିଶୁକନ୍ୟାକୁ କଚାଡ଼ି ମାରିଲା ମଦ୍ୟପ ବାପା । ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲା ଉଦାସାହି ଗାଁର ସଞ୍ଜୟ ଚାତାର ଶ୍ବଶୁର ଘର କଣ୍ଟାପାଳରେ ରହି ଶ୍ରମିକ ଭାବେ କାମ କରୁଥିଲେ ।…
Read More...

ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କୃଷ୍ଣା ନାୟକ

ଢେଙ୍କାନାଳ-: ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଢେଙ୍କାନାଳ ଜିଲ୍ଲା ଅବକାରୀ ଅଧୀକ୍ଷକ କୃଷ୍ଣା ନାୟକ । ୩ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ଭିଜିଲାନ୍ସ ପକ୍ଷରୁ  ଢେଙ୍କାନାଳ ମହାବୀର ବଜାରସ୍ଥିତ ତାଙ୍କ ସରକାରୀ ବାସଭବନରେ ଚଢାଉ ଜାରି ରହିଛି । ଏକକାଳୀନ ୬ଟି…
Read More...

କୁଖ୍ୟାତ ଅପରାଧୀ ଦେବାଶିଷ ବେହେରା ଓରଫ ହଣ୍ଡକୁ ଏନକାଉଣ୍ଟର କରିଛି ପୋଲିସ

ଢେଙ୍କାନାଳ-: ଚୋରି, ରାହାଜାନି, ଡକାୟତି ସହିତ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଥିବା କାମାକ୍ଷାନଗର ‘କିଙ୍ଗ୍ ଅଫ୍ ଫରେଷ୍ଟ୍’ ଗ୍ୟାଙ୍ଗର କୁଖ୍ୟାତ ଅପରାଧୀ ଦେବାଶିଷ ବେହେରା ଓରଫ୍ ହଣ୍ଡକୁ ଆଜି ପୁଲିସ ଏନ୍‌କାଉଣ୍ଟର୍ କରିଛି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମଙ୍ଗଳପୁର କଇଁଆଗଡ଼ାଣି…
Read More...

ବୃଦ୍ଧ ବୟସରେ ଥାନାର ଦ୍ୱାରସ୍ଥ

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ । ଗ୍ରାମର ୮୫ବର୍ଷର ଚକ୍ରଧର ପୁହାଣ ଓ ତାଙ୍କ ୭୫ ବର୍ଷିୟ ସ୍ତ୍ରୀ ଯଶୋଦା ପୁହାଣ । ୨ ପୁଅ ଓ ଜଣେ ଝିଅରେ ତାଙ୍କର ଥିଲା ସୁନାର ସଂସାର । ସାମସ୍ତଙ୍କର ବାହାଘର ସାରିଦେଇ ମୁଣ୍ଡରୁୁ…
Read More...

ପିଶାଚ ସ୍ୱାମୀର ବର୍ବର କାଣ୍ଡ: ଅର୍ଦ୍ଧ ରାତ୍ରୀରେ ପିଟିପିଟି ସ୍ତ୍ରୀ କୁ କଲା ହତ୍ୟା

ଢେଙ୍କାନାଳ : ପିଶାଚ ସ୍ୱାମୀର ବର୍ବର କାଣ୍ଡ । ଅର୍ଦ୍ଧ ରାତ୍ରୀରେ ପିଟିପିଟି ସ୍ତ୍ରୀ କୁ କଲା ହତ୍ୟା। ହଁ ଆଜ୍ଞା ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ବାଘୁଆ ସାହିରେ। ଏକ ଅଭାବନିୟ ଘଟଣାକ୍ରମେ ଦୁଆରି…
Read More...