Browsing Tag

Cuttack

ନିଖୋଜ ରାଜମିସ୍ତ୍ରୀଙ୍କ ମୃତଦେହ ଉଦ୍ଧାର

କଟକ(ରିପୋର୍ଟର୍ସ ଟୁଡେ) : କଟକ ଜିଲ୍ଲା ଜଗତପୁର ଥାନା ଭଏରପୁର କଣିବାଟି ସ୍ଥିତ ଗାଁରେ ଥିବା କେନାଲରେ ଏକ ମୃତ ଦେହ ଉଦ୍ଧାର କରାଯାଇଅଛି । ତେବେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି କଣିବଟି ଗ୍ରାମର ରମେଶ ଭୋଇ । ମଙ୍ଗଳବାର ଠାରୁ ନିଖୋଜ ଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ।…
Read More...

ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତି ପାଇଁ ସ୍ୱତନ୍ତ୍ର ଟିକା ଓ ଟେଷ୍ଟିଂ ବ୍ୟବସ୍ଥା

କଟକ(ରିପୋର୍ଟର୍ସ ଟୁଡେ) : ମହାନଗର ନିଗମ ପକ୍ଷରୁ ଦିବ୍ୟାଙ୍ଗ ବ୍ୟକ୍ତି ଓ ୭୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ କେନ୍ଦ୍ରକୁ ଆଣି ଟିକା ଦେବାର ବ୍ୟବସ୍ଥା ପୁଣି ଆରମ୍ଭ କରାଯାଇଛି । ଦିବ୍ୟାଙ୍ଗ ବ୍ୟକ୍ତି ଓ ୭୦ ବର୍ଷରୁ ଅଧିକ ବୟସ୍କ ନିଗମକୁ କଲ୍ କଲେ ସେମାନଙ୍କୁ ମହାନଗର ନିଗମ ପକ୍ଷରୁ ଟିକା…
Read More...

ପୁଣି ମଦ ବେପାରୀଙ୍କୁ ଧର୍ମଶାଳା ଥାନାର ଟାର୍ଗେଟ

ଚଣ୍ଡୀଖୋଲ(ରିପୋର୍ଟର୍ସ ଟୁଡେ): ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସ ପକ୍ଷରୁ ଚୋରା ମଦ ବେପାରୀଙ୍କ ଉପରେ ଜାରି ରହିଛିି ଚଢାଉ । ବିଭିନ୍ନ ସ୍ଥାନରେ ଚଢାଉ କରି ସଫଳତା ମଧ୍ୟ ପାଇଛନ୍ତି ପୋଲିସ ଏବଂ ଅବକାରୀ ବିଭାଗ । ଧର୍ମଶାଳା ଥାନା ଅଧୀନ ଚୋରମୁହାଁ ଗ୍ରାମରୁ ପୁଣି ଜବତ ହୋଇଛି ବିଦେଶୀ ମଦ ।…
Read More...

ଡକାୟତଙ୍କ ଯୋଜନାକୁ ଫେଲ କଲା।ପୋଲିସ

କଟକ(ଜଗନ୍ନାଥ ମହାନ୍ତି): କଟକ ସହରର ବିଦ୍ୟାଧରପୁରରେ ଡକାୟତଙ୍କ ଏକ ବଡ଼ ଯୋଜନା ପଣ୍ଡ କରିଛି ଚାଉଳିଆଗଞ୍ଜ ପୋଲିସ। ଏକ ନିରୋଳା ସ୍ଥାନରେ ୫ ଜଣ ଡ଼କାୟତ ଯୋଜନା କରୁଥିବା ବେଳେ ହାବୁଡି ଯାଇଥିଲା ପୋଲିସ । ଆଉ ୫ ଜଣଙ୍କୁ ଗିରଫ କରିବା ସମୟରେ ଅନେକ କିଛି ସମଗ୍ରୀ ମାରଣାସ୍ତ୍ର ମଧ୍ୟ ଜବତ…
Read More...

ପୁଣି ପୋଲିସ ବିଭାଗରେ ଅଦଳବଦଳ

ଭୁବନେଶ୍ଵର(ସରୋଜ କୁମାର ରାଉତ): ଦ୍ବୈତ ନଗରୀ ପୋଲିସ ବିଭାଗର ଏସିପି ଏବଂ ଆଇଆଇସି କ୍ଷେତ୍ରରେ ହୋଇଛି ଅଦଳ ବଦଳ। ପୁଲିସ ବିଭାଗର ୧୧ ଜଣ ଅଧିକାରୀଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ଭୁବନେଶ୍ଵର ୟୁପିଡିର ଏସିପି କୃଷ୍ଣଚନ୍ଦ୍ର ସେଠୀଙ୍କୁ ଭୁବନେଶ୍ଵର…
Read More...

ଚର୍ଚ୍ଚିତ ଗାୟକ ହ୍ୟୁମାନ୍‌ ସାଗରଙ୍କ ପିତାଙ୍କ ଦେହାନ୍ତ

(କଟକ) : ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରି ଚିନ୍ତା ବଢ଼ିଥିବା ବେଳେ ସାମ୍ନାକୁ ଆସିଛି ଏକ ଦୁଖଃଦ ଖବର । ଓଲିଉଡ୍‌ର ଚର୍ଚ୍ଚିତ ଗାୟକ ହ୍ୟୁମାନ୍‌ ସାଗରଙ୍କ ପିତାଙ୍କ ଦେହାନ୍ତ ହୋଇଯାଇଛି । ହ୍ୟୁମାନ୍‌ଙ୍କ ବାପା ରବିଚନ୍ଦ୍ର ସାଗରଙ୍କ ୬୧ ବର୍ଷ ବୟସରେ ପରଲୋକ ହୋଇଯାଇଥିବା…
Read More...

କୁମ୍ଭ ମେଳା ଫେରନ୍ତାମାନେ କରୋନା ସଂକ୍ରମିତ ,୧୩ ଚିହ୍ନଟ

(କଟକ ): ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ବେକାବୁ ହେବାରେ ଲାଗିଛି। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଏହା ମଧ୍ୟରେ କୁମ୍ଭ ମେଳା ଫେରନ୍ତା ୩୦ ଜଣଙ୍କ ମଧ୍ୟରୁ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ଯାତ୍ରୀଙ୍କ କରୋନା…
Read More...

ଗ୍ୟାଙ୍ଗଷ୍ଟାର ହାଇଦର କରୋନା ପଜିଟିଭ୍ , ଅଡୁଆରେ ପୋଲିସ

(କଟକ) : ଗ୍ୟାଙ୍ଗଷ୍ଟାର ହାଇଦରର କରୋନା ପଜିଟିଭ୍ ହୋଇଥିବା ସୂଚନା ମିଳିଛି । ଯାହାକୁ ନେଇ ଚିନ୍ତାରେ ପୋଲିସ । ଦୁର୍ଦ୍ଦାନ୍ତ ଅପରାଧୀ ହାଇଦରର ରିମାଣ୍ଡ ସ୍ଥଗିତ ରଖାଯାଇଥିବା ବେଳେ ହାଇଦରକୁ ଏବେ ଜେଲରେ ୭ ଦିନ ଆଇସୋଲେଶନରେ ରଖାଯାଇଛି । ୭ ଦିନର ଅବଧି ସରିବା ପରେ ହାଇଦରର ଆରଟିପିସିଆର…
Read More...

ସ୍ୱେରେଜରେ ପ୍ରାଣ ହରାଇଲେ ୨ ଶ୍ରମିକ

କଟକ: କଟକ ସିଡିଏ ସେକ୍କ୍ର ୧୦ରେ ସ୍ୱେରେଜ କାମ ଚାଲିଥିବା ସମୟରେ ଗଟିଯାଇଛି ଏକ ବଡ ଅଘଟଣ । ଦୁଇଜଣ ଶ୍ରମି କଏଠାରେ କାମ କରୁଥିବା ସମୟରେ ଅଣ ନିଃଶ୍ୱାସୀ ହୋଇ ପ୍ରାଣ ହରାଇଥିବା ଜଣାଯାଇଛି । ଏମାନଙ୍କ ସହ ଅନ୍ୟ ଜଣେ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି । ଶ୍ରମିକଭ୍କ ସହ ଏଭଳି ଏକ ଅଘଟଣ ପରେ…
Read More...

ଲକଡାଉନ ଉଲଙ୍ଘନ,୧୨୦୬ଟି ଗାଡି ସହ ୩୭୬ ଜଣ ବିନା ମାସ୍କରେ ଫାଇନ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଲକଡାଉନ଼ ଭାଙ୍ଗି ତଣ୍ଡ ଗଣିଲେ ଅମାନିଆ । କୋରୋନା ପାଇଁ ସାରା ରାଜ୍ୟରେ ଲକଡାଉନ କରାଯାଇଛି । ଅତ୍ୟାବଶ୍ୟକ ନ ପଡିଲେ ଘରୁ ବାହାରକୁ ନ ବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି । ହେଲେ କିଛି ଅମାନିଆ ବିନା କାରଣରେ ଘରୁ ବାହାରି ବାହାରେ ବୁଲୁଥିବା ବେଳେ…
Read More...