ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
କଟକ (ଜଗନ୍ନାଥ ମହାନ୍ତି): ପାଖେଇ ଆସୁଛି ଦୁର୍ଗାପୁଜା । ଏଥିପାଇଁ ସହରରୁ ଗାଁ ପର୍ୟ୍ୟନ୍ତ ଖୁସିର ବାତାବରଣ ଖେଳିଯାଇଛି । କିନ୍ତୁ ଚଳିତ ବର୍ଷର ଦୁର୍ଗାପୁଜା ମଧ୍ୟ କୋଭିଡ କଟକଣାରେ ଫିକା ପଡିଛି । ଏଥିପାଇଁ କମିସନରେଟ ପୋଲିସ ପକ୍ଷରୁ କଟକ ଶାରଳା ଭବନରେ ପୁର୍ବ ପ୍ରସ୍ତୁତି ବୈଠକ ହୋଇଛି ।…
Read More...
Read More...