ବ୍ୟବସାୟୀଙ୍କୁ ଗୁଳି ଚଳାଇ ଦୁର୍ବୃତ୍ତ ଫେରାର
କଟକ/ଜଗନ୍ନାଥ ମହାନ୍ତି: କନ୍ଦରପୁର ନିକଟରେ ଗୁଳିକାଣ୍ଡ । ଲୁଟ ଉଦ୍ୟମରେ ଗୁଳି ଚଳାଳିଲେ ଦୁର୍ବୃତ୍ତ । ଜଗତସିଂହପୁରର ବ୍ୟବସାୟୀ କ୍ଷୀରୋଦ ତନ୍ଦ୍ର ସାହୁ କଟକ ମାଲଗୋଦାମକୁ ସଉଦା କିଣିବାକୁ ଆସୁଥିବା ବେଳେ ଅଥଗାଁ ବ୍ରିଜ ନିକଟରେ ଥିବା ଲେବଲ କ୍ରସିଂ ପାଖରେ ଦୁଇଜଣ ଦୁର୍ବୃତ୍ତ ତାଙ୍କ ପିକ ଅପ…
Read More...
Read More...