Browsing Tag

Bhubaneswar

ସୁଭଦ୍ରା ପୋର୍ଟାଲରୁ ଭୁଲରେ ନାମ ବାଦ ହୋଇଯାଇଥିଲେ କରିହେବ ପୁନଃସାମିଲ

ଭୁବନେଶ୍ୱର:  ସୁଭଦ୍ରା ପୋର୍ଟାଲରେ ନାମ ଯୋଡ଼ିବା (OPT IN) ସୁବିଧା ଉପଲବ୍ଧ କରାଯାଇଛି । ଏହା ଦ୍ୱାରା ଯେଉଁମାନେ ଭୁଲରେ ନାମ ବାଦ (OPT OUT) ହୋଇଯାଇଥିଲେ ସେମାନେ ପୁନର୍ବାର ସୁଭଦ୍ରାରେ ସାମିଲ ହେବାର ସୁଯୋଗ ପାଇପାରିବେ । ଏହି ସୁବିଧା ଉପଲବ୍ଧ ହେବା ପରେ ପ୍ରାୟ ୮୦୦୦ ରୁ ଅଧିକ…
Read More...

ରାଜ୍ୟପାଳ ଲାଟସାହେବ ନୁହଁନ୍ତି : ବିଜେପିରେ ମିଶିବା ପରେ ରଘୁବର ଦାସଙ୍କ ବୟାନ

ଭୁବନେଶ୍ୱର : ବିଜେପିରେ ମିଶିବା ପରେ ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଙ୍କ ବଡ ବୟାନ। ସେ ରହିଛନ୍ତି ରାଜ୍ୟପାଳ ପଦବୀକୁ ଲାଟ ସାହେବ ପଦ ବୋଲି ସମସ୍ତେ ଭାବିଥାଆନ୍ତି । ଏନେଇ ରଘୁବର କହିଛନ୍ତି ରାଜ୍ୟପାଳ ଲାଟ ସାହେବ ନୁହଁନ୍ତି , ରାଜ୍ୟପାଳ ଲୋକଙ୍କ ରାଜ୍ୟପାଳ । ଜଗନ୍ନାଥଙ୍କ ଭୂମି…
Read More...

ଏଣିକି ଅଣରାଜସ୍ବ କାମ କରିବେନି ଆରାଇ , ଅମିନ: ଏନେଇ ରାଜସ୍ବ ବିଭାଗ ଉଦ୍‌ବେଗ

ଭୁବନେଶ୍ୱର: ଏଣିକି ଅଣରାଜସ୍ବ କାମ କରିବେନି ଆରାଇ , ଅମିନ | ରାଜସ୍ବ ବିଭାଗର ସବୁଠାରୁ ତୃଣମୂଳସ୍ତରରେ ଆର୍‌ଆଇ, ଆଡିସ୍‌ନାଲ୍ ଆର୍‌ଆଇ ବା ଏଆର୍‌ଆଇ ଏବଂ ଅମିନମାନେ କାର୍ଯ୍ୟ କରିଥାନ୍ତି। କିନ୍ତୁ ତହସିଲଦାର  ଏବଂ ଜିଲ୍ଲାପାଳଙ୍କ ଅନୁମୋଦନ ବିନା ବିଭିନ୍ନ ବିଭାଗ ପକ୍ଷରୁ ଏମାନଙ୍କୁ…
Read More...

ପ୍ରବାସୀ ଭାରତୀୟ ଦିବସରେ ପ୍ରଦର୍ଶନୀ କକ୍ଷ ବୁଲି ଦେଖିଥିଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ରିଖ ୧୦ ଜାନୁୟାରୀ,୨୦୨୫) ୧୮ତମ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେଇଥିଲେ । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ପ୍ରଦର୍ଶନୀ କକ୍ଷ ବୁଲି ଦେଖିଥିଲେ। ଜାନୁଆରୀ ୧୧ ରୁ ସାଧାରଣ…
Read More...

ପ୍ରବାସୀ ଭାରତୀୟ ଦିବସ ଅବସରରେ ପ୍ରଦର୍ଶନୀ କକ୍ଷ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ। ଗତକାଲି (୯ ଜାନୁୟାରୀ,୨୦୨୫) ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ଜନତା ମଇଦାନ ଠାରେ ଅନୁଷ୍ଠିତ ହେଉଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗଦେଇ ଉପସ୍ଥିତ ସମସ୍ତ…
Read More...

ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା: ବହୁତ ସୁନ୍ଦର ସମ୍ମିଳନୀ ଏହି ଅବସର ରେ ଦେଖିବାକୁ ମିଳିଲା

ଭୁବନେଶ୍ୱର:  ବହୁତ ସୁନ୍ଦର ସମ୍ମିଳନୀ ଏହି ଅବସର ରେ ଦେଖିବାକୁ ମିଳିଲା । ଓଡ଼ିଶା ର ପ୍ରଦର୍ଶନୀ ବହୁତ୍ ଭଲ ହୋଇଛି। ଏଠାକାର ହେଣ୍ଡଲୁମ୍ handicraft ଅନନ୍ୟ ଉପକରଣ ବିଷୟ ରେ ଓଡିଶା ର କଳା ଓ ସଂସ୍କୃତି ମହାପ୍ରଭୁ ଜଗନ୍ନାଥ ବାଲୁକା କଳା ଏ ସବୁ ଏକାଠି ଗୋଟିଏ ବସ୍କେଟ ରେ ଦେଖାଇବା ର ଓଡିଶା…
Read More...

ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବା ପଇଁ ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର: ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗ ଦେବା ପଇଁ ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଯାହା ଓଡ଼ିଶା ପାଇଁ ଏକ ଗର୍ବ ମଧ୍ୟ । ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ସମଗ୍ର ଦେଶ ଓ ପୃଥୀବିର ନଜର ଏବେ ଓଡ଼ିଶା ଉପରେ । ଏହି ସମୟରେ ମାନ୍ୟବର ରାଷ୍ଟ୍ରପତି ଓଡ଼ିଶାରେ ପହଞ୍ଚିବା ପରେ…
Read More...

କମ ଦାମ ରେ ଧାନ କିଣି ଗଛିତ ରଖିଲେ ହେବ ଚଢ଼ାଉ: କୃଷ୍ଣ ପାତ୍ର

ଭୁବନେଶ୍ୱର:  ଧାନ ସଂଗ୍ରହ ସଠିକ ଭାବେ ଚାଲିଛି | କାଁ ଭାଁ କେଉଁଠି ଗଣ୍ଡଗୋଳିଆ ଚାଲିଛି | ଲୋକମାନଙ୍କୁ କିଛି ନେତା ଉଷୁକାଉଛନ୍ତି | ଯେମିତିକା ଧାନ ଦେଲେ ବି 31 ସହ ଟଙ୍କା ଦେବେ | ଆମେ କହିଛୁ FAQ ମାନର ଧାନ ଆଣିବାକୁ ପଡିବ | ଧାନ କଲର ଚେଞ୍ଜ ହେଲେ ବି ଆମେ ଆଡ଼ଜଷ୍ଟ କରୁଛୁ | ବହୁତ ଖରାପ…
Read More...

କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା: ୫୦ ମିଟର ଆଗକୁ ଦୃଶ୍ୟମାନ କଷ୍ଟକର

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ଜାରି ରହିଛି  ଶୀତର ପ୍ରଭାବ ।   ଜାନୁଆରୀ ପ୍ରଥମ ସପ୍ତାହରୁ ସାରା ଓଡିଶାରେ ଶୀତ ଜୋର ଧରିଛି। କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା। ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଯାଇଛି। ରାଜଧାନୀ ଭୁବନେଶ୍ବର ଓ କଟକରେ ସକାଳୁ ସକାଳୁ ଘନ କୁହୁଡ଼ି ଦେଖିବାକୁ ମିଳିଛି।…
Read More...

ଭୁଲ୍ ରେ  OPT OUT  ହୋଇଯାଇଥିବା ‘ସୁଭଦ୍ରା ହିତାଧିକାରୀ’ଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି

ଭୁବନେଶ୍ୱର: ମୋବାଇଲ ଅପଡେଟ କାରଣରୁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଅନେକ ହିତାଧିକାରୀ 'ସୁଭଦ୍ରା'ରୁ OPT OUT ହୋଇଯାଇଥିଲେ । ଏବଂ ଏହି ସମ୍ପର୍କରେ ଅନେକ ଗୁଡିଏ ଅଭିଯୋଗ ଆସିବା ପରେ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରାଯାଇଛି । ଭୁଲ୍ ରେ  OPT OUT  ହୋଇଯାଇଥିବା 'ସୁଭଦ୍ରା…
Read More...