Browsing Tag

Bhubaneswar

ଲୋକସେବା ଭବନରେ  ମାତିଛନ୍ତି  ଦଲାଲ

ଭୁବନେଶ୍ୱର : ଲୋକସେବା ଭବନରେ ଦଲାଲ । ଲୋକସେବା ଭବନରେ  ମାତିଛନ୍ତି  ଦଲାଲ । ଚାକିରି କରାଇ ଦେବାକୁ  କହି ଠକୁଥିଲେ ଲକ୍ଷାଧିକ ଟଙ୍କା । ଏହି ବାବଦରେ ବ୍ୟାସଦେବକୁ ଗିରଫ କରିଛି ପୋଲିସ । ପଞ୍ଚାୟତିରାଜ ବିଭାଗର ସେକ୍ସନ ଅଫିସର କହି ଠକୁଥିଲେ ବ୍ୟାସଦେବ । ଠକ ବ୍ୟାସଦେବଙ୍କ ପାଖରୁ…
Read More...

ସାଧାରଣ ଲୋକଙ୍କ ପାଇଁ  ଆଜି ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ୱର: ଆଜି ଠାରୁ ସାଧାରଣ ଲୋକଙ୍କ ପାଇଁ ରାଜଭବନ ଉଦ୍ୟାନ ଖୋଲିବ। ଏହା ୨୨ ତାରିଖ ପର୍ଯ୍ୟନ୍ତ ଖୋଲା ରହିବ। ଅପରାହ୍ନ ୨ଟା୩୦ରୁ ସଂଧ୍ୟା ୫ଟା ଯାଏଁ ଉଦ୍ୟାନ ପିରଦର୍ଶନ ସମୟ ଧାଯ୍ୟ କରାଯାଇଛି। କେବଳ ମୋବାଇଲ ଆପ୍ ପଞ୍ଜୀକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ ଏବଂ…
Read More...

‘ଆୟୁଷ୍ମାନ ଭାରତ’ ପ୍ରଚଳ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆୟୁଷ୍ମାନ ଭାରତ’ ପ୍ରଚଳ ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇଥିବା ସୂଚନା ।  ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ…
Read More...

ଟ୍ୱିନ୍ ସିଟି ନୁହେଁ ଟ୍ରାଇ ସିଟି: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର

ଭୁବନେଶ୍ୱର: ଟାଇମ୍ ପିରିୟଡ ଫିକ୍ସ ହେବ, ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ । କଟକ, ରାଉରକେଲା, ବ୍ରହ୍ମପୁରରେ ଅନେକ ଟିପି ସ୍କିମ୍ କରାଯିବ । ନୀତି ନିୟମ ଭିତରେ ସହରର କଳେବର ବୃଦ୍ଧି ପାଇଁ ଯୋଜନା ହେଉଛି । କଟକ – ପୁରୀ –  ଭୁବନେଶ୍ୱରକୁ ନେଇ ଟ୍ରାଇ ସିଟି ହେବ । ପୁରୀ ହେଉଛି ସମ୍ମାନ,…
Read More...

ନିଆଁ ଲାଗି ଜୀବନ୍ତ ଜଳିଯାଇଛନ୍ତି ମାମୁଁ ଭଣଜା :୪ ଲକ୍ଷ ଅନୁକମ୍ପା ସହାୟତା

ଭୁବନେଶ୍ୱର:  ନିରବୀ ଯାଇଛି ଗାଁ ଦାଣ୍ଡ । ପୁଅର ମୃତ୍ୟୁରେ ମାଆର କୋଳ ଶୁନ୍ୟ ହୋଇଯାଇଛି । ଏକ ପାଳ ଗଦାରେ ନିଆଁ ଲାଗି ଜୀବନ୍ତ ଜଳିଯାଇଛନ୍ତି ମାମୁଁ ଭଣଜା । ତେବେ ନାବାଳକ ମାମୁଁ ଭଣଜାଙ୍କ ଶୋଚନୀୟ ମୃତ୍ୟୁରେ ସମଗ୍ର ଅଂଚଳରେ ଶୋକ ଦେଖାଦେଇଛି । ଶୀତରୁ ରକ୍ଷା ପାଇବାକୁ ପାଳ ଗଦାରେ ନିଆଁ…
Read More...

ବର୍ଷା ମାସକୁ ଛାଡିଦେଲେ ବର୍ଷକୁ ୧୨ ଥର ପଥ ଉତ୍ସବ

ଭୁବନେଶ୍ୱର : ପ୍ରତି ମାସରେ ହେବ ପଥ ଉତ୍ସବ । ବର୍ଷା ମାସକୁ ଛାଡିଦେଲେ ବର୍ଷକୁ ୧୨ ଥର ପଥ ଉତ୍ସବ କରିବାକୁ ଲକ୍ଷ୍ୟ ରଖିଛି ନଗର ଉନ୍ନୟନ ବିଭାଗ । ପଥ ଉତ୍ସବରେ ଲୋକଙ୍କ ଉତ୍ସାହ ଓ ଭିଡ଼କୁ ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ରବିବାର ଦ୍ୱିତୀୟ ପଥ ଉତ୍ସବରେ ହଜାର ହଜାର ଲୋକଙ୍କ ଭିଡ଼…
Read More...

ମହାକୁମ୍ଭ ମେଳା ପାଇଁ ଚାଲିଲା ୪ଟି ଅତ୍ୟାଧୁନିକ ବସ୍ : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହାକୁମ୍ଭ ମେଳା ଅବସରରେ ଓଡିଶାର 4ଟି ସ୍ଥାନରୁ ଶ୍ରଦ୍ଧାଳୁମାନଙ୍କ ପାଇଁ 4ଟି ଅତ୍ୟାଧୁନିକ ବସ୍ ସେବାର ଶୁଭାରମ୍ଭ କରିଛନ୍ତି । ଓଡିଶା ରାଜ୍ୟ ପରିବହନ ନିଗମର ଏହି 4ଟି ଅତ୍ୟାଧୁନିକ ପ୍ରିମିୟମ ବସ୍, ପୁରୀ, ସମ୍ବଲପୁର, ଭବାନୀପାଟଣା…
Read More...

୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ କୁହୁଡି ସମ୍ଭାବନା

ଭୁବନେଶ୍ୱର : ରାଜ୍ୟରେ କୁହୁଡି ଯୋଗୁଁ ଯାତାୟତ କଷ୍ଟକର ହୋଇପଡିଛି । ୧୪ ତାରିଖ ଯାଏଁ ୧୦ ଜିଲ୍ଲାରେ କୁହୁଡି ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । । ଜିଲ୍ଲାଗୁଡିକ ହେଲା – ଝାରସୁଗୁଡା, ପୁରୀ, ସମ୍ବଲପୁର, କଳାହାଣ୍ଡି, ଯାଜପୁର, ଭଦ୍ରକ, ଗଞ୍ଜାମ, ଜଗତସିଂହପୁର…
Read More...

ବିଧାନସଭାରେ କାହିଁକି ନିଜ ବାପାଙ୍କ ହତ୍ୟାକୁ ନେଇ ପ୍ରଶ୍ନ କରିନଥିଲେ ଦୀପାଳି :  ବାବୁ ସିଂ

ଭୁବନେଶ୍ୱର:  ଦୀପାଳିଙ୍କୁ  ବିଜେପିର ପ୍ରଶ୍ନ। 2 ବର୍ଷ ତଳେ ଓଡିଶାରେ କାହାର ସରକାର ଥିଲେ, କିଏ ପୋଲିସ ଲଗେଇକି ହତ୍ୟା କରିଥିଲା ନବ ଦାସଙ୍କୁ। ଉପନିର୍ବାଚନରେ ଜିତିବା ପରେ ମଧ୍ୟ ବିଧାନସଭାରେ ଦୀପାଳି ଗୋଟିଏ ଦିନ କାହିଁକି ନିଜ ବାପାଙ୍କ ହତ୍ୟାକୁ ନେଇ ପ୍ରଶ୍ନ କରିନଥିଲେ। ନବ ଦାସଙ୍କ…
Read More...

୧୨ ତାରିଖ ପର୍ୟ୍ୟନ୍ତ ଜାରି ରହିବ ପୁଷ୍ପ ପଦର୍ଶନୀ: ଜଙ୍ଗଲ ପରିବେଶ ମନ୍ତ୍ରୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ ଆଜି ସରିବ ନାହିଁ । ରାଜ୍ୟ ସରକାରଏହି ପଦର୍ଶନୀକୁ ଆହୁରି ଗୋଟିଏ ଦିନ ବଢାଇଛନ୍ତି। ଏକାମ୍ର କାନନରେ ଆୟୋଜିତ ବାର୍ଷିକ ପୁଷ୍ପ ପଦର୍ଶନୀ ଆସନ୍ତା ୧୨ ତାରିଖ…
Read More...