Browsing Tag

Bhubaneswar

ଭୁବନେଶ୍ୱରରେ ପହଂଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର:  ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଂଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପହଁଚିଲେ ।  ବିମାନ ବନ୍ଦରରୁ ସିଧା ଯିବେ ରାଜଭବନ । ସେଠାରେ ରାତ୍ର ଯାପନ କରିବେ । ଆସନ୍ତାକାଲି ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ…
Read More...

ପ୍ରେସ ମିଟ କରି ହତ୍ୟା କାଣ୍ଡର ଖୁଲାସା କଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର :   ଭୁବନେଶ୍ୱର  ସହଦେବ ନାୟକଙ୍କ ହତ୍ୟା ମାମଲାରେ ଭୁବନେଶ୍ୱର ଡିସିପି ପ୍ରେସମିଟରେ ଦେଇଛନ୍ତି  ଅନେକ ସୂଚନା । କହିଛନ୍ତି , ମାଷ୍ଟର ମାଇଣ୍ଡ ଙ୍କ ସହ 5 ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ  ମାମଲା ର ମୁଖ୍ୟ ଅଭିଯୁକ୍ତ ଲଷ୍ମୀଧର ନାୟକ।ହତ୍ୟାକାଣ୍ଡରେ ସହଯୋଗ କରିଥିଲା ରକି…
Read More...

ସାଧାରଣ ଲୋକଙ୍କ ପାଇଁ ଆସନ୍ତା ୧୩ ତାରିଖରୁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ବର: ସାଧାରଣ ଲୋକଙ୍କ ପାଇଁ ଆସନ୍ତା ୧୩ ତାରିଖରୁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ମାଗଣାରେ ରାଜଭବନ ଉଦ୍ୟାନ…
Read More...

ଆଜି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର : ଆଜି ଓଡିଶା ଆସିବେ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ । ପ୍ରବାସୀ ଭାରତୀୟ ଦିବସରେ  ସାମିଲ ହେବା ପାଇଁ   ଆଦି ଅପରାହ୍ଣରେ  ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବେ  । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର  …
Read More...

ମହାକୁମ୍ଭ ମେଳା ପାଇଁ ଓଡିଶାରୁ ଯିବ  ୮ଟି ବସ

ନୂଆଦିଲ୍ଲୀ : ମହାକୁମ୍ଭ ମେଳା ପାଇଁ  ପ୍ରଥମ ପଯ୍ୟାୟରେ ଓଡିଶାରୁ ଯିବ  ୮ଟି ବସ ।  ସୂଚନା ଦେଲେ ଓଏସଆରଟିସି ଅତିରିକ୍ତ  ସଚିବ  ଲକ୍ଷ୍‌ମୀକାନ୍ତ  ସେଠୀ । ୧୨ ତାରିଖରେ ପ୍ରଥମ ପଯ୍ୟାୟରେ  ଯିବ ୮ଟି ବସ । ଆବଶ୍ୟକ ହେଲେ ଅଧିକ ବସ ଚାଲିବା ବ୍ୟବସ୍ଥା ହେବ । ପ୍ରତି ଯାତ୍ରୀଙ୍କୁ  ୫ ହଜାରରୁ…
Read More...

ରିମାଣ୍ଡରେ ଗଲେ ହାଇପ୍ରୋଫାଇଲ ଠକ ଦମ୍ପତି ହଂସିତା ଅଭିଲିପ୍ସା ଏବଂ ଅନିଲ

ଭୁବନେଶ୍ୱର : ରିମାଣ୍ଡରେ ଗଲେ ହାଇପ୍ରୋଫାଇଲ ଠକ ଦମ୍ପତି ହଂସିତା  ଅଭିଲିପ୍ସା ଏବଂ ଅନିଲ ମହାନ୍ତି । ରିମାଣ୍ଡରେ ଯୁବାବେଳେ କାନ୍ଦିଲେ ହଂସିତା । କହିଲେ ମୋତେ ଫସାଇ ଦିଆଯାଇଛି । କିଛି ଏଭଳି କହି କାନ୍ଦିଲେ ହଂସିତା । ରିମାଣ୍ଡରେ ନେବା ପୂaðରୁ ଦୁହିଁଙ୍କର ସ୍ୱାସ୍ଥ୍ୟ ଯାଞ୍ଚ  କରାଯାଇଛି ।…
Read More...

ପ୍ରବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା…

ଭୁବନେଶ୍ୱର:   ଆଜିର ଭାରତ ବିକାଶ ଏବଂ ବିରାସତର ମନ୍ତ୍ର ନେଇ ଆଗକୁ ବଢୁଛି | 1947ରେ ଭାରତ ସ୍ଵାଧିନତାରେ ପ୍ରବାସୀଙ୍କ ବଡ଼ ଅବଦାନ ଥିଲା |  ସେମାନେ ବିଦେଶରେ ରହି ଅନେକ ସହଯୋଗ କରିଥିଲେ | 2047 ସୁଦ୍ଧା ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଲକ୍ଷ୍ୟ ରହିଛି | ପ୍ରବାସୀ ମାନେ ଅନ୍ୟ ଦେଶ…
Read More...

 ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲା ସ୍ତରୀୟ ସ୍କୁଆଡ଼

ଭୁବନେଶ୍ୱର:  ଯୁକ୍ତ ଦୁଇ ପରୀକ୍ଷାରେ କପି ରୋକିବାକୁ ଗଠନ ହେବ ଜିଲ୍ଲା ସ୍ତରୀୟ ସ୍କୁଆଡ଼ | କାରଣ ବିଭିନ୍ନ ଜିଲ୍ଲାରେ ପୂର୍ବରୁ ସ୍କୁଆଡ଼ ପହଂଚି ପାରୁ ନଥିଲେ | ରାଜ୍ୟସ୍ତରୀୟ ସ୍କୁଆଡ଼ ଗଠନ ହେଉଥିଲା | ଗତ ବର୍ଷ ପରୀକ୍ଷା ମୂଳକ ଭାବେ ମାଲକାନଗିରି, କୋରାପୁଟ, ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ…
Read More...

ପ୍ରବାସୀ ଭାରତୀୟଙ୍କୁ ସମ୍ୱୋଧନ କରୁଛନ୍ତ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ  ସାମିଲ ହେଲେ ମୋଦି । ମଞ୍ଚରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ରାଜ୍ୟପାଳ , ମୁଖ୍ୟମନ୍ତ୍ରୀ । ପ୍ରବାସୀ ଭାରତୀୟ ଏକ୍ସପ୍ରେସ  ଜନତା ମଇଦାନରୁ ଭିସିରେ ଶୁଭାରମ୍ଭ କଲେ ମୋଦି  ।  ଏଥିସହ ୫ଟି ପ୍ରଦର୍ଶନୀକୁ ଉଦଘାଟନ କରିବେ ଓ ଷ୍ଟଲ ବୁଲିବେ…
Read More...

କୋଟପାଡର ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର ;କୋଟପାଡର ପୂର୍ବତନ ବିଧାୟକ ସଦନ ନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ସ୍ୱର୍ଗତ ନାୟକ ଜଣେ ଦକ୍ଷ ସଂଗଠକ, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ କୋରାପୁଟ…
Read More...