Browsing Tag

Andhra Pradesh

ଶ୍ରୀକାକୁଲମ ଦଳାଚକଟା, ଜଣେ ଓଡ଼ିଆ ଯୁବତୀ ମୃତ

ଅମରାବତୀ: ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଦଳାଚକଟାରେ ଓଡ଼ିଆ ଯୁବତୀ ମୃତ । ମୃତକ ଯୁବତୀ ହେଲେ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ ଗୁଡ଼ିପଦର ବ୍ଲକ୍‌ର । କାଶୀବୁଗା ସ୍ଥିତ ଭେଙ୍କଟେଶ୍ବର ସ୍ବାମୀ ମନ୍ଦିର ବୁଲି ଯାଇଥିଲେ ଯୁବତୀ । ଯୁବତୀଙ୍କ ସହ ଯାଇଥିବା ଆଉ ଜଣେ ମହିଳା ମଧ୍ୟ ଦଳାଚକଟାରେ…
Read More...

ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରିବ ‘ମୋନ୍ଥା’! ଓଡିଶାରେ ପ୍ରବଳ ବର୍ଷା

ଭୁବନେଶ୍ଵର: ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରିବ ‘ମୋନ୍ଥା’! ଭୀଷଣ ବାତ୍ୟା ‘ମୋନ୍ଥା’କୁ ନେଇ ସାମ୍ନାକୁ ଆସିଲା ବଡ଼ ଅପଡେଟ୍ । ଆନ୍ଧ୍ର ମଚ୍ଛଲିପଟ୍ଟନମ୍-କଳିଙ୍ଗପଟନମ୍ ଭିତରେ ଛୁଇଁବ ସ୍ଥଳ ଭାଗ ! ୨୮ ତାରିଖ ସଂଧ୍ୟାରୁ ରାତି ଭିତରେ କରିପାରେ ଲ୍ୟାଣ୍ଡଫଲ୍ । କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁପାରେ ।…
Read More...

ଆନ୍ଧ୍ରପ୍ରଦେଶର ବାପାଟଲାରେ ଥିବା ଗ୍ରାନାଇଟ ଖାଦନରେ ଅଘଟଣ

ବିଜୟୱାଡା:- ଆନ୍ଧ୍ରପ୍ରଦେଶରୁ ସାମ୍ନାକୁ ଆସିଛି ଏକ ବଡ ଅଘଟଣର ଖବର। ଆନ୍ଧ୍ରପ୍ରଦେଶରେ ପଥର ଖଣିରେ ବ୍ଲାଷ୍ଟିଂ ହୋଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ରବିବାର ସକାଳେ ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲାର ବାଲିକୁରାଭା ନିକଟରେ ସତ୍ୟକୃଷ୍ଣ ଗ୍ରାନାଇଟ୍ ଖଣିରେ ପଥରର ଏକ ବଡ଼ ଅଂଶ ଧସି…
Read More...

ଆନ୍ଧ୍ରରେ ନାଇଡୁ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଟିଡିପି ସୁପ୍ରିମୋ

ଅମରାବତୀ : ଆଜିଠୁ ଆନ୍ଧ୍ରପ୍ରଦେଶରେ ଆରମ୍ଭ ହେଲା ଚନ୍ଦ୍ରବାବୁ ନାଇଡୁ ସରକାର । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଶପଥଗ୍ରହଣ ଉତ୍ସବରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା…
Read More...

ତିରୁମାଲା ଘାଟରେ ଚିତାବାଘକୁ ଧରିବାରେ ସଫଳ ବନବିଭାଗ

ଆନ୍ଧ୍ରପ୍ରଦେଶ: ସୋମବାର ସକାଳେ ତିରୁମାଲା ଘାଟରେ କୌଶଳକ୍ରମେ ଜନ୍ତା ପକାଇ ବନବିଭାଗ ଏକ ଚିତାବାଘକୁ ଧରିବାରେ ସଫଳ ହୋଇଛି । ସୋମବାର ଆନ୍ଧ୍ରପ୍ରଦେଶର ତିରୁମାଲା ଘାଟର ସପ୍ତମ ମାଇଲ ନିକଟରେ ବନବିଭାଗ ଅଧିକାରୀମାନେ ଚିତାବାଘକୁ ଫାଶ କରି ଧରିବାରେ ସଫଳ ହୋଇଛନ୍ତି। ଅଗଷ୍ଟ ଆରମ୍ଭରୁ ବନ…
Read More...

ବଢୁଛି ଗୋଦାବରୀ ଜଳସ୍ତର , ଆନ୍ଧ୍ର ଓ ତେଲେଙ୍ଗାନାରେ ଜୀବନ ଅସ୍ତବ୍ୟସ୍ତ

କାଲିମେଳା : ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ଯୋଗୁଁ ଗୋଦାବରୀ ନଦୀର ଜଳସ୍ତର ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଫଳରେ ସୀମାନ୍ତ ମୋଟୁ ଠାରୁ ବିଜୟୱାଡ଼ା କରିଡର ୩୨୬ ନମ୍ବର ଜାତିୟ ରାଜପଥରେ ଯାତାୟତ ବନ୍ଦ ରହିଛି । କୁଇଗୁର ବ୍ରିଜ଼ ଉପରେ ୪ ଫୁଟର ପାଣି ପ୍ରବାହିତ ହେଉଛି ।…
Read More...

ଟମାଟୋ ପାଇଁ ଗଲା ଜୀବନ

ବିଭିନ୍ନ ରାଜ୍ୟରେ ଟମାଟୋ ଦର ବଢ଼ି ଚାଲିଛି । ଯେବେଠାରୁ ଟମାଟୋ ଦର ବଢି ଚାଲିଛି, ସେବେଠାରୁ ଅପରାଧିକ ଘଟଣା ମଧ୍ୟ ବଢିବାରେ ଲାଗିଛି । କାହା କ୍ଷେତରୁ ଲକ୍ଷାଧିକ ଟଙ୍କାର ଟମାଟୋ ଚୋରି ହେଉଛି ତ ଆଉ କେଉଁଠି ମାରପିଟ ଓ ହତ୍ୟା ହେଉଛି । କିଛି ରାଜ୍ୟରେ ଏବେ ଟମାଟୋ କିଲୋ ୨୦୦ ଉପରେ ରହିଛି…
Read More...

ଆନ୍ଧ୍ର ପ୍ରଦେଶରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଫଳରେ ଅନେକ ଟ୍ରେନ୍ ବାତିଲ

ଆନ୍ଧ୍ର ପ୍ରଦେଶର ଥଡି ଏବଂ ଅଙ୍କାପଲେ ମଧ୍ୟରେ ଆଜି ସକାଳେ ଏକ ମାଲ୍ବାହୀ ଗାଡ଼ି ଲାଇନ୍ଚ୍ୟୁତ ହୋଇଯାଇଛି । ବୁଧବାର ସକାଳେ ଏକ ମାଲ୍ବାହୀ ଗାଡ଼ି ରେଳଧାରଣାରୁ ଖସି ଯାଇଥିବା ନେଇ ଦକ୍ଷିଣ-ମଧ୍ୟ ରେଲୱେର ସିପିଆରଓ ସୂଚନା ଦେଇଛନ୍ତି । ଏଥିରେ କୌଣସି ଧନଜୀବନ ହାନି ହୋଇଥିବା ନେଇ ଏପର୍ଯ୍ୟନ୍ତ ଖବର…
Read More...

ଓଲଟିଲା ବିୟର ବୋଝେଇ ଟ୍ରକ୍

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ଏକ ରୋଚକ ଘଟଣା ଘଟିଛି । ରାଜପଥରେ ବିୟର ଲୁଟ୍ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଭଳି ଘଟଣାଟି ଘଟିଛି ଆନ୍ଧ୍ରପ୍ରଦେଶର ଅନକାପଲ୍ଲୀରେ । ଘଟଣା ଅନୁସାରେ, ଜାତୀୟ ରାଜପଥରେ ଯାଉଥିବାବେଳେ ବିୟର ବୋଝେଇ ଏକ ଟ୍ରକ୍ ଓଲଟି ପଡ଼ିଥିଲା ।…
Read More...

ମୋଦିଙ୍କ ହେଲିକେପ୍ଟର ଉପରକୁ କଳା ବେଲୁନ ଛାଡିଲେ କଂଗ୍ରେସ କର୍ମୀ

ବିଜୟୱାଡା: ଆନ୍ଧ୍ର ପ୍ରଦେଶର ବିଜୟୱାଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକେପ୍ଟର ଉପରକୁ କଳା ବେଲୁନ ଛାଡି ୪ ଜଣ କଂଗ୍ରେସ କର୍ମୀ ଗିରଫ ହୋଇଛନ୍ତି। ତେବେ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଅବସରରେ କଳାବେଲୁନ ଉଠାଇ ପ୍ରତିବାଦ କରିଥିଲେ। ତେବେ…
Read More...