ସୁବର୍ଣ୍ଣପୁର ଜିଲ୍ଲାରେ ମୁଁ ହିରୋ ମୋ ଓଡିଶା ର ରଥ ଉଦଘାଟନ

(ଓମ୍ ପ୍ରକାଶ ମିଶ୍ର) : ମୁଁ ହିରୋ ମୋ ଓଡିଶା, ଏକ ଯୁବ ବାହୀନି ଜନ ସଚେତନତା ଅଭିଯାନ ରଥ ଛଅ ଟି ବ୍ଳକ ରେ ବୁଲିବା ପାଇଁ ଶୁଭାରମ୍ଭ କରିଛନ୍ତି ସୋନପୁର ବିଧାୟକ ତଥା ମାନ୍ୟବର ଗୄହ ନିର୍ମାଣ ,ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ,ଜିଲ୍ଲାପାଳ ମଧୂସୁଦନ ମିଶ୍ର। ଏହି ଉଦଘାଟନ ରେ ସୋନପୁର ର ହିରୋ କ୍ରିଡା କ୍ଷେତ୍ରରେ ଏହସାସ୍ ହୋତା, ସୋସିଆଲ ସର୍ଭିସ୍ ରେ ରମାକାନ୍ତ କମ୍ନି ,ସଂକୄତିରେ ଶୁରେଷ ରଥ , କଳା କ୍ଷେତ୍ରରେ ପ୍ରଭାସ ମେହେର ଓ କ୍ରିଡା କ୍ଷେତ୍ରରେ ହିରୋଇନ ସୁଭକାନ୍ତି ବରିହା ଙ୍କୁ ଶ୍ରେଷ୍ଠ ପୁରସ୍କାର ବଣ୍ଟନ କରାଯାଇଥିଲା।