ଆଳି ଅଞ୍ଚଳରେ ବୁଲୁଛି ହେଟା

ଗୋବିନ୍ଦପୁର: ଆଳି ଧୋୟାଞ୍ଚଳର କେତୁଆପାଳ ପାଳିମୀ ରାସ୍ତାର ଏରଡଙ୍ଗ ଗ୍ରାମ ନିକଟରେ ଏକ ହେଟା ବାଘ ଦେଖିବାକୁ ମିଳିଥିଲା । ଏହି ହେଟା ବାଘଟି ରାସ୍ତା ଅତିକ୍ରମ କରୁଥିଲା । ତେବେ ଏହି ହେଟାବାଘ କେଉଁଠୁ ଆସିଲା ତାହା ଜଣାପଡିନଥିବା ବେଳେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।