ଟେଷ୍ଟ ଅନୁସାରେ କମ ରୋଗୀ ଚିହ୍ନଟ ହେଉଛନ୍ତି

କୋଭିଡ ଆକ୍ରାନ୍ତଙ୍କ  ସଂଖ୍ୟା ୧୫ । ଗତକାଲି ୧୨ ଜଣ ଥିଲେ ରାତି ଭିତରେ ୩ ଜଣ ଆସିଛନ୍ତି। ଟେଷ୍ଟ ଅନୁସାରେ କମ ରୋଗୀ ଚିହ୍ନଟ ହେଉଛନ୍ତି।ଓଡ଼ିଶାକୁ ପର୍ଯ୍ୟାପ୍ତ ପରିମାଣର କିଟ ଆସିଛି।ସ୍ବାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଛି। ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସେତେ ସଂକ୍ରମଣ ନାହିଁ।ଆସନ୍ତାକାଲି କିମ୍ବା  ଦୁଇ ଦିନ ଭିତରେ ରଥଯାତ୍ରାକୁ ନେଇ ରିଭିୟୁ ହେବ। ଗହଳି ଭିତରକୁ ନ ଯିବାକୁ , ମାସ୍କ ସହ ହାତ ଧୋଇବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ।