ସମ୍ବାଦ ବ୍ୟାଙ୍କ ଲୋନ୍ ଫ୍ରଡ ମାମଲା କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ EOW

ଭୁବନେଶ୍ୱର : ସମ୍ବାଦ ବ୍ୟାଙ୍କ ଲୋନ୍ ଫ୍ରଡ ମାମଲା କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ EOW | ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗୋଟିଏ ଟିମ୍ କର୍ମଚାରୀ ରାଜ୍ୟ ବୀମା ଯୋଜନା ନିର୍ଦ୍ଦେଶାଳୟରେ ଛାନବିନ ଜାରି |

ଅଭିଯୋଗକାରୀ ESI ଛନଭିନ କଲା EOW । ର୍ମଚାରୀ ରାଜ୍ୟ ବୀମାଯୋଜନା ନିର୍ଦ୍ଦେଶାଳୟକୁ ଯାଇ ତଥ୍ୟ ସଂଗ୍ରହ କଲା | ଅଭିଯୋଗ କାରି ପୂର୍ବତନ କର୍ମଚାରୀଙ୍କ ବାବଦକୁ ESI ନେଇ ଖୋଳତାଡ କରାଯାଉଥିବା ସୂଚନା |