ଆପରେ ଯୋଗ ଦେଇପାରନ୍ତି ନବଜତ ସିଦ୍ଧୁ

0

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ପଞ୍ଜାବରେ ଆଗାମୀ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ମଧ୍ୟରେ ଥମୁନାହିଁ ସିନ୍ଧୁ ଓ ଅମରିନ୍ଦର ସିଂ ଭିତରେ ଲାଗିରହିଥିବା ଦ୍ୱନ୍ଦ । ମଙ୍ଗଳବାର ଦିନ ସିଦ୍ଧୁ କହିଛନ୍ତି କି ଆମର ବିରୋଧୀ ଆପ୍ ସର୍ବଦା ମୋର ଦୃଷ୍ଟିକୋଣକୁ ସ୍ୱୀକୃତି ଦେଇଛି । ୨୦୧୭ ପୂର୍ବରୁ ବିଡିବି, ଡ୍ରଗ୍ସ, କୃଷକ ସମସ୍ୟା, ଭ୍ରଷ୍ଟାଚାର, ଓ ବିଜୁଳି ସଂକଟ ଯେଭଳି ଥିଲା ଆଜି ବି ସେଭଳି ରହିଛି । ହେଲେ ପଞ୍ଜାବର ଲୋକ ଜାଣିଛନ୍ତି କି ପଞ୍ଜାବ ପାଇଁ କିଏ ଲଢୁଛି ବୋଲି ସିଦ୍ଧୁ ତାଙ୍କ ବୟାନରେ କହିଛନ୍ତି ।
ଗତକିଛି ଦିନ ହେବ ସିଦ୍ଧୁ ଙ୍କ ମଧ୍ୟରେ କଳହ ଲାଗିଛହିଛି । ଏଥିନେଇ କିଛି ଦିନ ତଳେ ସିଦ୍ଧୁ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଭେଟି ଥିଲେ । ବତ୍ତରମାନ ଏହାର ସମାଧାନ ପାଇଁ କଂଗ୍ରେସ ପକ୍ଷରୁ ୩ ଜଣିଆ କମିଟି ଗଠନ କରାଯାଇଛି । ସିଦ୍ଧୁଙ୍କ ବୟାନ ଅନୁଯାୟୀ ସେ ଆପରେ ଯୋଗ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।