ରାସ୍ତା କଡରେ ପଡିଛି ଘନଶ୍ୟାମଙ୍କ ଶରୀର

ବ୍ରହ୍ମଗିରି ଓ ଖଜୁରୀଆ ରାସ୍ତା ଗୁଞ୍ଜର ଠାରେ ରାସ୍ତା କଡ଼ରେ ପଡ଼ି ରହିଛି ବୃଦ୍ଧଙ୍କ ଶବ। ବୃଦ୍ଧ ଜଣ ହେଲେ ପାଟଣା ଗ୍ରାମର ଘନଶ୍ୟାମ ବାରିକ ।  ବିଲରେ କାମ କରୁଥିବା ବେଳେ ମୃତ୍ୟୁର ସୂଚନା ତେବେ କେଉଁ ପରିସ୍ଥିତିରେ ଘଟିଛି ମୃତ୍ୟୁ ଏବଂ କିଏ ଆଣି ରାସ୍ତା କଡ଼ରେ ରଖିଲା ଶବ କୌଣସି ପ୍ରତିକ୍ରିୟା ମିଳି ପାରୁନି। ବ୍ରହ୍ମଗିରି ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ନଥିବା ସୂଚନା।