ମାଲକାନଗିରି : ପୁରା ରାଜ୍ୟ ତଥା ଦେଶରେ ଭିନ୍ନ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି କରାଯାଇଥିଲା। ଏହା ଭିତରେ ଅନୁଖା ଚିତ୍ର ସାମ୍ମନାକୁ ଆସିଥିଲା ମାଲକାନଗିରିରେ । ଯେଉଁଠହିଲେ ଦେଖିବାକୁ ମିଳିଥିଲା ଈଶ୍ୱର, ଆଲ୍ଲା, ଯୁଶୁ ।ସବ୍ କା ମାଲିକ ଏକ୍।
ଏଭଳି କିଛି ଥିମ୍ରେ ଗୋଟିଏ ମଣ୍ଡପରେ ତିନୋଟି ବେଶରେ ପୂଜା ପାଉଛନ୍ତି ବିଘ୍ନହର୍ତ୍ତା। । ଏହାକୁ ନେଇ ଉଠିଛି ବିବାଦ। ଲୋକ ମାନେ ପ୍ରତିରୋଧ କରିବା ସହ ମାମଲା ଏବେ ଥାନାରେ ପହଞ୍ଚିଛି। ତେବେ ଏ ନେଇ କଣ କାଯ୍ୟନୁଷ୍ଠାନ ନିଆଯିବ ତାହା ଦେଖିବାକୁ ବାକିରହିଲା ।