ବିଧାନସଭା ରେ ସାମ୍ବାଦିକଙ୍କୁ ମୋବାଇଲ ମନା । ବିଧାନସଭା ପ୍ରେସ ଗ୍ୟାଲେରୀ କୁ ସାମ୍ବାଦିକ ଙ୍କୁ ମୋବାଇଲ ମନା । ବିଧାନସଭା ପ୍ରେସ ଗ୍ୟାଲେରୀ କୁ ମୋବାଇଲ ନେଇ ଯାଇ ପାରିବେ ନାହିଁ ସାମ୍ବାଦିକ । ଆଜି ପାଇଁ ସାମ୍ବାଦିକ ଙ୍କୁ ମୋବାଇଲ ମନା । ବିଧାନସଭାରେ ହାତାହାତି ସାମ୍ବାଦିକଙ୍କ କଣ ଭୁଲ୍ ? ବିଧାନସଭା ପ୍ରେସ୍ ଗ୍ୟାଲେରୀକୁ ସାମ୍ବାଦିକଙ୍କୁ ମୋବାଇଲ୍ ମନା । ଗତକାଲି ଘଟଣା ଯୋଗୁଁ ବାରଣ ହୋଇଥିବା ସନ୍ଦେହ । ପ୍ରଶ୍ନକାଳ ବର୍ଜନ କଲେ ସାମ୍ବାଦିକ ।