ଧାମନଗର ଉପର୍ନିବାଚନ:ଆସିଲା ଷଷ୍ଠ ରାଉଣ୍ଡ ଫଳାଫଳ

ଧାମନଗର: ତ୍ରୀସ୍ତରୀୟ ସୁରକ୍ଷାରେ ଚାଲିଛି ଭୋଟଗଣତି । ବିର୍ତ୍ତମାନ ଭୋଟଗଣତି ଷଷ୍ଠ ପର୍ଯ୍ୟାୟରେ ପହଞ୍ଚିଛି । ଷଷ୍ଠ ପର୍ଯ୍ୟାୟରେ ବିଜେଡି ୩ ହଜାର ୮୪୫ ଖଣ୍ଡ ଭୋଟ ପାଇଥିବା ବେଳେ, ବିଜେପି ୪ ହଜାର ୬୬୫ ଖଣ୍ଡ ଭୋଟ , କଂଗ୍ରେସ ୨୮୮ ଖଣ୍ଡ ଏବଂ ସ୍ୱାଧୀନ ପ୍ରାଥୀ ୧୪ ଶହ ୬୯ ଖଣ୍ଡ ଭୋଟ, ଏବଂ ପବିତ୍ର ମୋହନ ଦାସ ୩୩ ଖଣ୍ଡ ଭୋଟ,ଏବଂ ୫୮ ଖଣ୍ଡ ପାଇଛନ୍ତି ।

ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେପି ୮ ଶହ ୨୯ ଖଣ୍ଡ ଆଗୁଆ ରହିଛି । ଧାମନଗର ମାଟି ରେ ଫୁଟି ଚାଲିଛି ପଦ୍ମ । ଧାମନଗର ରେ ଧାଉଁଛି ବିଜେପି,ପଛରେ ବିଜେଡି ଆଗରେ ବିଜେପି । ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ ।