ମେଟ୍ରୋରେ ଦମ୍ପତିଙ୍କ ରୋମାନ୍ସ,, ଦୃଢ କାର୍ଯ୍ୟାନଷ୍ଠାନ ପାଇଁ ଲୋକଙ୍କ ଦାବି

0

ଦିଲ୍ଲୀ: ଦିଲ୍ଲୀ ମେଟ୍ରୋର ପୁଣି ଏକ ଅଶ୍ଳିଳ ଭିଡିଓ ଭାଇରାଲ ହେବାକୁ ଲାଗିଛି । ମେଟ୍ରୋ ଭିତରେ ଲଜ୍ଜାସରମ ଭୁଲି ଲୋକଙ୍କ ସାମ୍ନାରେ ରୋମାନ୍ସ କରୁଥିବାର ନଜରକୁ ଆସିଛନ୍ତି ଦମ୍ପତିା ମେଟ୍ରୋରେ ଏମିତି ଏକ ଅଶ୍ଲିଳକାଣ୍ଡକୁ ଭିଡିଓ ରେକର୍ଡ କରି ଭାଇରାଲ କଲେ ଟ୍ରେନରେ ବସିଥିବା ଏକ ବ୍ୟକ୍ତି । ଏହାର ଭିଡିଓ ଭାଇରାଲ ହେବାପରେ ଲୋକଙ୍କ ତିବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହା ଉପରେ ଦୃଢ କାର୍ଯ୍ୟାନିଷ୍ଠାନ ପାଇଁ ଦାବି କରାଯାଇଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ମେଟ୍ରୋ ଟ୍ରେନରେ ଦମ୍ପତି ପରସ୍ପରକୁ ଆଲିଙ୍ଗନ କରି ଅଶ୍ଳିଳକାର୍ଯ୍ୟ କରୁଥିବାର ନଜର ଆସିଛନ୍ତି । ଟ୍ରେନରେ ଲୋକଥିବା ସ୍ୱତେ ସେମାନଙ୍କୁ କିଛି ଫରକ ପଡୁନଥଲା କିଛି ସଙ୍କୋଚ ମଧ୍ୟ ନଥିଲା ।ଏହିପରି ଦୁଇଜଣ ଅଶ୍ଳିଳ ହୋଇଯାଇଥିଲେ ଏହା ଦେଖି ଟ୍ରେନର ଅନ୍ୟ ଲୋକ ଲଜ୍ଜାପ୍ରକାଶ କରିଛନ୍ତି ।

ଏହାକୁ ଜଣେ ସମାଜସେବୀ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।ଆଉ ଲେଖିଛନ୍ତି, ଦିଲ୍ଲୀ ମେଟ୍ରୋରେ ଦିନକୁ ଦିନ ଏହି ଅଶ୍ଳିଳତା ବଢିବାରେ ଲାଗିଛି । ଏହା ଉପରେ ବିଚାର କରିବା ଜରୁରୀ ।ଏହି ଭିଡିଓକୁୃ ଦେଖି ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।