Browsing Category

ବିଶ୍ୱ

HIV/AIDS ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଶ୍ୱ ଏଡସ୍ ଦିବସ

ପ୍ରତିବର୍ଷ ଡିସେମ୍ବର 1 ତାରିଖରେ HIV/AIDS ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହି ଭାଇରସ ସହିତ ବଞ୍ଚୁଥିବା ଲୋକଙ୍କୁ ସମର୍ଥନ କରିବା ପାଇଁ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଏ। ଏହି ଦିନ ଏହି ରୋଗରେ ପ୍ରାଣ ହରାଇଥିବା ଲୋକମାନଙ୍କୁ ମନେ ପକାଇବାର ସୁଯୋଗ ମଧ୍ୟ ଦିଏ। ବିଶ୍ୱ ଏଡସ୍ ଦିବସ…
Read More...

ଭେନେଜୁଏଲା ଉପରେ ଆକ୍ରମଣ କରିପାରନ୍ତି ଟ୍ରମ୍ପ!

ଭେନେଜୁଏଲା ଉପରେ ଆକ୍ରମଣ କରିପାରନ୍ତି ଟ୍ରମ୍ପ । ଭେନେଜୁଆଲା ଉପରେ ଓ ଏହାର ଚାରିପାଖରେ ଥିବା ଆକାଶ ପଥ ସଂପୂର୍ଣ୍ଣ ଭାବେ ବନ୍ଦ ବୋଲି ଧରିନିଅନ୍ତୁ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସମସ୍ତ ବିମାନ କମ୍ପାନୀ, ପାଇଲଟ, ନିଶା କାରବାରୀ ଓ ମାନବ ଚାଲାଣକାରୀଙ୍କୁ…
Read More...

ବଙ୍ଗୋପସାଗରରେ ବାତ୍ୟା, ଏଠାରେ କଲା ଲ୍ୟାଣ୍ଡଫଲ, ଶ୍ରୀଲଙ୍କା ପରେ ଏବେ ଭାରତ ମୁହାଁ ଭୟଙ୍କର ଘୂର୍ଣ୍ଣିଝଡ଼

ଭୁବନେଶ୍ଵର: ବଙ୍ଗୋପସାଗରରେ ପୁଣି ବାତ୍ୟା । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେଲା ବାତ୍ୟା ' ଡ଼ିଟୱା ' I ତୀବ୍ର ଅବପାତ ଘନୀଭୂତ ହୋଇ ବାତ୍ୟା 'ଡ଼ିଟୱା'ରେ ପରିଣତ ହୋଇଛି । ୩୦ ନଭେମ୍ବର ସନ୍ଧ୍ୟା କିମ୍ବା ରାତିରେ ଚେନ୍ନାଇ ନିକଟବର୍ତ୍ତୀ ହେବା…
Read More...

କେମିତି ଅଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ, ମୃତ୍ୟୁ ଗୁଜବ ଭିତରେ ମୁହଁ ଖୋଲିଲେ ପୁଅ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିବା ଖବର ସାରା ବିଶ୍ୱରେ ଚହଳ ପକାଇଛି । ବୁଧବାର ସେ ଜେଲରେ ପ୍ରାଣ ହରାଇଥିବା ଖବର ଆସିଥିଲା । ଏବେ ଜେଲ କର୍ତ୍ତୃପକ୍ଷ ଏ ଖବରକୁ ମିଛ କହିବା ସହ ଖାରଜ କରିଛନ୍ତି । ପାକିସ୍ତାନ ତେହରିକ୍ ପାର୍ଟି ତଥା…
Read More...

ପୁଣି ବିବାଦ; ନେପାଳୀ ଟଙ୍କାରେ ୩ ଭାରତୀୟ ଭୂଖଣ୍ଡ

ନୂଆଦିଲ୍ଲୀ: ବିବାଦ ଘେରରେ ନେପାଳୀ ଟଙ୍କା । ନେପାଳୀ ଟଙ୍କାରେ ଦର୍ଶାଯାଇଛି ୩ ଭାରତୀୟ ଭୂଖଣ୍ଡ । ଭାରତୀୟ ଭୂଖଣ୍ଡ କଳାପାଣି, ଲିପୁଲେଖ୍‌, ଲିମ୍ପିଆଧୂରା ସ୍ଥାନିତ । ନେପାଳ ରାଷ୍ଟ୍ର ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ନୂଆ ୧୦୦ ଟଙ୍କିଆ ନୋଟ୍‌ରେ ସ୍ଥାନିତ । ନେପାଳ ସରକାରଙ୍କ ନିର୍ଦ୍ଦେଶରେ ଏହା…
Read More...

ଦୁର୍ନୀତି ମାମଲା: ହସିନାଙ୍କୁ ୨୧ ବର୍ଷ ଜେଲ୍

Shaikh Hasina: ଦୁର୍ନୀତି ମାମଲାରେ ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ୨୧ ବର୍ଷ ଜେଲ ଦଣ୍ଡ । ଏକ ପ୍ରକଳ୍ପରେ ଦୁର୍ନୀତି ନେଇ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ବାଂଲାଦେଶର ଦୁର୍ନୀତି ନିବାରଣ କମିଶନ (ଏସିସି) ଢାକାର ପୂର୍ବାଚଲ ଅଞ୍ଚଳରେ ସରକାରୀ ଜମିକୁ ବେଆଇନ…
Read More...

ପୁଣି ପାକିସ୍ତାନ ପୋତିଲା ଯୁଦ୍ଧର ମୁଳଦୁଆ, ଆଫଗାନ ଉପରେ କଲା ଘାତକ ଆକ୍ରମଣ

ନୂଆଦିଲ୍ଲୀ: ପୁଣି ପାକିସ୍ତାନ ପୋତିଲା ଯୁଦ୍ଧର ମୁଳଦୁଆ । ଗତକାଲି ପାକିସ୍ତାନର ଖାଇବର ପଖତୁନଖ୍ୱାର ପେଶାୱରରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଏହାର ଜବାବରେ, ପାକିସ୍ତାନୀ ସେନା ଆଫଗାନିସ୍ତାନରେ ଏକ ବଡ଼ ଆକ୍ରମଣ କରିଛି । ଏଥର, ପାକିସ୍ତାନୀ ସେନା ଆଫଗାନିସ୍ତାନ ଆବାସିକ ଅଞ୍ଚଳକୁ…
Read More...

ମୃତ୍ୟୁଦଣ୍ଡ ଘୋଷଣା ପରେ କଣ ହାସିନାଙ୍କୁ ଫେରାଇବ ଭାରତ, କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ : ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶର ଇଣ୍ଟରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ (ଆଇସିଟି) ଗତ ବର୍ଷ ଛାତ୍ର ଆନ୍ଦୋଳନ ବେଳେ ହୋଇଥିବା ହିଂସା ଓ ମୃତ୍ୟୁ ନେଇ ମାନବତା ବିରୋଧରେ ଅପରାଧରେ ଦୋଷୀ କରାଯାଇଛି ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି। ଏହି…
Read More...

ତୀବ୍ର ବେଗରେ ବଢୁଛି ହିଂସା

ତୀବ୍ର ହେଉଛି ହିଂସା । ପୁଣି ଅଶାନ୍ତ ହେଲାଣି ବାଂଲାଦେଶ। ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବା ପରେ, ଏବେ ଏହି ହିଂସାର ନିଆଁ ଆହୁରି ତେଜିଛି । ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ଆନ୍ଦୋଳନ ଏବଂ ପ୍ରତିବାଦର ସ୍ବର । ବର୍ତ୍ତମାନ ମୁହାଁମୁହିଁ ହୋଇଛନ୍ତି  ଆୱାମୀ ଲିଗ ସମର୍ଥକ ଏବଂ  …
Read More...

ଟ୍ରମ୍ପଙ୍କ ଧମକ, ରୁଷ ସହ ବ୍ୟବସାୟ କଲେ ମିଳିବ କଠୋର ଦଣ୍ଡ

ଆମେରିକା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇ କହିଛନ୍ତି ଯେ, ରୁଷ ସହିତ ବାଣିଜ୍ୟ କରୁଥିବା ଯେକୌଣସି ଦେଶ ଏଣିକି ଅତ୍ୟନ୍ତ କଠୋର ପ୍ରତିବନ୍ଧକର ସମ୍ମୁଖୀନ ହେବ। ଟ୍ରମ୍ପ କହିଛନ୍ତି ଯେ ତାଙ୍କ ପ୍ରଶାସନ ଏବଂ ରିପବ୍ଲିକାନ ସାଂସଦମାନେ ମସ୍କୋକୁ ଟାର୍ଗେଟ କରି କଠୋର ଆଇନ…
Read More...