Browsing Category
ପାଣିପାଗ
ରାଜ୍ୟରେ ଧୀରେ ଧୀରେ ଲେଉଟାଣି ଫେରୁଛି ଶୀତ
ଭୁବନେଶ୍ୱର: ରାଜ୍ୟକୁ ଫେରିବ ଶୀତ । ଲଘୁଚାପ ଜନିତ ବର୍ଷା ପାଇଁ ରାଜ୍ୟରୁ ଦୂରେଇ ଥିଲା ଥଣ୍ଡା । ଏବେ ଧୀରେ ଧୀରେ ଶୀତ ଲେଉଟାଣି ହେଉଛି । କିଛି ଦିନର ବ୍ୟବଧାନ ପରେ ପୁଣି ରାଜ୍ୟରେ ତାପମାତ୍ରା ହ୍ରାସ ହେବାରେ ଲାଗିଛି । ଯାହାର ପରିଣାମ ସ୍ୱରୂପ ପାହାଡ଼ିଆ ଅଞ୍ଚଳଗୁଡ଼ିକରେ ପାରଦ ୧୦…
Read More...
Read More...
ରାଜ୍ୟରେ ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ପରେ ଗୋଟିଏ ଦିନ ପାଗ ଶୁଖଲା ରହିଥିବାବେଳେ ପୁଣି ବର୍ଷା ଆସୁଛି। ପଶ୍ଚିମାଝଡ଼ ପ୍ରଭାବରେ ଆସନ୍ତା ୨୮ ଓ ୨୯ ତାରିଖରେ ବର୍ଷା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର। ବିଶେଷ କରି ବର୍ଷା ଉତ୍ତର-ପଶ୍ଚିମ ଓଡ଼ିଶା…
Read More...
Read More...
ଦୁର୍ବଳ ହେଉଛି ଲଘୁଚାପ: ରାଜ୍ୟରେ ଆଜିଠୁ କମିବ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ଆଜିଠୁ କମିବ ବର୍ଷା । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ତେବେ କାଲିଠାରୁ ପାଗରେ…
Read More...
Read More...
ରାଜ୍ୟାରେ ଆହୁରି ୨୪ ଘଣ୍ଟା ହାଲୁକାରୁ ମଧ୍ୟମ ଧରଣର ବର୍ଷା
ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ବର୍ଷା । ଆହୁରି ୨୪ ଘଣ୍ଟା ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏନେଇ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲି ଦକ୍ଷିଣ ଓଡ଼ିଶା ସମେତ ଆଭ୍ୟନ୍ତରୀଣରେ ବର୍ଷା ସମ୍ଭାବନା ରହିଛି। ଆଜି ସୁନ୍ଦରଗଡ଼…
Read More...
Read More...
୨୪ ଘଣ୍ଟା ମଧ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା କିଛି କିଛି ସମ୍ଭାବନା
ଭୁବନେଶ୍ୱର: ଆଗାମୀ ୨ ଦିନ ଓଡ଼ିଶାରେ ବର୍ଷା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହାଲୁକା ମଧ୍ୟମ ଧରଣର ବର୍ଷା କିଛି କିଛି ସମ୍ଭାବନା । ଗଂଜାମ, ଗଜପତି,ରାୟଗଡ଼ା,ପୁରୀ, ମାଲକାନାଗିରି , କୋରାପୁଟ, ଖୋର୍ଦ୍ଧା, ନୟାଗଡ଼, କଟକ ରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ମଧ୍ୟ ଉପକୂଳ ଓଡ଼ିଶା…
Read More...
Read More...
ପୁଣି ୨୪ ତାରିଖରୁ ବର୍ଷା ହେବାର ସମ୍ଭାବନା
ଓଡିଶା; ପୁଣି ୨୪ ତାରିଖରୁ ବର୍ଷା ହେବାର ସମ୍ଭାବନା । ଏନେଇ ପାଣିପାଗ ବିଭାଗର ଅନୁମାନ । ବର୍ଷା ଏବେ ଛାଡିଥିବା ବେଳେ ପୁଣି ଡିସେମ୍ବର ୨୪ ଓ ୨୫ରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହିତ ଘନ କୁହୁଡି ମଧ୍ୟ କଲବଲ କରିବ । ପାଣିପାଗର ପୂର୍ବାନୁମାନ ଅନୁଯାୟୀ,ପଶ୍ଚିମା ଝଡ ପ୍ରଭାବରେ…
Read More...
Read More...
ରାଜ୍ୟରେ ଲାଗିରହିଛି ବର୍ଷା : ହ୍ରାସପାଉଛି ତାପମାତ୍ରା , କମୁଛି ଶୀତ
ଭୁବନେଶ୍ୱର : ରାଜ୍ୟରେ ବର୍ଷା ଲାଗି ରହିଛି । ୨୧ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଦକ୍ଷିଣ, ଦକ୍ଷିଣ ଉପକୂଳ ଏବଂ ଉପକୂଳବର୍ତ୍ତୀ ଜିଲାଗୁଡିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ବୁଧବାର କିଛି…
Read More...
Read More...
୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା
ଭୁବନେଶ୍ୱର: ୨୨ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ଲାଗି ରହିବ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଆଜି କୋରାପୁଟ, ମାଲକାନଗିରି,…
Read More...
Read More...
ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା: ଚିନ୍ତାରେ ଚାଷୀ
ଭୁବନେଶ୍ବର: ଚିନ୍ତାରେ ଧାନ ଚାଷୀ । କିପରି ଅମଳ କରିବେ ଧାନ । ଥରକୁ ଥର ବର୍ଷା ପାଇଁ ଚାଷୀ ଆଖିରୁ ହଜିଗଲାଣି ନିଦ । ପାଣିପାଗ ବିଭାଗ କହିବା ଅନୁଯାୟୀ ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଦକ୍ଷିଣ ଓ ଦକ୍ଷିଣ-ଉପକୂଳ ସମେତ ଉପକୂଳ ଓଡ଼ିଶାର କିଛି…
Read More...
Read More...
ଉପକୂଳ ଓଡିଶାରେ ହାଲୁକା ବର୍ଷା ହେବାର ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତର ଲହର । ଗତକାଲି କନ୍ଧମାଳ ଓ କୋରାପୁଟରେ ଘନକୁହୁଡି ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ କଳାହାଣ୍ଡି ଓ ସୁନ୍ଦରଗଡର ବିଭିନ୍ନ ସ୍ଥାନରେ ମଧ୍ୟ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଥିଲା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା…
Read More...
Read More...