Browsing Category

Uncategorized

ଗତ ୨୪ ଘଣ୍ଟା ମଧ୍ୟରେ ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି । ଏହି ସଂକ୍ରମଣ ୨ ଶହ ତଳକୁ ରହିଛି । ଗତକାଲି ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ…
Read More...

ଟ୍ରକ ପଛକୁ ଧକ୍କା ଦେଇ, ଡମ୍ପର ଚାଳକ ଗୁରୁତର

(ଅଜିତ କୁମାର ସାହୁ /ଜଳେଶ୍ଵର): 60 ନମ୍ବର ଜାତୀୟ ରାଜପଥ, ବସ୍ତା ଥାନା ଜୁଣ ବଳଦା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଳେଶ୍ଵରରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ଡମ୍ପରଟି, ଯୁଣବଳଦା ନିକଟେ ଛିଡା ହୋଇଥିବା ଏକ ପାନପତ୍ର ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ଡମ୍ପର…
Read More...

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବାଲିଗୁଡା ପୋଲିସ

ବାଲିଗୁଡା : ପ୍ରେମ ଜନିତ ବିଭୋତ୍ସ ହତ୍ୟାକାଣ୍ଡ ଘଟଣାରେ ବାଲିଗୁଡା ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ l ପ୍ରେମିକକୁ ପିଟି ପିଟି ସଙ୍ଘବଧ ଭାବେ ହତ୍ୟା ଘଟଣାରେ ଆଉ ସାତ ଜଣ ଅଭିଯୁକ୍ତକୁ ଗିରଫ କଲା ବାଲିଗୁଡା ପୋଲିସ l ତେବେ ଏହି ପ୍ରେମ ଜନିତ ହତ୍ୟା ଘଟଣାରେ ମୋଟ 14 ଜଣକୁ ଏଯାବତ ଗିରଫ କରି…
Read More...

ଶିକ୍ଷକ ଦିଅ  ନହେଲେ ସ୍କୁଲ ତାଲା ଖୋଲିବନି

ଦେଓଗଡ଼:   ଆମେ ପାଠପଢ଼ାରେ ହଇରାଣ ହେଉଛି। ଆମକୁ ଶିକ୍ଷକ ଦିଅ। ନ ହେଲେ ସ୍କୁଲ ତାଲା ଖୋଲିବନି। ଏଭଳି ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ ।  ଗତ ଦୁଇଦିନ ହେବ ସ୍କୁଲ ଆଗରେ ବସି ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀମାନେ ।  ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ…
Read More...

ଚାଲାଣ ବେଳେ ଧରା ପଡ଼ିଲା ୮୭ଟି କଇଁଛ

ବାଲେଶ୍ୱର: ବନ ଵିଭାଗ କର୍ମଚାରୀଙ୍କ ବଡ ସଫଳତା । ଚାଲାଣ ବେଳେ ଧାରା ପଡିଲେ ପୁଳା ପୁଳା କଇଁଛ । ଏବେ ଗୋରୁଗାଇଙ୍କ ବଦଳରେ ମାଫିଆଙ୍କ ଟାର୍ଗେଟରେ ପଡ଼ୁଛନ୍ତି କଇଁଛ । ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି ଶହ ଶହ କଇଁଛ । ଏ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ରେମୁଣାରୁ ପଶ୍ଚିମବଙ୍ଗରେ । ଏ…
Read More...

ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା : ନିଦ ନହେବାରୁ ଆତ୍ମହତ୍ୟା 

ଭୁବନେଶ୍ୱର: ଭୁବନେଶ୍ୱରରେ ନର୍ସିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୃତଦେହ ମିଳିଥିବା ହଷ୍ଟେଲରୁ ସୁଇସାଇଡ୍ ନୋଟ ମିଳିଛି । ନର୍ସିଂ ଛାତ୍ରୀଙ୍କ ଶେଷ ଚିଠି ପୋଲିସ ହାତରେ ଲାଗିଛି । ଯେଉଁଥିରେ ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ…
Read More...

ମୌସୁମୀ ସକ୍ରିୟ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ବର: ଏବେ ଖରାଟିଆ ପାଗ ରହିଛି । କିନ୍ତୁ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଗାମୀ ୪ରୁ ୫ ଦିନ ଯାଏଁ…
Read More...

ଟ୍ରେନ୍‌ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଟ୍ରେନ ଲାଇନରୁ ମିଳିଲା ଯୁବକଙ୍କ ମୃତ ଦେହ । ଏ ଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଟାଉନ ଥାନା ଶ୍ୟାମାଚ଼ରଣପୁର ରେଳଷ୍ଟେସନ ନିକଟ ଟ୍ରେନ ଲାଇନ୍‌ରେ । ମୃତ ଯୁବକ ହେଲେ ଠାକୁରପାଳ ଗାଁର ବିଶ୍ୱଜିତ ପାଣିଗ୍ରାହୀ । ବିଶ୍ୱଜିତ୍‌କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି…
Read More...

ହିଞ୍ଜିଳିରେ ସ୍ୱାୟତ୍ତ ଶାସନ ଦିବସ ଉଦଯାପିତ୍ : ତିନିଦିନ ଧରି ଚାଲିଥିଲା ଏହି  ସାଂସ୍କୃତିକ କାର୍ଯ୍ୟକ୍ରମ ଓ…

ଗଞ୍ଜାମ ଜିଲ୍ଲା (ରଜନୀକାନ୍ତ ପାତ୍ର ):ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ 'ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ'ର ଆଜି ଶେଷ ଦିନ। ହିଂଜିଲିକାଟୁ ପୌରପରିଷଦ ଅଧକ୍ଷ ସୁବାସ ପଲେଇଙ୍କ ଅଧକ୍ଷତା ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ADM ଲିନା କୁମାରୀ ଖେସ, ସଂମାନିତ ଅତିଥି ରୂପେ…
Read More...

ମହିଳା ବ୍ୟବସାୟୀଙ୍କଠାରୁ ଟଙ୍କା ଲୁଟି ନେଲେ ଲୁଟେରା

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ବଢିବାର ଲାଗିଛି ଅପରାଧ ବଢ଼ିବାରେ ଲାଗିଛି । କେଉଁଠି ହତ୍ୟାକାଣ୍ଡ ଘଟାଉଛନ୍ତି ତ ଆଉ କେଉଁ ଠି ଲୋକଙ୍କ ପାଖରୁ ଖଣ୍ଡା ଓ ଛୁରି ଦେଖାଇ ଟଙ୍କା ପଇସା ଲୁଟି ନେଇଯାଉଛନ୍ତି। । କମିଶନରେଟ୍‌ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀ। ରାଜଧାନୀ ଛାତି ଉପରେ…
Read More...