Browsing Category
ପ୍ରଯୁକ୍ତି ବିଦ୍ୟା
ହ୍ୱାଟ୍ସଆପ ଆଣିବ ନୂଆ ଫିଚର୍ସ
ହ୍ୱାଟ୍ସଆପ ଆଣିବାକୁ ଯାଉଛି ନୁଆ ଫିଚର୍ସ ।ଏଥିରେ ନୂତନ ଟେକ୍ନିକାଲ ଅପଡେଟରେ ଗୋଟିଏ ବଡ ଗ୍ରୁପ କଲରେ ୩୨ ଜଣ ରହିପାରିବେ ।ଏବଂ ଗୃପ କଲରେ ରହିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ରିଙ୍ଗ୍ ବଦଳରେ ପୁସ୍ କରିବା ପାଇଁ କିଛି ବ୍ୟକ୍ତିଙ୍କୁ ନୋଟିଫିକେଶନ ଯିବ ।ଏହି କଲ କରିବା ସମୟରେ ଉପଭୋକ୍ତା ମାନେ…
Read More...
Read More...
ପ୍ରଶାନ୍ତ ମହାସାଗରରେ ପଡିବ ଚନ୍ଦ୍ରାଯାନ -୩ର ଉପର ଅଂଶ
ନୂଆଦିଲ୍ଲୀ: ଭାରତର ଐତିହାସିକ ଚନ୍ଦ୍ରାଯାନ -୩ ସଫଳ ହୋଇଯାଇଛି । ଏବେ ମହାକାଶକୁ ଚନ୍ଦ୍ରାଯାନକୁ ନେଇଯାଇଥିବା ଏଲଭିଏମ ୩ ଏମ ୪ ଲଞ୍ଚ ଭେଇକଲର ଉପର ଅଂଶ ପ୍ରଶାନ୍ତ ମହାସାଗରରେ ଖସିବ ବୋଲି ‘ଇସ୍ରୋ’ ସୂଚନା ଦେଇଛି । ‘ଇସ୍ରୋ’ର କହିବା ଅନୁଯାୟୀ ଗତକାଲି ରାତି ୨.୪୨ ବେଳକୁ ‘ଏଲଭିଏମ୪ ଏମ୍ ୪’…
Read More...
Read More...
ନୂଆବର୍ଷରୁ ଫେସବୁକ୍ ଆଣିବ ନୂଆ ନିୟମ
ଭୁବନେଶ୍ୱର: ଫେସ୍ବୁକ୍ ଓ ଇନ୍ଷ୍ଟା ପାଇଁ ଆସିବ ନୂଆ ନିୟମ । ମେଟା ଏନେଇ ସୂଚନା ଦେଇଛି । ଏହାଦ୍ୱାରା ଏଆଇ ବା କୁତ୍ରିମ ବୁଦ୍ଧିମତା ଅଥବା ଡ଼ିଜିଟାଲ୍ କୌଶଳ ବ୍ୟବହାର କରି ଫଟୋ ବା ଭିଡ଼ିଓକୁ ବଦଳାଉଥିବା ବ୍ୟବହାରୀଙ୍କ ପାଇଁ କଟକଣା ଲାଗିବ । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଏକ ଡ଼ିପ…
Read More...
Read More...
ସଫଳ ହୋଇଛି କ୍ଷେପଣାସ୍ତ୍ର ‘ପ୍ରଳୟ’ର ବ୍ୟବହାରିକ ପରୀକ୍ଷଣ
ଧାମରା : ଡିଆରଡିଓ ପକ୍ଷରୁ ପରୀକ୍ଷଣ ହୋଇଥିବା କ୍ଷେପଣାସ୍ତ୍ର ‘ପ୍ରଳୟ’ ସଫଳ ହୋଇଛି । ଏହି ପରୀକ୍ଷଣଟି ଧାମରା ଅବଦୁଲ କଲାମ ଦ୍ୱୀପରୁ ୯.୫୦ରେ ପରୀକ୍ଷଣ କରାଯାଇଛି । ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ପ୍ରଳୟ’ର ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କ୍ଷମତା ରହିଛି ୧୫୦ରୁ ୫୦୦ କିଲୋମିଟର ।…
Read More...
Read More...
ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା
ନୂଆଦିଲ୍ଲୀ: ଆଜି ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ଏହି ପରୀକ୍ଷଣ ଏକ ଯୁଦ୍ଧ ଜାହାଜରୁ କରାଯାଇଥିବା କୁହାଯାଉଛି । ତେବେ ବର୍ତ୍ତମାନ କ୍ଷେପଣାସ୍ତ୍ରର ସମସ୍ତ ପରିକ୍ଷଣ ସଫଳ ଭାବେ ସମାପ୍ତ ହୋଇଥିବା ଭାରତୀୟ ବାୟୁସେନା ସୁଚନା ଦେଇଛି । ବିଶ୍ୱର ପରିସ୍ଥିତି…
Read More...
Read More...
ଚନ୍ଦ୍ରରେ ଘର ତୋଳିବାକୁ ନାସାର ଯୋଜନା
ନ୍ୟୁୟର୍କ: ୨୦୪୦ ସୁଦ୍ଧା ଚନ୍ଦ୍ରରେ ଘର ତୋଳିବା ନାସା କରିଛି ଯୋଜନା | କିଛି ବିଶେଷଜ୍ଞ ବିଶ୍ୱାସ ରହିଛି ନାସା ଯେଉଁ ଲକ୍ଷ୍ୟ ରଖିଛି ତାହା ହାସଲଯୋଗ୍ୟ। ନାସାର ଯୋଜନା ହେଉଛି ଚନ୍ଦ୍ରକୁ ଏକ ଥ୍ରିଡି ପ୍ରିଣ୍ଟର ପଠାଇବା ଏବଂ ତା’ପରେ ଗୃହ ନିର୍ମାଣ କରିବା।
ଏହି ପ୍ରିଣ୍ଟର ଚନ୍ଦ୍ରପୃଷ୍ଠର…
Read More...
Read More...
୨୫ ବର୍ଷ ଧରି ଲୋକଙ୍କୁ କରୁଛି ସାହାଯ୍ୟ
ବର୍ତ୍ତମାନ ସମୟରେ ଗୁଗୁଲ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଲେଖା-ପଢ଼ା ଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଲୋକମାନେ ଗୁଗଲର ବ୍ୟବହାର କରିଥାନ୍ତି । ତେବେ ଏହି ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ୨୫ ବର୍ଷ ପୂରଣ କରିଛି । ଗୁଗଲର ୨୫ ବର୍ଷ ପୂରଣ ହେବା ଅବସରରେ ଗୁଗଲ ଏକ ଖାସ ଡୁଡଲ ଜାରି…
Read More...
Read More...
ଶୁକ୍ର ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ; ଏସ୍ ସୋମନାଥ
ନୂଆଦିଲ୍ଲୀ: ସୁଦୂର ମହାକାଶର ଅଜ୍ଞାତ ରହସ୍ୟ ଆବିଷ୍କାର ପାଇଁ ମହାକାଶ ଦୌଡ଼ରେ ଭାରତ ବର୍ତ୍ତମାନ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ପୃଥିବୀର ନିକଟତମ ଆକାଶୀୟ ପିଣ୍ଡ ଚନ୍ଦ୍ର, ମଙ୍ଗଳ ଏବଂ ସୂର୍ୟ୍ୟ ଅଧ୍ୟୟନ ପାଇଁ ସଫଳ ମିଶନ ପରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଶୁକ୍ର ଗ୍ରହର ରହସ୍ୟ…
Read More...
Read More...
ଆସନ୍ତା ବର୍ଷ ମହାକାଶକୁ ଇସ୍ରୋ ଲଞ୍ଚ କରିବ BIKINI
ନୂଆଦିଲ୍ଲୀ : ଆସନ୍ତା ବର୍ଷ ମହାକାଶକୁ ଇସ୍ରୋ ଲଞ୍ଚ କରିବ BIKINI | ଏହା ୟୁରୋପୀୟ ସ୍ପେଶକ୍ରାଫ୍ଟ । ହାକୁ ଇସ୍ରୋର ପିଏସଏଲଭି ରକେଟ୍ ଦ୍ୱାରା ଉଦକ୍ଷେପଣ କରାଯିବ । ଏହାର ନାମ ରହିଛି ବିକିନି । ପିଏସଏଲଭି ରକେଟ୍ ଏହି ସ୍ପେଶକ୍ରାଫ୍ଟକୁ ପୃଥିବୀଠାରୁ ୫୦୦ କିଲୋମିଟର ଉଚ୍ଚତାକୁ ନେଇଯିବ ।…
Read More...
Read More...
ଭାରତ ନିର୍ମାଣ ହେବ ସୁଖୋଇ- ୩୦ ଏମକେଆଇ ଯୁଦ୍ଧ ବିମାନ
ଭାରତୀୟ ବାୟୁସେନାର ଶକ୍ତି ହେବ ଦ୍ୱିଗୁଣତ । ଏନେଇ ରକ୍ଷାମନ୍ତ୍ରଣାଳୟ ତାଫରୁ ଭାରତୀୟ ବାୟୁସେନା ପାଇଁ ଏକ ବଡ କ୍ରୟ ଉପରେ ମଞ୍ଜୁର ପ୍ରଦାନ କରିଛନ୍ତି । ରାକ୍ଷା ମନ୍ତ୍ରଣାଳାୟ ତରଫରୁ ୧୨ଟି ସୁଖୋଇ ୩୦ଏମକେଆର ଯୁଦ୍ଧ ବିମାନକ କିଣିବାକୁ ମଞ୍ଜୁର ପ୍ରଦାନ କରିଛନ୍ତି ।ସବୁଠାରୁ ବଡକଥା ଏହି ସବୁ…
Read More...
Read More...