Browsing Category

ପ୍ରଯୁକ୍ତି ବିଦ୍ୟା

କକ୍ଷ ପରିବର୍ତ୍ତନ କରି ୫ମ କକ୍ଷକୁ ଗଲା ଆଦିତ୍ୟ ଏଲ ୧

ନୂଆଦିଲ୍ଲୀ: କକ୍ଷ ପରିବର୍ତ୍ତନ କଲା ଆଦିତ୍ୟ ଏଲ ୧ । ଚତୃର୍ଥ କକ୍ଷ ପରିକ୍ରମା କରି ୫ମ କକ୍ଷକୁ ଗଲା ଆଦିତ୍ୟ ଏଲ ୧ । ଭାରତର ସୂର୍ଯ୍ୟ ମିଶନରେ ସଫଳତାର ସହ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ ଏଲ ୧। ସଫଳତାର ସହ କକ୍ଷପଥ ହ୍ରାସ ନେଇ ଇସ୍ରୋ ପକ୍ଷରୁ ଟ୍ଵିଟରରେ ସୂଚନା ଦିଆଯାଇଛି । ୨୫୬…
Read More...

ସ୍ୱଦେଶୀ ଜିପିଏସ୍ ପାଇଁ ହେଇଯାଆନ୍ତୁ ପ୍ରସ୍ତୁତ;୨୦୨୫ ସୁଦ୍ଧା ପ୍ରତ୍ୟେକ ଫୋନରେ ଆସିବ ଇସ୍ରୋର ସଫ୍ଟୱେର୍

ବ୍ୟୁରୋ ରିପୋର୍ଟ :୨୦୨୫ ସୁଦ୍ଧା ସମସ୍ତ ମୋବାଇଲ୍ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ସ୍ମାର୍ଟଫୋନରେ NavIC ସେବା ଯୋଗାଇବାକୁ ପଡ଼ିବ । ଆପଲ୍ ଏହାର ନୂତନ କ୍ରମରେ ଏହି ସେବା ଯୋଗାଇବା ଆରମ୍ଭ କରିଛି । ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି ଯେ…
Read More...

ଇସ୍ରୋକୁ ଏକ ସ୍ୱତନ୍ତ୍ର ସେଲଫି ପଠାଇଲା ଆଦିତ୍ୟ ଏଲ୧; ଦେଖନ୍ତୁ ଚନ୍ଦ୍ର ଏବଂ ପୃଥିବୀର ଚମତ୍କାର ରୂପ

ନୂଆଦିଲ୍ଲୀ: ଦେଶର ପ୍ରଥମ ସୂର୍ୟ୍ୟ ମିଶନ ଆଦିତ୍ୟ L1 ଏହାର ଗନ୍ତବ୍ୟ ସ୍ଥଳକୁ ଗତି କରୁଛି । ଏହି ସମୟରେ, ସୂର୍ୟ୍ୟ-ପୃଥିବୀ L1 ପଏଣ୍ଟ ପାଇଁ ଯାଉଥିବା ଆଦିତ୍ୟ- L1 ମଧ୍ୟ ପୃଥିବୀ ଏବଂ ଚନ୍ଦ୍ରର ସେଲଫି ଚିତ୍ର ଉଠାଇଛି। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଦ୍ୱାରା ସୋସିଆଲ୍…
Read More...

ଇତିହାସ ରଚିଲା ଇସ୍ରୋ: ଲଞ୍ଚ ହେଲା ଆଦିତ୍ୟ L-1

ଶ୍ରୀହରିକୋଟା : ଚନ୍ଦ୍ର ଅଭିଯାନର ସଫଳତା ପରେ ଆଜି ଭାରତ ଆରମ୍ଭ କରିଛି ସୂର୍ଯ୍ୟ ଅଭିଯାନ । ଶ୍ରୀହରିକୋଟା ସ୍ପେସ ସେଣ୍ଟରରୁ ଉତକ୍ଷେପଣ ହେଲା ‘ଆଦିତ୍ୟ L1' | ଦିନ ୧୧ଟା ୫୦ରେ ଉତକ୍ଷେପଣ ହେଲା ‘ଆଦିତ୍ୟ L1’ | PSLV-C57ରେ ‘ଆଦିତ୍ୟ L1’ ର କରାଗଲା ଉତକ୍ଷେପଣ | ‘ଆଦିତ୍ୟ L1’ କୁ…
Read More...

ଆଜି ଆଦିତ୍ୟ ଏଲ୍-୧ର ଉତକ୍ଷେପଣ

ଶ୍ରୀହରିକୋଟା : ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଆଦିତ୍ୟ ଆଦିତ୍ୟ ଏଲ-୧ ସାଟେଲାଇଟ । ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି । ଚନ୍ଦଯାନ-୩ର ସଫଳତା ପରେ ଆସନ୍ତାକାଲି ଇସ୍ରୋ ଆରମ୍ଭ କରିବ ସୌର ମିଶନ । ଶନିବାର ଦିନ ୧୧.୫୦ରେ ଆନ୍ଧ୍ରପ୍ରଦେଶ…
Read More...

ଆଦିତ୍ୟ-L1 ଲଞ୍ଚପାଇଁ କାଉଣ୍ଟଡାଉନ୍ ଆରମ୍ଭ; ଭେଙ୍କଟେଶ୍ୱର ମନ୍ଦିର ପହଞ୍ଚିଲେ ISRO ବୈଜ୍ଞାନିକ

ନୂଆଦିଲ୍ଲୀ: ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ L1 ପାଇଁ ଗଣନା ଆରମ୍ଭ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ ISRO ଶୁକ୍ରବାର ଏହି ସୂଚନା ଦେଇଛି। ଏହାପୂର୍ବରୁ, ISRO ବୈଜ୍ଞାନିକମାନଙ୍କର ଏକ ଟିମ୍ ଆଦିତ୍ୟ- L1 ମିଶନର ମିନି ମଡେଲ୍ ସହିତ ତିରୁମାଲା ଶ୍ରୀ ଭେଙ୍କଟେଶ୍ୱର ମନ୍ଦିରରେ…
Read More...

ପ୍ରଜ୍ଞାନ ଲେନ୍ସରେ ବିକ୍ରମ ଫଟୋ

ନୂଆଦିଲ୍ଲୀ: ପ୍ରଜ୍ଞାନ ଲେନ୍ସରେ ବିକ୍ରମ ଫଟୋ | ଆଜି ସକାଳ 7.35ରେ ‘ନେଭିଗେସନ୍‌ କ୍ୟାମେରା’ରେ ଚନ୍ଦ୍ରପୃଷ୍ଠରେ ଥିବା ‘ଲାଣ୍ଡର୍‌ ବିକ୍ରମ୍‌’ର ଫଟୋ ଉଠାଇଛି | ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ଅବତରଣ କରିବା ପରେ…
Read More...

ଅପରାହ୍ନ ୪ଟାରେ ଆହୁରି ନିକଟତ ହେବ ଚନ୍ଦ୍ରଯାନ -୩ 

ନୂଆଦିଲ୍ଲୀ : ଆଉ ମାତ୍ର କିଛି ଦିନ ପରେ ଚାନ୍ଦରେ ପହଞ୍ଚିବ ଭାରତ । ତାପରେ ଦେଶକୁ ମିଳିବ ବଡ଼ ସଫଳତା । ମିଶନ ଚନ୍ଦ୍ରଯାନ -3 ଦିନକୁ ଦିନ ଚନ୍ଦ୍ରର ନିକଟତର ହେଉଛି । ବିକ୍ରମ ୧୭ ଅଗଷ୍ଟ ଗୁରୁବାର ଦିନ ଲ୍ୟାଣ୍ଡର ପ୍ରପୁଲସନ ମଡ୍ୟୁଲରୁ ସଫଳତାର ସହିତ ଅଲଗା ହୋଇଥିଲେ । ତେବେ ପ୍ରପଲ୍‍ସନ…
Read More...

ଭାରତୀୟ ନୌସେନାରେ ସାମିଲ ହେଲା ‘ବିନ୍ଧ୍ୟଗିରି’

ଆଜି ଲଞ୍ଚ କରିଛି ସ୍ୱଦେଶୀ ଯୁଦ୍ଧପୋତ ‘ବିନ୍ଧ୍ୟଗିରି’ । ଏହି ନୌସେନା ଯୁଦ୍ଧପୋତକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୁମକୁମ ଲଗାଇବା ସହ ନଡିଆ ଭାଙ୍ଗି ଫୁଲମାଳ ପିନ୍ଧାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହା ସହ ଏହି ଯୁଦ୍ଧ ପୋତର ନାମକରଣ ମଧ୍ୟ କରିଛନ୍ତି । ଏହି ଯୁଦ୍ଧପୋତ ନିର୍ମାଣକାରୀଙ୍କୁ…
Read More...

ଚନ୍ଦ୍ରଯାନ-୩ରୁ ସଫଳତାର ସହିତ ପୃଥକ ହେଲା ଲ୍ୟାଣ୍ଡର୍ ‘ବିକ୍ରମ’

ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ( ISRO ) ଚନ୍ଦ୍ରାୟଣ -୩ ର ଲ୍ୟାଣ୍ଡରକୁ ସଫଳତାର ସହିତ ଅଲଗା କରିଦେଇଛି । ଏହାର ଅର୍ଥ ହେଉଛି ଲ୍ୟାଣ୍ଡର ଏକାକୀ ଆଗକୁ ଯାତ୍ରା ସ୍ଥିର କରିବ ।ISRO ଅନୁଯାୟୀ, ଅବତରଣ ପାଇଁ ଆଗାମୀ ୬ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏଠାରେ…
Read More...