Browsing Category
ବିଶେଷ
ବିଶ୍ୱ ବନ୍ଧୁତ୍ୱ ଦିବସ: ପ୍ରେମ ହିଁ ବନ୍ଧୁତ୍ୱ, ବନ୍ଧୁତ୍ୱ ହିଁ ପ୍ରେମ
ଭୁବନେଶ୍ଵର: ଆଜି ୱାର୍ଲ୍ଡ ଫ୍ରେଣ୍ଡ୍ସିପ୍ ଡେ’ ବା ବିଶ୍ୱ ବନ୍ଧୁତ୍ୱ ଦିବସ। ପ୍ରତିବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ। ବନ୍ଧୁତ୍ୱ ହେଉଛି ଭଗବାନଙ୍କ ଶ୍ରେଷ୍ଠ ଉପହାର। ସାମାଜିକ ଜୀବନରେ ଏହି ସମ୍ପର୍କ ହେଉଛି ଅତି ନିବିଡ଼। ବନ୍ଧୁଙ୍କ ପାଇଁ ଆଜିର…
Read More...
Read More...
କାରଗିଲ ବିଜୟ ଦିବସ – ଏବେବି ଦେଶ ଭୁଲିନି ବୀର ଯବାନଙ୍କ ବଳିଦାନ
ନୂଆଦିଲ୍ଲୀ: ୧୯୯୯ ମସିହା ଜୁଲାଇ ମାସ ୨୬ ତାରିଖ । ଏଲ୍ଓସି ନିକଟବର୍ତ୍ତୀ କାରଗିଲ୍ ଜିଲ୍ଲାର ଟାଇଗର ହିଲ୍, ଟ୍ରୋଲ ଲିଙ୍ଗ୍ ଭଳି ପର୍ବତ ଶିଖର ଉପରେ ପୁଣିଥରେ ଉଡିଥିଲା ବିଜୟ ତ୍ରିରଙ୍ଗା । ପାଳନ ହୋଇଥିଲା କାରଗିଲ୍ ବିଜୟ ଦିବସ । ଏହି ଦିନ ଭାରତୀୟ ସେନାର ଜବାବରେ କାରଗିଲ୍ରୁ…
Read More...
Read More...
ଗିରଫ ହେଲେ ବିକାଶ ରାଣା
ଧରାପଡିଲା ଗ୍ୟାସ୍ ସିଲିଣ୍ଡର ଚୋର । ଗିରଫ ହେଲା ଅଭିଯୁକ୍ତ ବିକାଶ କୁମାର ରାଣ ଓରଫ କପିଳା । ସୂଚନା ଅନୁଶାରେ ଗତ ୧୮ ତାରିଖରେ ପ୍ରାୟ ସକାଳ ୮ଟା ସମୟରେ, ଅଭିଯୋଗକାରୀ ଅଖିଳନାଥ ମହାରଣା, ଜଣେ ଗ୍ରାହକଙ୍କୁ ଗ୍ୟାସ୍ ସିଲିଣ୍ଡର ଡେଲିଭରି କରିବାକୁ ଯାଇଥିଲେ । ଏବଂ ସି.ଆର.ପି ପ୍ରିୟଦର୍ଶିନୀ…
Read More...
Read More...
ମହାପ୍ରଭୁଙ୍କ ଅଧରପଣାର ଅନନ୍ୟ କଥା, ପୂର୍ବେ ହେଉଥିଲା ୧୨ ହାଣ୍ଡି ପଣା
ଭୁବନେଶ୍ଵର: ରାତି ପାହିଲେ ରଥରେ ହେବ ମହାପ୍ରଭୁଙ୍କ ଅଧରପଣା ନୀତି । ୩ ଠାକୁରଙ୍କୁ ୯ଟି ମାଟିହାଣ୍ଡିରେ ଅଧରପଣା ଲାଗି ହେବ । ଚଣ୍ଡିଚାମୁଣ୍ଡା, ଅଶରୀରୀମାନଙ୍କୁ ତୁପ୍ତ କରିବା ପାଇଁ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ରଥ ଉପରେ ଅଧରପଣା ପୂଜା ନୀତି ସମ୍ପନ୍ନ ହେବ । ଚତୁର୍ଦ୍ଧାମୂର୍ତିଙ୍କ ଠାରେ ଏହି…
Read More...
Read More...
ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଆସନ୍ତାକାଲି ପୃଥିବୀ….
ଭୁବନେଶ୍ଵର: ବାବା ଭେଙ୍ଗା ତାଙ୍କର ଭବିଷ୍ୟବାଣୀ ପାଇଁ ଜଣାଶୁଣା। ସେ 2025 ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହାକୁ ଏହି ବର୍ଷ ଘଟିବାକୁ ଥିବା ଘଟଣା ସହିତ ଯୋଡାଯାଉଛି। କେତେବେଳେ ସେ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ତ କେତେବେଳେ ବିଶ୍ୱର ଅନ୍ତ ବିଷୟରେ ଭବିଷ୍ୟବାଣୀ କରିଛନ୍ତି।…
Read More...
Read More...
ରାତି ପାହିଲେ ବାହୁଡିବେ ମହାପ୍ରଭୁ, ମାଉସୀ ମା’ ଘରେ ବାସିଲାଣି ପୋଡ ପିଠାର ମହକ
ପୁରୀ: ବାହୁଡା ଯାତ୍ରାର ଏକ ଅନନ୍ୟ ପରଂପରା ହେଉଛି ତିନିଠାକୁରଙ୍କ ମାଉସୀମା ମନ୍ଦିରରେ ପୋଡପିଠା ଖିଆ। ଏହି ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ତିନିଠାକୁର ଗୁଣ୍ଡିଚା ମନ୍ଦିରରୁ ଆଗପଛ ହୋଇ ବାହାରିବା ପରେ ବାଟରେ ଏହି ପୋଡପିଠା ଭୋଗ କରାଯାଇଥାଏ। ଶ୍ରୀମନ୍ଦିର ପୂର୍ବରୁ…
Read More...
Read More...
ଏକଦା ବଡ ଦାଣ୍ଡରେ ବୋହୁଥିଲା ମାଳିନୀ ନଦୀ, ଡଙ୍ଗାରେ ହେଉଥିଲା ରଥଯାତ୍ରା
ପୁରୀ: ଜଗନ୍ନାଥ… ବଡ ଧାମ, ବଡ ଠାକୁର, ବଡ ମନ୍ଦିର, ବଡ ଯାତ୍ରା । ଯେଉଁ ଭଗବାନଙ୍କର ସବୁ କିଛି ବଡ ସେ ଭଗବାନଙ୍କ ଇତିହାସ ବି ସବୁଠୁ ବଡ । ଇତିହାସ ପୃଷ୍ଠା ଓଲଟାଇଲେ ବଡ ଠାକୁରଙ୍କ ଅନେକ ବଡ ବଡ ରହସ୍ୟ ଜାଣିବାକୁ ମିଳେ । ଆଉ ସେହି ବଡ ରହସ୍ୟ ଭିତରେ ପସିଲେ ସତେ ଲାଗେ ଯେମିତି ଆମେ ଭଗବାନଙ୍କ…
Read More...
Read More...
କାହିଁକି ଶ୍ରାବଣ ମାସରେ ଆମିଷ ଖାଆନ୍ତି ନାହିଁ ଲୋକେ, ଜାଣନ୍ତୁ କାରଣ…
ଭୁବନେଶ୍ଵର: ଭଗବାନ ଶିବଙ୍କ ଶ୍ରାବଣ ମାସ ଆସନ୍ତା ୧୧ତାରିଖରୁ ଆରମ୍ଭ ହେଉଛି। ଆସନ୍ତା ୧୪ ତାରିଖରେ ଶ୍ରାବଣ ମାସର ପ୍ରଥମ ସୋମବାର। ଏହି ମାସରେ ଲୋକମାନେ ନିଜ ନିଜ ଶୈଳୀରେ ଶିବଙ୍କୁ ପୂଜା ଆରଧନା କରନ୍ତି। ଆମେ ସମସ୍ତେ ଶ୍ରାବଣ ମାସକୁ ଭଗବାନ ଶିବଙ୍କର ମାସ ରୂପରେ ଗ୍ରହଣ କରିଥାଉ। ଏହି ମାସରେ…
Read More...
Read More...
କିପରି କରିବେ ଫେସବୁକରୁ ରୋଜଗାର, କେତେ ସବସ୍କ୍ରାଇବର୍ ହେଲେ ହେବ ମନିଟାଇଜେସନ୍
ଭୁବନେଶ୍ଵର: ଆଜିର ଡିଜିଟାଲ୍ ଯୁଗରେ, ସୋସିଆଲ ମିଡିଆ କେବଳ ମନୋରଞ୍ଜନର ମାଧ୍ୟମ ନୁହେଁ, ବରଂ ଲୋକଙ୍କ ପାଇଁ ଏକ ରୋଜଗାରର ମାଧ୍ୟମ ମଧ୍ୟ ପାଲଟିଛି। ବିଶ୍ୱର ସବୁଠାରୁ ପୁରୁଣା ଏବଂ ବୃହତ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ଗୋଟେ ହେଉଛି ଫେସବୁକ୍ । ଫେସବୁକ୍ ଏବେ କଣ୍ଟେଣ୍ଟ କ୍ରିଏଟରମାନଙ୍କୁ…
Read More...
Read More...
କେଉଁଠୁ ଜନ୍ମ ନେଲା ମରାଠୀ ଭାଷା, କଣ କୁହେ ଇତିହାସ
ନୂଆଦିଲ୍ଲୀ: ମରାଠୀ ଭାଷା ଭାରତର ପ୍ରମୁଖ ଭାଷା ମଧ୍ୟରୁ ଗୋଟିଏ। ଅନେକ ଲୋକ ଏହି ଭାଷା ବ୍ୟବହାର କରନ୍ତି। କିନ୍ତୁ ମରାଠୀ ଭାଷାକୁ ନେଇ ଦିନକୁ ଦିନ ଅନେକ ବିବାଦ ଉପୁଜିବାରେ ଲାଗିଛି। କିଛି ଦିନ ତଳେ ମୁମ୍ବାଇର ମୀରା ରୋଡ୍ ଅଞ୍ଚଳରେ ଜଣେ ମିଠା ଦୋକାନୀ ମରାଠୀ ଭାଷା କହି ନ ପାରିବାରୁ ତାଙ୍କୁ…
Read More...
Read More...