Browsing Category

ବିଶେଷ

ପୁଅ ଜିଉନ୍ତିଆ ବା ଦୂତୀବାହନ ଓଷା, ପିଲାମାନଙ୍କ ଶୁଭ ମନାସୀ ମା କରିବେ ପୂଜା

ଭୁବନେଶ୍ଵର: ହିନ୍ଦୁ ଧର୍ମର ଏକ ପ୍ରମୁଖ ଉପବାସ ଓ ପର୍ବ ମଧ୍ୟରେ ପୁଅଜିଉନ୍ତିଆ ବ୍ରତ ଅନ୍ୟତମ ଅଟେ | ସାଧାରଣତଃ ମହିଳାମାନେ ନିଜ ପିଲାମାନଙ୍କ ପାଇଁ ଏହି ଉପବାସ ରଖନ୍ତି | ଅଶ୍ୱିନ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଉଥିବା ଏହି ଉପବାସରେ ମହିଳାମାନେ ଦିନସାରା ନିର୍ଜଠା ଉପବାସ…
Read More...

ସର୍ବକାଳୀନ ରେକର୍ଡ ଛୁଇଁଲା ସୁନା, ଲକ୍ଷେ ପାର୍

ଭୁବନେଶ୍ଵର: ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନା ଦର। ଆଜି ସୁନା ଦର ୧ ଲକ୍ଷ୍ୟ ୧୨ ହଜାର ପାର କରିଛି । ତେଣୁ ଲୋକେ ମଧ୍ୟ ଚିନ୍ତାରେ । କେବେ ଆଉ କମିବ ସୁନା ଦର ତାକୁ ନେଇ ଚିନ୍ତାରେ । ଏବେ ହିଁ ହେଉଛି ସୁନା କିଣିବା ପାଇଁ ବେଷ୍ଟ ସମୟ । ଆଗକୁ ଏ ଦର ଆହୁରି ବଢିବ । ବିଶ୍ବ ବଜାରରେ…
Read More...

ଆସନ୍ତାକାଲିଠାରୁ ଆରମ୍ଭ ହେବ ପିତୃପକ୍ଷ, କରନ୍ତୁ ଏହି କାମ…

ଭୁବନେଶ୍ଵର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରୁ ଆରମ୍ଭ କରି ଆଶ୍ୱିନ ମାସ ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ରହିଥାଏ । ହିନ୍ଦୁ ଧର୍ମରେ ଏହାର ମହତ୍ୱ ଅଧିକ । ଏହି ସମସୟ ମଧ୍ୟରେ ପିତୃ ପୁରୁଷଙ୍କୁ ଶାନ୍ତି କରିବା ପାଇଁ ତର୍ପଣ ଶ୍ରାଦ୍ଧ ଏବଂ ପିଣ୍ଡଦାନ କରାଯାଇଥାଏ…
Read More...

ଆକାଶରେ ୮୨ ମିନିଟ୍ ଯାଏଁ ଦୃଶ୍ୟମାନ ହେବ ଲାଲ୍ ଜହ୍ନ…

ଆଜି ଆକାଶରେ ଦିଶିବ ଲାଲ୍ ଜହ୍ନ ବା ବ୍ଲଡ୍ ମୁନ୍ । ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ହୋଇଥିବାରୁ ପୂରା ଲାଲ୍ ହୋଇଯିବ ଜହ୍ନ । ମିନିଟିଏ କି ଦୁଇ ମିନିଟ୍ ପାଇଁ ନୁହେଁ ବରଂ ଏହି ଲାଲ୍ ହଜ୍ନ ଆକାଶରେ ୮୨ ମିନିଟ୍ ଯାଏଁ ଦୃଶ୍ୟମାନ ହେବ । ଆଜି ରାତି ଏବଂ ସୋମବାର ମଝିରେ ଏହି ବିରଳ…
Read More...

ଗୁରୁଙ୍କ ପାଇଁ ଦିନ ଟିଏ, ଆଜି ପବିତ୍ର ଗୁରୁଦିବସ

ଭୁବନେଶ୍ଵର: ପବିତ୍ରଭୂମି ଭାରତ ବର୍ଷରେ ଆବାହମାନ କାଳରୁ ଗୁରୁବାଦର ପଂରପରା ପ୍ରଚଳିତ ହେଉଅଛି ଯେଉଁଠି ଭାବ, ଭକ୍ତି, ଜ୍ଞାନ, ତତ୍ତ୍ୱ ରଜୁରେ ବନ୍ଧା ସତ୍ୟ, ଅହିଂସା, ଦୟା, କ୍ଷମା ଓ ଶାନ୍ତି ପ୍ରକଟିତ ଓ ଗୁରୁମାନଙ୍କର ସ୍ଥାନ ଯଥେଷ୍ଟ ଉଚ୍ଚରେ ରହିଆସିଅଛି। ଭାରତୀୟ ସଂସ୍କୃତିରେ ଗୁରୁଭକ୍ତି,…
Read More...

ସୁନିଆଁ ଏବଂ ବାମନ ଜନ୍ମ, ୫ ଘଣ୍ଟା ସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ: ଆସନ୍ତା କାଲି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ରହିଥିବାରୁ ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ଅପରାହ୍ନ ୫ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ସୂଚନା ଦେଇଛି…
Read More...

ଆସୁଛନ୍ତି ମା’, ମା’ଙ୍କ ଆଗମନ ପାଇଁ ସଜେଇ ହେଲାଣି ପ୍ରକୃତିରାଣୀ

ଭୁବନେଶ୍ଵର: ଋତୁ ଚକ୍ରର ତାଳେ ତାଳେ ବଦଳି ଥାଏ ପ୍ରକୃତିର ଚିତ୍ର । ବିଶେଷ କରି ଶରତ ରୂତୁରେ ଧରଣୀର ଶୋଭା ବଢାଇଥାଏ କାଶତଣ୍ଡି ଫୁଲ । ମନେହୁଏ ସତେଯେମିତି ଧଳା ଚାଦର ବିଛାଇ ଦେଇଛନ୍ତି ସ୍ୱର୍ଗର କେଉଁ ଦେବଦୂତ । ସୁନେଲି ସକାଳର ପହିଲି କିରଣ ତଳେ ଧଳା ପୋଷାକ ପିନ୍ଧି ହସୁଛି ରାଣୀ କାଶତଣ୍ଡି…
Read More...

ପବିତ୍ର ଗଣେଷ ଚତୁର୍ଥୀ, ଜାଣନ୍ତୁ ଗଜାନନଙ୍କ ପ୍ରିୟ ଭୋଗ ବିଷୟରେ…

ଭୁବନେଶ୍ୱର: ଆଜି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥି । ଆଜିର ଦିନରେ ବିଦ୍ୟାର ଦେବତା, ଆଦିଦେବ ଗଣେଶଙ୍କ ପୂଜା କରାଯାଏ । ଅଗ୍ରପୂଜ୍ୟଙ୍କ ପୂଜା ପାଇଁ ଉତ୍ସବମୁଖରିତ ଗାଁଠୁ ସହର। ସୁସଜ୍ଜିତ ପୂଜା ପେଣ୍ଡାଲରେ ପୂଜା ପାଇବେ ବିଘ୍ନହର୍ତ୍ତା। ଆଦିଦେବଙ୍କ ଆରାଧନାରେ ବିଭୋର ହେବେ ଭକ୍ତ।…
Read More...

କଟକର ପ୍ରସିଦ୍ଧ ଦହିବରା ଦୋକାନୀ ରଘୁ ମଉସାଙ୍କ ପରଲୋକ

କଟକ: କଟକ ଦହିବରା କହିଲେ ପ୍ରଥମେ ଯାହା ନାଁ ପାଟିକୁ ଆସେ ସେ ହେଉଛନ୍ତି ରଘୁ ମଉସା । ରଘୁ ମଉସା ଦହିବରା ଦୋକାନ କହିଦେଲେ ଗାଡି ବାଲା ବି ନେଇ ଦୋକାନ ସାମ୍ନାରେ ଅଟକେଇ ଦିଏ । ତାଙ୍କ ହାତର ସେହି ଖଟା ମିଠା ଚଟପଟା ଦହିବରା ଆଳୁଦମ୍ ଆଉ ଶେଷରେ ଦହି ପାଣି ମୁନ୍ଦାଏ…. ଯିଏ ଖାଇଛି ସେ ଜାଣିଛି ।…
Read More...

ସ୍ଵାଧିନତା ଦିବସ ୨୦୨୫: ସ୍ବାଧୀନତାର ସେହି ମହାନ୍ ଇତିହାସ

ନୂଆଦିଲ୍ଲୀ: ସ୍ବାଧୀନତାର ୭୯ତମ ବର୍ଷ ପାଳନ କରୁଛି ଭାରତ । ୧୯୪୭ ମସିହାରେ ପାକିସ୍ତାନ ସହିତ ଭାରତକୁ ସ୍ବାଧୀନତା ମିଳିଥିଲା । ଏହି ୮ ଦଶନ୍ଧି ମଧ୍ୟରେ ଔପନିବେଶିକ ଶାସନ ଅଧୀନରେ ଥିବା ଏକ ଗରୀବ ଦେଶରୁ ଇର୍ଷଣୀୟ ସଫଳତା ହାସଲ ସହିତ 'ବିକାଶତ ଭାରତ' ପଥରେ ଅଗ୍ରସର ହେଉଛି । ଆଜି ବିଶ୍ବ…
Read More...