Browsing Category

ବିଜ୍ଞାନ

ଅକ୍ସଫୋର୍ଡ ଭ୍ୟାକସିନ “କୋଭିସିଲଡର” ହେବ ମାନବ ପରୀକ୍ଷଣ, ମିଳିଲା ଅନୁମତି

(ନୁଆଦିଲ୍ଲୀ): ଅକ୍ସଫୋର୍ଡ ଭ୍ୟାକସିନ କୋଭିସିଲଡର ମାନବ ପରୀକ୍ଷଣ ପାଇଁ ମିଳିଲା ଅନୁମତି । ଏହି ଭ୍ୟାକସିନ ମାନବ ଶରୀରରେ କେତେ ଦୁର କାମ କରୁଛି ତାର ପରୀକ୍ଷଣ ପାଇଁ ଅନୁମତି ଦିଆଯାଇଛି । ଭାରତରେ ଏହି ଭ୍ୟାକସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ଡ୍ରଗ୍ସ କଣ୍ଟ୍ରୋଲର ଅଫ…
Read More...

ଆମେରିକା ହାତକୁ ଯାଇପାରେ ଚାଇନିଜ୍ ଆପ୍ ଟିକଟକ୍

(ନୁଆଦିଲ୍ଲୀ): ଚାଇନିଜ ଆପ୍ ଟିକଟକ୍କୁ କିଣିପାରେ ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ । ତେବେ ସେପ୍ଟେମ୍ବର ୧୫ସୁଦ୍ଧା ଆମେରିକୀୟ କମ୍ପାନୀ ମାଇକ୍ରୋସଫ୍ଟ କିଣିପାରେ ଟିକଟକ୍କୁ । ଯେଉଁଥିପାଇଁ ଆଲୋଚନା ଆରମ୍ଭ ବହୁତ ଶାଘ୍ର ଆରମ୍ଭ ହେବ । ଏ ନେଇ ରବିବାର ମାଇକ୍ରୋସଫ୍ଟ ଘୋଷଣା କରିଛି ।…
Read More...

ସୂର୍ଯ୍ୟର ନିକଟତମ ଚିତ୍ର ନାସାର ହସ୍ତଗତ

ୱାସିଂଟନ: ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏବଂ ୟୁରୋପୀୟ ସ୍ପେସ୍ ଏଜେନ୍ସି ଇଏଏସର ସୋଲାର ଅର୍ବିଟର ସୂର୍ୟ୍ୟଙ୍କର ନିକଟତମ ଚିତ୍ର ଏବେ ହସ୍ତଗତ ହୋଇଛି । ଏହି ସୋଲାର ଅର୍ବିଟର ପ୍ରଥମ ଥର ପାଇଁ ଏଜେନ୍ସିଙ୍କୁ ତଥ୍ୟ ପଠାଇଛି । ୯ ଫେବୃଆରୀ ୨୦୨୦ ରେ ଲଞ୍ଚ କରାଯାଇଥିଲା ଏହି ସୋଲାର ଅର୍ବିଟର ।…
Read More...

ବ୍ରହ୍ମପୁର ଆଇଆଇଟି ପ୍ରସ୍ତୁତ କଲା ଡିସ୍ଇନଫେକ୍ସନକାରୀ ରୋବଟ

ବ୍ରହ୍ମପୁର: ସାଧାରଣ ପରିବହନ ଓ କ୍ୱାରେଣ୍ଟାଇଡ଼ ସେଣ୍ଟରକୁ ବିଶୋଧନ କରିବା ପାଇଁ ବ୍ରହ୍ମପୁର ଆଇଆଇଟି ଏକ ରୋବର୍ଟର ପ୍ରସ୍ତୁତି କରିଛି । ଏହା ଅଲଟ୍ରାଭାଉଲେଟ ରଶ୍ମୀ ପ୍ରୟୋଗରେ ବିଶୋଧନ କାର୍ଯ୍ୟ କରିବ । ଡ ରଜତ କୁମାର ପାଣିଗ୍ରାହୀ, ଏହି ଅନୁଷ୍ଠାନର ପ୍ରିନସିପାଲ କହିଛନ୍ତି, ଏହି ଉପକରଣର…
Read More...

ଶତାବ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିରେ ଦିଶୁଚି

ଭୁବନେଶ୍ୱର: ୨୩ବର୍ଷ ପରେ ଶତାଦ୍ଦୀର ପ୍ରଥମ ଧୂମକେତୁ ଖାଲି ଆଖିକୁ ଦେଖାଯାଉଛି। ଉତ୍ତର-ପଶ୍ଚିମ ଦିଗବଳୟ ମେଘ, ଧୂଳି ଓ ସହର ଆଲୋକରୁ ମୁକ୍ତ ରହିଲେ ଧୂମକେତୁ ଜୁଲାଇ ମାସ ୧୨ରୁ ୩୦ ତାରିଖ ଭିତରେ ଖାଲି ଆଖିରେ ଦେଖି ହୁଏ। ବିଶେଷକରି ସହର ଆଲୋକଠାରୁ ଦୂରରେ ଗ୍ରାମାଞ୍ଚଳବାସୀ ଏପରି ଏକ ବିରଳ…
Read More...

୩୬ କୋଟି ବର୍ଷ ପୂର୍ବେ ଓଜୋନ ସ୍ତରରେ ଛିଦ୍ର ପୃଥିବୀକୁ ଉତପ୍ତ କରିଥିଲା

ନୂଆଦିଲ୍ଲୀ: ସାଇନ୍ସ ଆଡଭାନ୍ସ ନାମକ ଏକ ମାଗାଜିନ୍ରେ ଆମ ବିଶ୍ୱ ବ୍ରହ୍ମାଣ୍ଡକୁ ନେଇ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି । ଏକ ନୂତନ ଅନୁସନ୍ଧାନକୁ ନେଇ ଏହି ଆଲେଖ୍ୟ ପ୍ରକାଶ ପାଇଛି । ଏହା ଅନୁଯାୟୀ, ପ୍ରାୟ ୬.୬୦ କୋଟି ବର୍ଷ ପୂର୍ବେ ଏକ ବଡ ଉଲକାପିଣ୍ଡ ପୃଥିବୀ ସହ ଧକ୍କା…
Read More...

ପୃଥିବୀ ଆଡକୁ ମାଡି ଆସୁଛି କୁତବ୍‌ ମିନାରଠାରୁ ୪ ଗୁଣ ବଡ ଉଲକା ପିଣ୍ଡ

ନୂଆଦିଲ୍ଲୀ: ଆଜି ମହାକାଶରୁ ଏକ ବିରାଟ ଉଲ୍‌କା ପିଣ୍ଡ ପୃଥିବୀ ନିକଟ ଦେଇ ଅତିକ୍ରମ କରିବ । ଏହା ପୃଥିବୀରେ ମାଡ଼ ହେବ ନାହିଁ ବୋଲି ମହାକାଶ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି। ତେବେ ପୃଥିବୀଠାରୁ ୩୭ ଲକ୍ଷ ୬୦ ହଜାର କିଲୋମିଟର ଦୂରରେ ଏହି ଉଲ୍‌କା ପିଣ୍ଡ ଅତିକ୍ରମ କରୁଛି ବୋଲି ନାସା…
Read More...

ଭୂତାଣୁ ଚିହ୍ନଟର ନୂଆ ପଦ୍ଧତି ବିକାଶ କଲେ ଭାରତୀୟ ବିଶେଷଜ୍ଞ

ହାଇଦ୍ରାବାଦ : ବର୍ତ୍ତମାନ ପର୍ଯ୍ୟନ୍ତ ଆରଟି-ପିସିଆର ପଦ୍ଧତିକୁ ଭୂତାଣୁ ଚିହ୍ନଟ କରିବାର ସବୁଠାରୁ ନିର୍ଭରଯୋଗ୍ୟ ଉପାୟ ଭାବରେ ବିଶ୍ବ ବ୍ୟାପୀ ବିବେଚନା କରାଯାଉଥିଲା। କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ଅନ୍ୟ ଏକ ପଦ୍ଧତି ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ଭୂତାଣୁ ଚିହ୍ନଟ ହୋଇପାରିବ। ଏହି…
Read More...

ଆଉ ଏକ ଅଧିକ କ୍ଷତିକାରଣ ଭୂତାଣୁ କୁକୁଡାରୁ ସୃଷ୍ଟି ହୋଇପାରେ: ଆମେରିକା

ନ୍ୟୁୟର୍କ: କୋବିଦ-୧୯ ରେ ସାରା ବିଶ୍ୱରେ ୩ ଲକ୍ଷ ୬୫ ହଜାର ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅର୍ଥନୀତି ପ୍ରଭାବିତ ହୋଇଛି । କୋଟି କୋଟି ଲୋକ ଜୀବିକା ଜୀବିକା ହରାଇ ବସିଛନ୍ତି । ଏହି ସ୍ଥିତିରେ ଆଉ ଏକ ଭୂତାଣୁ ସଂକ୍ରମଣକୁ ନେଇ ବିଶ୍ୱକୁ ଚେତାବନୀ ଦେଇଛନ୍ତି ଆମେରିକାର ବିଶେଷଜ୍ଞ ଡ଼.ମାଇକେଲ…
Read More...

ନାସା ଉତକ୍ଷେପଣ କଲା ସ୍ପେସ୍-ଏକ୍ସ

ଫ୍ଲୋରିଡା: ଇତିହାସ ରଚିଲା ଆମେରିକାର ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା । ଆମେରିକୀୟ ସ୍ପେସ ସଂସ୍ଥା ନାସା ୯ ବର୍ଷ ପରେ ପୁଣି ଥରେ ଇତିହାସ ରଚିଛି । ଫ୍ଲୋରିଡାର କେପ କନଭରାଲରେ ଜନ ଏଫ କେନେଡେ ସ୍ପେସ ସେଣ୍ଟରରୁ ନାସା-ସ୍ପେସଏକ୍ସ ଡେମୋ-୨କୁ ସଫଳତାର ସହିତ ଉତ୍କ୍ଷେପଣ କରିଛି । ନାସାର…
Read More...