Browsing Category

ବିଜ୍ଞାନ

 IAS ସ୍ତରରେ ବଡଧରଣର ଅଦଳବଦଳ, ଗେହ୍ଲାପୁଅଙ୍କୁ ଝଟକା

IAS ସ୍ତରରେ ବଡଧରଣର ଅଦଳବଦଳ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଓଇଝ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି ମୋହନ ସରକାର । କିନ୍ତୁ ଏହି ଅଦଳବଦଳରେ ନବୀନ ସରକାରରେ ଥିବା ଗେହ୍ଲା ପୁଅଙ୍କୁ ଲାଗିଛି ଝଟକା । ଓଇଝ ଆର.ଭିନିଲକ୍ରିଷ୍ଣା, ବିଶାଳ ଦେବ ଓ ଜି.ମାଥିଭାଥାନନ୍…
Read More...

ପୁଷ୍ପକ ବିମାନର ହେଲା ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) କୁ ବଡ଼ ସଫଳତା । ଶୁକ୍ରବାର କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ‘ପୁଷ୍ପକ’ ବିମାନକୁ ସଫଳତାର ସହ ଅବତରଣ କରିଛି। ଟୁଇଟ ମାଧ୍ୟମରେ ଏହି ସୂଚନା ଦେଇଛି ଇସ୍ରୋ । ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ…
Read More...

୪ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ

ନୂଆଦିଲ୍ଲୀ: ଇତିହାସ ରଚିବାକୁ ଯାଉଛି ଇସ୍ରୋ । ଭାରତର ନିଜ ରକେଟରେ ପ୍ରଥମ ଥର ପାଇଁ ବାୟୁ ସେନାର ୪ ଜଣ ଅଧିକାରୀଙ୍କୁ ମହାକାଶ ପଠାଉଛି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦୀ ଏହି ‘ଗଗନଯାନ’ ଅଭିଯାନ ପାଇଁ ୪ଜଣ ମହାକାଶଚାରୀଙ୍କ ନାଁ ଘୋଷଣା କରିଛନ୍ତି । ଏହି ଭାରତୀୟ ମହାକାଶଚାରୀ ଭାରତୀୟ…
Read More...

ଇତିହାସ ରଚିଲା ଇସ୍ରୋ , ହାଲୋ ଅର୍ବିଟରେ ଆଦିତ୍ୟ ଏଲ୍-ୱାନ୍

ନୂଆଦିଲ୍ଲୀ : ଇତିହାସ ରଚିଲା ଇସ୍ରୋ । ସୂର୍ଯ୍ୟର ଏଲ ୧ ପଏଣ୍ଟରେ ପହଞ୍ଚିଲା ଆଦିତ୍ୟ ଏଲ ୧ । ଏବେ ଭାରତର ଏହି ସାଟେଲାଇଟ୍ ପୃଥିବୀଠାରୁ ଠିକ୍ ଦେଢ ଲକ୍ଷ କିଲୋମିଟର ଦୂରରେ ରହିଛି । ଯାହାକି ଗତ ସେପ୍ଟେମ୍ବର ୨ ତାରିଖରେ ନିଜର ଯାତ୍ରା ଆରମ୍ଭ କରିଥିଲା । ତେବେ ମାତ୍ର ୪ ଶହ କୋଟି ଟଙ୍କାରେ…
Read More...

ଶ୍ରୀହରିକୋଟା ରୁ ସଫଳ ଉତକ୍ଷେପଣ ହେଲା ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍ ‘ଏକ୍ସପୋସାଟ୍’

ଶ୍ରୀହରିକୋଟା: ନୂଆ ବର୍ଷ ରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା( ଇସ୍ରୋ)ର ବଡ ସଫଳତା । ଆଜି ସକାଳ ୯ଟା ୧୦ରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରର ୧ନମ୍ବର ଲଞ୍ଚ ପ୍ୟାଡ୍ରୁ ସଫଳତାର ସହିତ ଉତ୍କ୍ଷେପଣ ହୋଇଛି ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ୍…
Read More...

ସୂର୍ଯ୍ୟଙ୍କ ନିକଟତର ହୋଇ ଫଟୋ କଏଦ କରିଛି ଆଦିତ୍ୟ ଏଲ ୧

ଲକ୍ଷ୍ୟ ପଥରେ ଅଗ୍ରସର ହେଉଛି ଆଦିତ୍ୟ ଏଲ ୧ । ଏବେ ସେ ଏକ ଖୁସି ଖବର ଦେଇଛି । ସୂର୍ଯ୍ୟଙ୍କ ନିକଟତର ହୋଇ ଫଟୋ କଏଦ କରିଛି ଆଦିତ୍ୟ ଏଲ ୧ । ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୍୧’ରେ ଲାଗିଥିବା ପେଲୋଡ୍ ସୁଟ୍ ସୂର୍ଯ୍ୟଙ୍କ ଫଟୋ ଉତ୍ତୋଳନ କରିଛି। ଇସ୍ରୋ ଶୁକ୍ରବାର ଏହି ସୂଚନା ଦେଇଛି। ଇସ୍ରୋ…
Read More...

ସବୁଠି ମିଳିବ ମୋବାଇଲ୍ ସୁବିଧା

ରାଜ୍ୟର ୬୭୯୯ ଗାଁରେ ନାହିଁ ମୋବାଇଲ୍ ଏବଂ ଇଣ୍ଟରନେଟ ସେବା । ଏହି ସବୁ ଗାଁ ଗୁଡିକରେ ଟେଲିକମ୍ ଓ ଇଣ୍ଟରନେଟ୍ ସେବା ଉପଲବ୍ଧ ନାହିଁ ।କେନ୍ଦ୍ର ସରକାରଙ୍କ ୟୁସିଓଏଫ୍ ପରିସରଭୁକ୍ତ ୩ କୋଟି ମୋବାଇଲ୍ ସେବାପାଇଁ ମୋଟ୍ ୩୬୭୩ ସ୍ଥାନରେ ମୋବାଇଲ୍ ଟାୱାର ପ୍ରତିଷ୍ଠା ପାଇଁ ସରକାରୀ ଜମି ବିନା…
Read More...

ନୌସେନାର ଯୁଦ୍ଧପୋତରୁ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ

ସମୁଦ୍ରରୁ ଦୂରଗାମୀ ବ୍ରହ୍ମୋସ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସଦ୍ୟତମ ଗାଇଡେଡ ମିସାଇଲ ଡେଷ୍ଟ୍ରୟର ‘ଇମ୍ଫାଲ’ ଯୁଦ୍ଧପୋତରୁ ଦୂରଗାମୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷଣ ସଫଳ । ଏହି ମିସାଇଲ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିଥିଲା । ବ୍ରହ୍ମୋସକୁ…
Read More...

ହ୍ୱାଟ୍ସଆପ ଆଣିବ ନୂଆ ଫିଚର୍ସ

ହ୍ୱାଟ୍ସଆପ ଆଣିବାକୁ ଯାଉଛି ନୁଆ ଫିଚର୍ସ ।ଏଥିରେ ନୂତନ ଟେକ୍ନିକାଲ ଅପଡେଟରେ ଗୋଟିଏ ବଡ ଗ୍ରୁପ କଲରେ ୩୨ ଜଣ ରହିପାରିବେ ।ଏବଂ ଗୃପ କଲରେ ରହିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ରିଙ୍ଗ୍ ବଦଳରେ ପୁସ୍ କରିବା ପାଇଁ କିଛି ବ୍ୟକ୍ତିଙ୍କୁ ନୋଟିଫିକେଶନ ଯିବ ।ଏହି କଲ କରିବା ସମୟରେ ଉପଭୋକ୍ତା ମାନେ…
Read More...

ପ୍ରଶାନ୍ତ ମହାସାଗରରେ ପଡିବ ଚନ୍ଦ୍ରାଯାନ -୩ର ଉପର ଅଂଶ

ନୂଆଦିଲ୍ଲୀ: ଭାରତର ଐତିହାସିକ ଚନ୍ଦ୍ରାଯାନ -୩ ସଫଳ ହୋଇଯାଇଛି । ଏବେ ମହାକାଶକୁ ଚନ୍ଦ୍ରାଯାନକୁ ନେଇଯାଇଥିବା ଏଲଭିଏମ ୩ ଏମ ୪ ଲଞ୍ଚ ଭେଇକଲର ଉପର ଅଂଶ ପ୍ରଶାନ୍ତ ମହାସାଗରରେ ଖସିବ ବୋଲି ‘ଇସ୍ରୋ’ ସୂଚନା ଦେଇଛି । ‘ଇସ୍ରୋ’ର କହିବା ଅନୁଯାୟୀ ଗତକାଲି ରାତି ୨.୪୨ ବେଳକୁ ‘ଏଲଭିଏମ୪ ଏମ୍ ୪’…
Read More...