Browsing Category

ରାଜନୀତି

ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ୧୦:୩୦ ମିନିଟ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର: ବିଧାନସଭାରେ  ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଦେଇ କହିଛନ୍ତି ଯେ, * ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ ଅଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ଚଢ଼ିବ ବୁଲଡଜର | ଗରିବ ଲୋକଙ୍କୁ ପଟ୍ଟା ସହିତ ପକ୍କା…
Read More...

ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବିସ୍ପୋରକ ବୟାନ

ଭୁବନଶ୍ୱେର; ଅତୀତ ରେ ଆମ ଦଳ ଭୁଲ କରିଛି । ବିଜେପି ରେ ଟିକେଟ ପାଇଥିବା କିଛି ପାର୍ଥି ଙ୍କୁ ଆଣିକି ଆମ ଦଳ ରେ ନେଲେ ।ବର୍ତମାନ ସେମାନେ ସାଂସଦ ମାନଙ୍କୁ ନେଇଯାଉଛନ୍ତି । ଏହା ଉଭୟ ଦଳ ପାଇଁ କ୍ଷତିକାରକ ।  ଏତେ ବର୍ଷ କ୍ଷମତାରେ ରହିଲା ପରେ ଗୋଟେ ନିର୍ବାଚନ ମଣ୍ଡଳୀ ପାଇଁ ଭଲ ସବଳ ପ୍ରାର୍ଥୀ…
Read More...

ଯେଉଁମାନେ ମଲେଇ ଖାଇ ପଳେଇଛନ୍ତି ସେମାନଙ୍କୁ ସରକାର ବାନ୍ଧିବାକୁ ବ୍ୟବସ୍ଥା କରନ୍ତୁ;ବିଧାୟକ ଗଣେଶ୍ୱର ବେହେରା

ଭୁବନେଶ୍ୱର;ପୂର୍ବ ସରକାର ସମୟରେ ଠିକାଦାର ମାନେ ମଲେଇ ନେଇ ପଳେଇଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ରବି ନାୟକ। ପୂର୍ବ ସରକାର ବେଳେ କେବଳ ପାଇପ ବିଛାଇବା କାମ କରିଥିଲେ । କେବଳ ଘରକୁ ଟ୍ୟାପ ଲଗାଇଛନ୍ତି। ଯେଉଁମାନେ ଠିକା ନେଇଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ନେଇ ପଳାଇଛନ୍ତି ।…
Read More...

ବର୍ତମାନ ରାଜ୍ୟରେ ୧୯୧ ଟି ନିର୍ମାଣଧୀନ, ୧୬ ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ ହୋଇଛି

ଭୁବନେଶ୍ୱର;ବର୍ତମାନ ରାଜ୍ୟରେ ୧୯୧ ଟି ନିର୍ମାଣଧୀନ, ୧୬ ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ ହୋଇଛି । ପ୍ରଥମ ପର୍ୟ୍ୟାୟରେ ମାର୍ଚ୍ଚ ୨୦୨୫ ସୁଦ୍ଧା ୫୬ ଟି ସମ୍ପୂର୍ଣ ହେବ । ଡିସେମ୍ବର ୨୦୨୫ ସୁଦ୍ଧା ଆଉ ୫୪ ଟି ସମ୍ପୂର୍ଣ ହେବ । ୨୦୨୨-୨୩ ଶେଷ ଭାଗରେ ଆରମ୍ଭ ହୋଇଥିବା ମେଗା ପାଇପ…
Read More...

ଅସନ୍ତୁଷ୍ଟ ଆତ୍ମା ମାନଙ୍କର ମହାସାଗର ରାଜନିତୀ

ରାଜନିତୀରେ ସମସ୍ତେ ଅସନ୍ତୁଷ୍ଟ । ଏହା ଅସନ୍ତୁଷ୍ଟ ଆତ୍ମା ମାନଙ୍କର ମହାସାଗର । କର୍ପୋରେଟରଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ୟ୍ୟନ୍ତ ବ୍ୟକ୍ତିମାନେ ସମସ୍ତେ ନିଜର ସଫଳତା ସତ୍ତ୍ୱେ ଅସନ୍ତୋଷ ସହ ସଂଗ୍ରାମ କରୁଛନ୍ତି। ଗୋଟିଏ କର୍ପୋରେଟର ଅସନ୍ତୁଷ୍ଟ ହୋଇଥାଏ କାରଣ ସେ ବିଧାୟକ…
Read More...

ଶୂନ୍ୟକାଳରେ ଉଠିଲା ଆଳୁ ପ୍ରସଙ୍ଗ

ଭୁବନେଶ୍ୱର; ସରକାର ଏବେ ଆଳୁ, ସରକାର ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି । ମନ୍ତ୍ରୀ କଲି କହିଲେ ମୁଁ ୩୦ ଟଙ୍କାରେ ଆଳୁ କିଣିଛି, ସେ କେଉଁ ଦୋକାନରୁ କିଣିଲେ ଆଜି ୬୦ ଟଙ୍କା କିଲୋ ହୋଇଗଲା । ସରକାର କେବଳ ନାନାବାୟା କଥା କହୁଛନ୍ତି । କଣ ପଦକ୍ଷେପ ନେଇଛନ୍ତି…
Read More...

ବିଜେଡି ଛାଡି ବିଜେପିରେ ମିଶିଲେ ବଡମ୍ବା ବ୍ଳକ୍ ଅଧ୍ୟକ୍ଷ ରଘୁପତି ମହାନ୍ତି

ନରସିଂହୁପୁର ;ବିଜେଡି ଛାଡି ବିଜେପିରେ ମିଶିଲେ ବଡମ୍ବା ବ୍ଳକ୍ ଅଧ୍ୟକ୍ଷ । ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି ବଡମ୍ବା ବ୍ଳକ ଅଧକ୍ଷ୍ୟ । ବ୍ଳକ ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡି ଇସ୍ତଫା ଦେଇଛନ୍ତି । ଦଳ ଛାଡିବା ନେଇ ବିଜେଡି ସୁପ୍ରିମୋ ଚିଠି ଲେଖିଲେ ଜଣାଇଥିଲେ ବଡମ୍ବା ବିଧାୟକଙ୍କ…
Read More...

କାହିଁକି ଆଜି ପର୍ଯ୍ୟନ୍ତ ନୂଆ ବଜେଟ୍ ଖର୍ଚ୍ଚ ହୋଇ ନାହିଁ ? : ଉତ୍ତର ଦେଲେ ଆଇନ ମନ୍ତ୍ରୀ

ବ୍ୟୁରୋ : ଆର୍ଥିକ ଅନୁଦାନ କାହିଁକି ଖର୍ଚ୍ଚ ହୋଇ ନାହିଁ । ଏ ପ୍ରଶ୍ନ ବିଜେଡି ବିଧାୟକ ରମେଶ ବେହେରା ପଚାରିଥିଲେ।ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ରଖୁଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଲେ ଯେ, ନିର୍ବାଚନ ଯୋଗୁଁ ଖର୍ଚ୍ଚ ହୋଇ ପାରିଲା ନାହିଁ । ଯାହାକୁ ନେଇ ବିରୋଧୀ ଦଳ ଉପ…
Read More...

ସଂଗଠନ ପର୍ବ ‘ରାଜ୍ୟ କର୍ମଶାଳା’ରେ ଯୋଗ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସଂଗଠନ ପର୍ବ ‘ରାଜ୍ୟ କର୍ମଶାଳା’ରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକୁ ସଠିକ ଭାବେ ତୃଣମୂଳ ସ୍ତରରେ କ୍ରିୟାନ୍ୱୟନ…
Read More...

କଂଗ୍ରେସକୁ କଡା ସମାଲୋଚନା କଲେ ଆଇନ ମନ୍ତ୍ରୀ

କଂଗ୍ରେସକୁ କଡା ଭାଷାରେ ସମଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ ବିରୋଧୀ । ଧ୍ବଂସ ଆଡକୁ ଯାଉଛି କଂଗ୍ରେସ । ମାଇକ୍ରୋସ୍କୋପ ଲଗେଇକି ଦେଖିଲେ ବି କଂଗ୍ରେସର ସତ୍ତା ନଜରକୁ ଆସିବନି । କଂଗ୍ରେସ ପକ୍ଷଘାତର ଶିକାର ହୋଇଛି । ଚାଲୁ…
Read More...