ଭୁବନଶ୍ୱେର; ଅତୀତ ରେ ଆମ ଦଳ ଭୁଲ କରିଛି । ବିଜେପି ରେ ଟିକେଟ ପାଇଥିବା କିଛି ପାର୍ଥି ଙ୍କୁ ଆଣିକି ଆମ ଦଳ ରେ ନେଲେ ।ବର୍ତମାନ ସେମାନେ ସାଂସଦ ମାନଙ୍କୁ ନେଇଯାଉଛନ୍ତି । ଏହା ଉଭୟ ଦଳ ପାଇଁ କ୍ଷତିକାରକ । ଏତେ ବର୍ଷ କ୍ଷମତାରେ ରହିଲା ପରେ ଗୋଟେ ନିର୍ବାଚନ ମଣ୍ଡଳୀ ପାଇଁ ଭଲ ସବଳ ପ୍ରାର୍ଥୀ ତିଆରି କରିପାରିଥାନ୍ତୁ । ଅନ୍ୟ ଦଳ ରୁ ଧାର ଆଣିବା ଆମେ ଭୁଲ କରିଛୁ । ବିଜେପି ଯାହା କରୁଛି ସେଟା ବି ଭୁଲ । ଏହା ବୁମେରାଙ୍ଗ ହେବ । ଆଦର୍ଶ ବଦଳିନଥିବା ଲୋକଙ୍କୁ ଆଣି ରାତି ଅଧରେ ଆଣି ସକାଳୁ ପାର୍ଥି କଲେ ସେମାନେ ହାରୁଛନ୍ତି । ଆଦର୍ଶ ଜନିତ ସଙ୍କଟ ରହୁଛି । ସେମାନଙ୍କୁ ଭରସା କରି ଦଳ ଆଗେଇପାରିବ ନାହିଁ ଜ୍ଝଏହା ଦ୍ୱାରା ଦଳ ର କ୍ଷତି ହେଉଛି ଜ୍ଝ ଏହା ଭଲ ପରମ୍ପରା ନୁହେଁ ଜ୍ଝ ନବୀନ ବାବୁ ବିଧାନସଭା ଆସିବା ଫଳ ରେ ଭଲ ମେସେଜ ଯାଉଛି । କର୍ମୀ ଉତ୍ସାହିତ ହେଉଛନ୍ତି ଜ୍ଝନବୀନ ଜିଲ୍ଲା ଗସ୍ତ କଲେ ଭଲ । କର୍ମୀ ଙ୍କ ମନୋବଳ ବଢିବ ଜ୍ଝକିଛି ଲୋକ ଆଶା ଛାଡି ଦଳ ଛାଡ଼ୁଛନ୍ତି । କିଛି ବ୍ଲକ ରେ ଅଧକ୍ଷ ଛାଡିକି ପଳେଇଲେଣି ।