Browsing Category

ଓଡିଶା

ରାଜ୍ୟସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୬ରେ ବିଧାନସଭା ମୁଲତବୀ

Bhubaneswar: ରାଜ୍ୟସଭା ନିର୍ବାଚନ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଓଡିଶା ବିଧାନସଭାର କାର୍ଯ୍ୟକଳାପ ଚାଲିବ ନାହିଁ। ସେହିଦିନ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବାକୁ ଥିବାରୁ ବିଧାନସଭାକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଏନେଇ ବିଧାନସଭାର…
Read More...

ଯୁବକଙ୍କ ଉନ୍ମକ୍ତ କାଣ୍ଡ, ମଦ ନିଶାରେ ଚଡ଼ିଥିଲେ ଟାୱାର ଉପରକୁ…

ପାତ୍ରପୁର, ବ୍ରହ୍ମପୁର ଜିଲ୍ଲା ଜରଡା ଥାନା ଅନ୍ତର୍ଗତ ତଣ୍ଡିପୁର ଗ୍ରାମରେ ଗତକାଲି ରାତିରେ ଏକ ନିଶାସକ୍ତ ଯୁବକଙ୍କ ଉନ୍ମକ୍ତ କାଣ୍ଡ ଦେଖିବାକୁ ମିଳିଛି । ତଣ୍ଡିପୁର ଗ୍ରାମ ଦଳିତ ସାହି ନିକଟରେ ଥିବା ଏଇର୍ଟେଲ୍ ଟାୱାର ଉପରକୁ ମଦ ନିଶାରେ ଚଡ଼ିଥିଲେ। ଯୁବକ ଜଣକ ହେଲେ ଉକ୍ତ ଦଳିତ ସାହିର…
Read More...

ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ

ବାଲେଶ୍ୱର ସାଂସଦ ପ୍ରତାପ ଶଡଙ୍ଗୀ ଖୋଲିଲେ । କହିଲେ, ଅତୀତରେ ଘୋଡା ବେପାରରେ ମୋତେ ଅଫର କରିଥିଲେ ନବୀନ । ମୋତେ କିଣିବାକୁ ଚେଷ୍ଟା କରିଥିଲେ, ଏବଂ ମୋ ପାଖକୁ ନେତାଙ୍କୁ ପଠେଇଥିଲେ । କିନ୍ତୁ ମୁଁ ମନା କରିଥିଲି ଏବେ ବି ଚାହୁଁଛନ୍ତି, ହେଲେ କରିପାରୁ ନାହାନ୍ତି କାରଣ ତାଙ୍କର ଆଉ ସେ କ୍ଷମତା…
Read More...

ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ

ଶୁକ୍ରବାର ରାଜ୍ୟ ସରକାର ଜମ୍ମୁ ଓ କାଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ରଶ୍ମିରଞ୍ଜନ ସ୍ୱାଇଁଙ୍କୁ ଓଡ଼ିଶା ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ଏହା ସହ ରଶ୍ମିରଞ୍ଜନ ହୋଉଛନ୍ତି ଆୟୋଗର ପ୍ରଥମ ଅଧ୍ୟକ୍ଷ । ଏନେଇ ଗତବର୍ଷ ନଭେମ୍ବର ମାସ ୨୧ ତାରିଖରେ…
Read More...

ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଲୁଚିଥିଲା ଗାଁର ପାଣି ଟାଙ୍କି ଉପରେ

ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଗରିଆପାଲି ଗ୍ରାମରେ ଟ୍ରିପଲ ମର୍ଡର ଘଟଣାରେ ଚାଞ୍ଚଲ୍ୟ । ହତ୍ୟା କରି ଫେରାର୍‌ ହୋଇଯାଇଥିବା ଅଭିଯୁକ୍ତ ଲୁଚିଥିଲା ଗାଁର ପାଣି ଟାଙ୍କି ଉପରେ । ଖବର ପାଇ ଘଟଣା ସ୍ଥଳକୁ ପୋଲିସ ଓ ଦମକଳବାହିନୀ ପହଞ୍ଚିଥିଲେ । ପାଣି ପ୍ରକଳ୍ପ ଉପରକୁ ଦମକଳ…
Read More...

ଘରୋଇ ବଜାରରେ ଅଣ୍ଡା ମୂଲ୍ୟ ହ୍ରାସ ପାଇଛି…

ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ସଂଘର୍ଷ ଏବଂ ଉତ୍ତେଜନା ବର୍ତ୍ତମାନ ଭାରତୀୟ ରୋଷେଇ ଘର ଉପରେ ସିଧାସଳଖ ପ୍ରଭାବ ପକାଉଛି। ଉପସାଗରୀୟ ଦେଶଗୁଡ଼ିକୁ ରପ୍ତାନିରେ ଗୁରୁତ୍ୱପୂର୍ଣ୍ଣ ବାଧା ଯୋଗୁଁ ଘରୋଇ ବଜାରରେ ଅଣ୍ଡା ମୂଲ୍ୟ ହ୍ରାସ ପାଇଛି। ଗତ କିଛି ସପ୍ତାହ ମଧ୍ୟରେ ସମଗ୍ର କର୍ଣ୍ଣାଟକରେ…
Read More...

ଜଙ୍ଗଲ ଅଗ୍ନିକାଣ୍ଡର ପ୍ରତିରୋଧ ପ୍ରସ୍ତୁତି ଓ ପରିଚାଳନା ବାବଦରେ ସାମ୍ବାଦିକ ସମ୍ମିଳନୀ

ଜଙ୍ଗଲ ଅଗ୍ନିକାଣ୍ଡର ପ୍ରତିରୋଧ ପ୍ରସ୍ତୁତି ଓ ପରିଚାଳନା ବାବଦରେ ସାମ୍ବାଦିକ ସମ୍ମିଳନୀ । ୨୦ ୨୬ ବର୍ଷ ପାଇଁ ଗଜପତି ଜିଲ୍ଲାରେ ଜଙ୍ଗଲ ଅଗ୍ନିକାଣ୍ଡକୁ ପ୍ରତିରୋଧ ଓ ପରିଚାଳନା ସମ୍ବନ୍ଧୀୟ ଜିଲ୍ଲା କାର୍ଯ୍ୟ ଯୋଜନାକୁ ଅନ୍ତିମ ରୂପ ଦେବା ପାଇଁ ୧୮.୧୨. ୨୦୨୫ ତାରିଖରେ ଏକ ବୈଠକ ଆୟୋଜିତ…
Read More...

ଇଦ୍ ପର୍ବ ପାଇଁ କିଶନନଗର ପୁଲିସର ପ୍ରସ୍ତୁତି ବୈଠକ…

ପବିତ୍ର ଇଦ୍-ଉଲ୍-ଫିତର୍ ପାଇଁ କଟକ ଜିଲ୍ଲା କିଶନନଗର ପୁଲିସର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପ୍ରହରାଜପୁର, ନାରଦା, ବାଲିଶୁକ୍ରୀ, ସାମନ୍ତରାପୁର ଗଡ଼ମା,ଥୋରିଆପଡା, ସୋମପୁର, ଶିର୍ଲ, ବାବୁଜଙ୍ଗ, ମୁର୍କୁଣ୍ଡି ଆଦି ଅଞ୍ଚଳର ମୁସଲମାନ ବସ୍ତିର ମୁରବୀମାନେ ଯୋଗଦେଇ ଆଲୋଚନାରେ…
Read More...

ନୟାଗଡ଼ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରେ ଲାଇଛି ନିଆଁ…

ଗ୍ରୀଷ୍ମ ଆରମ୍ଭ ରୁ ନୟାଗଡ଼ ବନଖଣ୍ଡ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରେ ଲାଇଛି ନିଆଁ। ନିଆଁ କୁ ଆୟତ କରିବାରେ ନାକେଦମ ବନ ବିଭାଗ। କୁତ୍ରୀମ ନିଆଁ ରେ ଜଳୁଛି ଜଙ୍ଗଲ। ନୟାଗଡ଼ ଦଶପଲ୍ଲା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ। ଟାକେରା ସେକ୍ସନର ବିଭିନ୍ନ ଜଙ୍ଗଲରେ ଭୟଙ୍କର ନିଆଁ ଜଳୁଛି। ପଶୁ ଶିକାର…
Read More...

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

Bhubaneswar: ବିଜେପିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ Jiban Pradip Das। Rabindra Jena ବିଜେପିରେ ସାମିଲ୍ ହେବା ପରେ ସେ ଏହି ସିଦ୍ଧାନ୍ତ ନେଇଥିବା କହିଛନ୍ତି। ଏନେଇ ଆୟୋଜିତ ପ୍ରେସମିଟ୍‌ରେ ଜୀବନ ପ୍ରଦୀପ ଦାଶ ତାଙ୍କ ଇସ୍ତଫାର କାରଣ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ,…
Read More...