Browsing Category
ଓଡିଶା
ଘୂର୍ଣ୍ଣିବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ସୁରେଶ ପୂଜାରୀ
ମାନ୍ୟବର ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଆଜି ବିଧାନସଭାରେ ରାଜ୍ୟସଭା ପାଇଁ ଭୋଟ ଦେଇ ସାରିବା ପରେ ନିଜ କାର୍ଯ୍ୟାଳୟ କକ୍ଷରେ ବସି ଗତକାଲି ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଅଞ୍ଚଳରେ ଘଟିଥିବା ଘୂର୍ଣ୍ଣିବାତ୍ୟାରେ ହୋଇଥିବା ଧନଜୀବନର କ୍ଷୟକ୍ଷତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ ଫୋନ୍…
Read More...
Read More...
ବ୍ରହ୍ମଗିରି ବିଧାୟିକାଙ୍କ ଭୋଟକୁ ନେଇ ଦେଖାଦେଇଛି ବିବାଦ
ଚାଲିଛି ରାଜ୍ୟସଭା ନିର୍ବାଚନ ଲାଗି ମତଦାନ । ବିଧାନସଭାର ୫୪ ନମ୍ବର ରୁମରେ ଚାଲିଛି ଭୋଟିଂ। ୪ଟି ରାଜ୍ୟସଭା ଆସନରେ ୫ ପ୍ରାର୍ଥୀ ଙ୍କ ଚାଲିଛି ଲଢେଇ । କାହାର ହେବେ ରାଜ୍ୟସଭା ଆସନ, କିଏ ମାରିବ ବାଜି ସେ ନେଇ ବଢୁଛି ଉତ୍କଣ୍ଠା । ସକାଳ ୯ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୪ଟା…
Read More...
Read More...
ପ୍ରଥମ ପର୍ଯ୍ୟାୟରେ ବାହାରିଲେ ୨୫ ଶହ ରୁ ତିନି ହଜାର ଅଲିଭ ରିଡିଲ କଇଁଛ ଶାବକ
ଅଣ୍ଡାରୁ ବାହାରିଲେ କଇଁଛ ଶାବକ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡ ,ବାଲିଅଁଳା ,ଖିରିସାହି ସମୁଦ୍ର କୂଳରେ ଥିବା ଅସ୍ଥାୟୀ କଇଁଛ ସୁରକ୍ଷା ଶିବିର ରୁ ବାହାରିଲେ ପ୍ରଥମ ପର୍ଯ୍ୟାୟରେ ୨୫ ଶହ ରୁ ତିନି ହଜାର ଅଲିଭ ରିଡିଲ କଇଁଛ ଶାବକ । ଗତ ଫେବୁଆରି ମାସ ଠାରୁ ଅଲିଭ ରିଡିଲେ କଇଁଛ…
Read More...
Read More...
ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ମାଓଗଡ
ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ମାଓଗଡ । ଦିନକୁ ଦିନ ମାଓବାଦୀ ମାନେ ହିଂସା ପଥକୁ ତ୍ୟାଗ କରି ଆତ୍ମ ସମର୍ପଣ କରୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ୨୦୧୧ ରୁ ମାଓବାଦୀଙ୍କ ଚଳପ୍ରଚଳ ରହିଥିବା ବେଳେ ଜିଳ୍ଲାର ୧୩ଟି ବ୍ଳକରୁ ୧୧ଟି ବ୍ଲକ ମାଓ ଅଧ୍ୟୁଷିତ ଅଞ୍ଚଳ ଥିଲା । ଜିଲ୍ଲାରେ କେକେବିଏନ (…
Read More...
Read More...
ରାସ୍ତାଘାଟରୁ ହଟିବେ ଶିଶୁ ଭିକ୍ଷୁକ: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ନିର୍ଦ୍ଦେଶ
ରାଜ୍ୟର ବିଭିନ୍ନ ସହରର ଟ୍ରାଫିକ ଛକ, ବସଷ୍ଟାଣ୍ଡ ଏବଂ ସର୍ବସାଧାରଣ ସ୍ଥାନରେ ଶିଶୁ ଭିକ୍ଷାବୃତ୍ତିକୁ ରୋକିବା ପାଇଁ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR) ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏନେଇ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଜିଲ୍ଲାପାଳ, ପୋଲିସ…
Read More...
Read More...
ପୁଷ୍ପା ଷ୍ଟାଇଲରେ ଆତଙ୍କ ସୃଷ୍ଟି କରିବା ପଡିଲା ମହାଙ୍ଗା
ପୁଷ୍ପା ଷ୍ଟାଇଲରେ ଆତଙ୍କ ସୃଷ୍ଟି କରିବା ସହ ଦାଦାଗିରି ଦେଖାଇବା ପଡିଲା ମହାଙ୍ଗା । ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଲା ପୋଲିସ । କିଛିଦିନ ତଳେ ଜଣେ ଆଇନଜିବିଙ୍କୁ ଆକ୍ରମଣ ଓ ଗୌତମ ନଗର କଦଳୀ ଗୋଦାମ ଅଞ୍ଚଳରେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରି ଜଣେ ଓକିଲ ଙ୍କୁ ଆକ୍ରମଣ କରିଥିବା…
Read More...
Read More...
ସାପ୍ତାହିକ ହାଟ ସମସ୍ୟା ପାଇଁ ଜନତା-ପୋଲିସ ବୈଠକ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ହିନ୍ଦୋଳ ଏନଏସି ର ବହୁ ପୁରାତନ ହାଟରେ ସୁଧାର ଆଣିବାପାଇଁ ଅତିରିକ୍ତ ଏସପିଙ୍କ ଉଦ୍ୟମରେ ପୋଲିସ-ଜନତା ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖବରରୁ ପ୍ରକାଶ ହିନ୍ଦୋଳ ଏନଏସି ୱାର୍ଡନଂ-୮ ଗୁଣ୍ଡିଚାମଣ୍ଡପ ହାଟପଡିଆରେ ବହୁବର୍ଷଧରି…
Read More...
Read More...
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଶାମ୍ଭବୀ ପୁରସ୍କାର–୨୦୨୬ ପ୍ରଦାନ
Bhubaneswar: ୨୦୨୬ ବର୍ଷ ପାଇଁ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ପକ୍ଷରୁ ଶାମ୍ଭବୀ ପୁରସ୍କାର ପ୍ରଦାନ କରାଯାଇଛି। ସାମୁଦାୟିକ ବିକାଶ ଓ ସମାଜ ସେବା କ୍ଷେତ୍ରରେ ଅପୂର୍ବ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ଓ ସଂଗଠନଙ୍କୁ ଏହି ସମ୍ମାନ ଦିଆଯାଇଛି। ଓଡ଼ିଶାର ବୟନ ଶିଳ୍ପକୁ ସାମକାଳୀନ ବଜାର ସହ…
Read More...
Read More...
ରାଜ୍ୟସଭା ପ୍ରାର୍ଥୀତ୍ବ ନେଇ କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଧୋସଙ୍କ ଅସନ୍ତୋଷ, ବିଜେଡି ଉପରେ ଲଗାଇଲେ ଅଭିଯୋଗ
Bhubaneswar: ରାଜ୍ୟସଭା ନିର୍ବାଚନକୁ ନେଇ ଓଡ଼ିଶାର ରାଜନୀତିରେ ଚର୍ଚ୍ଚା ଜୋରଦାର ହୋଇଛି। ପ୍ରାର୍ଥୀତ୍ବ ଓ ଦଳର ଆଭିମୁଖ୍ୟକୁ ନେଇ କଂଗ୍ରେସ ବିଧାୟକ ସୋଫିଆ ଫିରଦୌସ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ବର୍ତ୍ତମାନ ସ୍ଥିତି ପାଇଁ ବିଜୁ ଜନତା ଦଳ (ବିଜେଡି)…
Read More...
Read More...
ରାଜ୍ୟସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୬ରେ ବିଧାନସଭା ମୁଲତବୀ
Bhubaneswar: ରାଜ୍ୟସଭା ନିର୍ବାଚନ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଓଡିଶା ବିଧାନସଭାର କାର୍ଯ୍ୟକଳାପ ଚାଲିବ ନାହିଁ। ସେହିଦିନ ପୂର୍ବାହ୍ଣ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବାକୁ ଥିବାରୁ ବିଧାନସଭାକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ଏନେଇ ବିଧାନସଭାର…
Read More...
Read More...