Browsing Category
ଓଡିଶା
ଆସନ୍ତା ୨୮ରେ ବାର ଆସୋସିଏସନ ନିର୍ବାଚନ, ମତଦାନ କରିବେ ୩୮ ହଜାରରୁ ଅଧିକ ଆଇନଜୀବୀ
Bhubaneswar: ଆସନ୍ତା ୨୮ ତାରିଖରେ ବାର ଆସୋସିଏସନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ Odisha State Bar Council (OSBC) ଅଧ୍ୟକ୍ଷ Sitanshu Mohan Dwibedi ସୂଚନା ଦେଇଛନ୍ତି। ରାଜ୍ୟ ଆଇନଜୀବୀ ପରିଷଦ ସହ ଅନୁବନ୍ଧିତ ୧୫୮ଟି ବାର ଆସୋସିଏସନରେ ଏହି ନିର୍ବାଚନ ହେବ।…
Read More...
Read More...
ଆୟ ବହିର୍ଭୂତ ସମ୍ପତି ମାମଲାରେ କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟ ଭିଜିଲାନ୍ସ ହାତରେ ଗିରଫ
ଭୁବନେଶ୍ଵର: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କଟକ ଜିଲ୍ଲାର କଣ୍ଟାପଡା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି। ସୂଚନା ଅନୁସାରେ, ବୁଧବାର ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ପ୍ରସନ୍ନ ସାମନ୍ତରାୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତି ଠୁଳ…
Read More...
Read More...
ରାଜ୍ୟରେ ୧୩ ଆଇଏଏସ ଅଫିସରଙ୍କ ଅଦଳବଦଳ, ୨୦୨୨ କ୍ୟାଡରର ୫ ଅଧିକାରୀ ଉପଜିଲ୍ଲାପାଳ ନିଯୁକ୍ତ
ଭୁବନେଶ୍ଵର: ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ଼ ପରିବର୍ତ୍ତନ କରିଛନ୍ତି। ମୋଟ ୧୩ ଜଣ ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ପଦବୀ ଓ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ସେଥିମଧ୍ୟରୁ ୨୦୨୨ କ୍ୟାଡରର ୫ ଜଣ ଆଇଏଏସ ଅଧିକାରୀଙ୍କୁ ଉପଜିଲ୍ଲାପାଳ (Sub-Collector) ଭାବେ ନିଯୁକ୍ତ କରାଯାଇଛି। ଏନେଇ ସରକାରୀ…
Read More...
Read More...
ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ନୂଆ ଅମୃତ ଭାରତ ଟ୍ରେନ
ଓଡିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି। ଏହା ସହିତ ଦୁଇଟି ସ୍ବତନ୍ତ୍ର ରେଳସେବାକୁ ନିୟମିତ ରେଳସେବାରେ ପରିଣତ କରିବା ପାଇଁ…
Read More...
Read More...
ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ
ମଧ୍ୟପ୍ରାଚ୍ୟରେ ସମ୍ପ୍ରତି ଚାଲିଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ସେଠାରେ ଅନେକ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି । ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଘଟଣା…
Read More...
Read More...
ରାଜ୍ୟ ସମେତ ଢେଙ୍କାନାଳରେ ଦେଖାଦେଇଛି ଏଲପିଜି ଗ୍ୟାସ ସଙ୍କଟ
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମିବା ବଦଳରେ ବଢିବାରେ ଲାଗିଛି। ଆଉ ଏପଟେ ଯୁଦ୍ଧ ପରିସ୍ଥିତି ଯୋଗୁଁ ସାରା ରାଜ୍ୟ ସମେତ ଢେଙ୍କାନାଳରେ ମଧ୍ୟ ଏଲପିଜି ଗ୍ୟାସ ସଙ୍କଟ ଦେଖାଦେଇଛି।ଗ୍ୟାସ ଟାଙ୍କି ନେବାକୁ ସିଧା ଡିପୋରେ ପହଞ୍ଚୁଛନ୍ତି ଗ୍ରାହକ।ଗ୍ୟାସ ସଙ୍କଟକୁ ନେଇ ଢେଙ୍କାନାଳରେ ନୁଆ ଏସ୍ ଓ ପି ମଧ୍ୟ…
Read More...
Read More...
ମନମୁଖୀ ଭାବରେ ଅନୁପସ୍ଥିତ ରହିବା ପଡିଲା ମହଙ୍ଗା
ବନ୍ଦ ହେଲା ନୋଡାଲ ଅଫିସରଙ୍କ ମାସକର ଦରମା । ଜଗତସିଂହପୁର ଜିଲ୍ଲାରେ ୬୯ ମଣ୍ଡି ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ୬୯ ଧାନ ମଣ୍ଡି ଦାୟିତ୍ୱରେ ଥିବା ନୋଡାଲ ଅଫିସର ମାନେ ଧାନ କ୍ରୟ କେନ୍ଦ୍ରରେ ମନମୁଖୀ ଭାବରେ ଅନୁପସ୍ଥିତ…
Read More...
Read More...
ଭୁବନେଶ୍ୱରରେ କାଠ ଓ କୋଇଲା ଚୁଲା ବ୍ୟବହାର କଟକଣା ହଟାଇପାରେ ବିଏମସି
ଭୁବନେଶ୍ଵର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ବାୟୁ ପ୍ରଦୂଷଣ ରୋକିବା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା କାଠ ଓ କୋଇଲା ଚୁଲା ବ୍ୟବହାର ଉପରେ ଥିବା କଟକଣାକୁ ହଟାଇବାକୁ ବିଏମସି ଚିନ୍ତା କରୁଛି। ଏନେଇ ବିଏମସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି।…
Read More...
Read More...
ହୋଲି ଏବଂ ଦୋଳ ସ୍ପେଶାଲ ହେବ ଚତୁର୍ଥ ପଥ ମହୋତ୍ସବ…
ଜଟଣୀରେ ହେବାକୁ ଥିବା "ଚତୁର୍ଥ ପଥ ଉତ୍ସବ" ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଶ୍ରୀଯୁକ୍ତ ବିଜୁ ଛୋଟରାୟ ନେତୃତ୍ୱରେ ଏବଂ ଡଃ ରୁଷି ପଟ୍ଟନାୟକଙ୍କ ସଂଯୋଜନାରେ ଜଟଣୀ ବ୍ଲକ କାର୍ଯ୍ୟାଳୟ ପରିସରରେ ,ଅନୁଷ୍ଠିତ ହୋଇଯାଇଛି। ଏବେ ଚାରିଆଡ଼େ ଦୋଳ ମେଲଣ ଚାଲିଛି ଆଉ ରଙ୍ଗର ଅବିର ଖେଳ ହଉଚି ତେଣୁ,ତାକୁ…
Read More...
Read More...
ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା
ଭୁବନେଶ୍ଵର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ପୂର୍ବତନ ବାଲେଶ୍ୱର ସାଂସଦ ଓ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଶଙ୍ଖ ଛାଡି ପଦ୍ମ ଧରିଛନ୍ତି। ବୁଧବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକମାନଙ୍କ ସହ ସେ ବିଜେପିରେ…
Read More...
Read More...