Browsing Category

ଓଡିଶା

ମାଡ଼ି ଆସୁଛି ବାତ୍ୟା ‘ଅକଭାନ୍’; ଓଡ଼ିଶାର ଅନେକ ଜିଲ୍ଲା ପାଇଁ ବର୍ଷା ସତର୍କତା ଜାରି କଲା IMD

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ କ୍ଷେତ୍ର ନଭେମ୍ବର ୧୬ ସୁଦ୍ଧା ଘୂର୍ଣ୍ଣିବଳୟ 'ଅକଭାନ୍' (Akvan) ରୂପ ନେଇ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ନଭେମ୍ବର ୧୮ ଏବଂ ୧୯…
Read More...

ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ!

ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତବର୍ଷ ଐତିହାସିକ କଟକ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ୨୪ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି କଟକରେ ପହଞ୍ଚି ବାଲିଯାତ୍ରା…
Read More...

ଓଡ଼ିଶା ୬୨୫ କୋଟି ଟଙ୍କା ମୂଲ୍ୟର ପାଞ୍ଚଟି ‘ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍’ ପ୍ରକଳ୍ପକୁ ମଞ୍ଜୁରୀ; ୭୨,୦୦୦…

ଭୁବନେଶ୍ୱର: ଓଡ଼ିଶା ସରକାର ଗୋଟିଏ ମାସ ମଧ୍ୟରେ ୬୨୫.୪୭ କୋଟି ଟଙ୍କା ମୂଲ୍ୟର ପାଞ୍ଚଟି 'ଇନ୍‌ଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍' (ISS) ବା ନଦୀ ମଧ୍ୟରେ ଜଳ ସଂରକ୍ଷଣ ଢାଞ୍ଚା ପ୍ରକଳ୍ପକୁ ପ୍ରଶାସନିକ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକର ଲକ୍ଷ୍ୟ ହେଉଛି ପାଞ୍ଚଟି ଜିଲ୍ଲାରେ…
Read More...

ମୋଟର ଯାନ ଆଇନ ଉଲ୍ଲଂଘନ ଅଭିଯୋଗରେ ଓଡ଼ିଶାରେ ଉବର ଓ ରାପିଡୋ ସେବା ବନ୍ଦ!

ଭୁବନେଶ୍ୱର: ମୋଟର ଯାନ ଆଇନର ଉଲ୍ଲଂଘନ ଦର୍ଶାଇ ରାଜ୍ୟରେ ଘରୋଇ ଭାବରେ ପଞ୍ଜିକୃତ ଦୁଇ ଚକିଆ ଯାନ ବ୍ୟବହାର କରି ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ଉବେର ଏବଂ ରାପିଡୋକୁ ନିର୍ଦ୍ଦେଶ ଦେଇଛି। ଏବଂ ଏଥିରେ ଅନଧିକୃତ ଭାବେ ବ୍ୟବହାର କରାଯାଉଥିବା ଦୁଇ ଚକିଆ ଯାନ…
Read More...

ବାଲିପାଟଣାରୁ ମାଉଜର ସହ ୨ଟି ବନ୍ଧୁକ ଜବତ, ଅଭିଯୁକ୍ତ ଗିରଫ

ରାଜଧାନୀ ଉପକଣ୍ଠ ବାଲିପାଟଣାରୁ ବନ୍ଧୁକ ଜବତ। ଅଭିଯୁକ୍ତ ନିକଟରୁ ଗୋଟିଏ ମାଉଜର, ଦୁଇଟି ବନ୍ଧୁକ ଓ ୮ଟି ଗୁଳି ଜବତ କରିଛି ପୋଲିସ। ଏଥିସହ ଏକ ଥାର୍ ଗାଡ଼ି ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତ କାଳିଆ ନାମରେ ପୂର୍ବରୁ ୫ଟି ବନ୍ଧୁକ ସମ୍ପର୍କିତ ମାମଲା ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…
Read More...

ଲୁହା ବୋଝେଇ ଟ୍ରେଲର ପୋଲିସ ଭ୍ୟାନକୁ ଧକ୍କା ଦେବାରୁ ଦୁଇ ପୋଲିସ କର୍ମଚାରୀ ମୃତ

ଭଦ୍ରକ: ଓଡ଼ିଶାର ଭଦ୍ରକ ଜିଲ୍ଲାରେ ଗୁରୁବାର ବିଳମ୍ବିତ ରାତିରେ ଏକ ଲୁହା ବୋଝେଇ ଟ୍ରେଲର ସହ ପୋଲିସ ଭ୍ୟାନର ମୁହାଁମୁହିଁ ଧକ୍କା ହେବା ଫଳରେ ପୁରୀ ଜିଲ୍ଲାର ଦୁଇଜଣ ପୋଲିସ କନଷ୍ଟେବଳ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ସହକାରୀ ଉପ-ନିରୀକ୍ଷକ (ASI), ଜଣେ ହୋମ୍ ଗାର୍ଡ ଏବଂ ଭ୍ୟାନ…
Read More...

ମିନି ମାରାଥନ ପାଈଁ ପ୍ରସ୍ତୁତି ବୈଠକ

ବଡ଼ଚଣା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଆୟୋଜିତ ମୋ ବଡ଼ଚଣା ପକ୍ଷରୁ ଆଗମୀ ନଭେମ୍ବର ୧୪ ତାରିଖରେ ମିନି ମାରାଥନ ତଥା ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଏହି ପ୍ରତିଯୋଗିତା ଗତ ବର୍ଷ କୌଣସି କାରଣରୁ ବନ୍ଦ ରହିଥିଲା କିନ୍ତୁ ଚଳିତ ବର୍ଷ…
Read More...

Breaking News: ଖୋର୍ଦ୍ଧାରେ ସ୍କୁଲ୍ ଅଟୋ ସହ ଆମ ବସ୍‌ର ମୁହାଁମୁହିଁ ଧକ୍କା; ୫ ଛାତ୍ରଛାତ୍ରୀ ଆହତ

ଭୁବନେଶ୍ୱର: ଶୁକ୍ରବାର ଦିନ ଖୋର୍ଦ୍ଧାର ପିଟାପଲି ଛକରେ ଏକ 'ଆମ ବସ୍' (Ama Bus) ସହିତ ଏକ ସ୍କୁଲ୍ ଅଟୋର ମୁହାଁମୁହିଁ ଧକ୍କା ହେବା ଫଳରେ ଅନ୍ତତଃ ପାଞ୍ଚ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (DHH) ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ଆହତ…
Read More...

ମୋଟା ଦରମା, ଆଇଆଇଟି ଡିଗ୍ରୀ ବି ଫେଲ୍ ! କ୍ୱାଲକମ୍ ଛଟେଇରେ ଚାକିରି ହରାଇଲେ ଯୁବ ଇଞ୍ଜିନିୟର

ଟେକ୍ ଇଣ୍ଡଷ୍ଟ୍ରିରେ ପୁଣି ଛଟେଇ ଝଡ଼। ଯେଉଁ ଚାକିରି ପାଇଁ ବର୍ଷ ବର୍ଷ ଧରି ସଂଘର୍ଷ କରିଥିଲେ, ଯେଉଁ ଡିଗ୍ରୀ ପାଇଁ ଦିନରାତି ଏକ କରିଥିଲେ, ଶେଷରେ ସେହି ଚାକିରି ହିଁ ହାତଛଡ଼ା ହୋଇଛି। ଆଇଆଇଟି ହାଇଦ୍ରାବାଦରୁ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିବା ସହ ବାର୍ଷିକ ୨୬ ଲକ୍ଷରୁ ଅଧିକ ଟଙ୍କାର…
Read More...

ସାମ୍ବାଦିକ ସଂଘ ପକ୍ଷରୁ ଅଙ୍ଗଦାନ ସଚେତନତା

ନିମାପଡ଼ାରେ ଜାତୀୟ ପ୍ରେସ୍ ଦିବସ ପାଳନ ସହ ଅଙ୍ଗଦାନ ସଚେତନତା କାର୍ଯ୍ୟକ୍ରମ ,ନିମାପଡ଼ା ବ୍ଲକ ଦିଘାଳସ୍ଥିତ ମନସାକାନନ ପୀଠ ପରିସରରେ ନିମାପଡ଼ା ସାମ୍ବାଦିକ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ୍ ଦିବସ ପାଳନ ଅବସରରେ ଅଙ୍ଗଦାନ…
Read More...