Browsing Category
ଓଡିଶା
ପୋଲିସର ଭୟ ଦେଖାଇ ଲୁଟି ବନ୍ଧା ହେଲେ ୩ ହୋମଗାର୍ଡ
ରାୟଗଡା:- ପୁଣି ଖକୀରେ ଲାଗିଲା ଦାଗ । ପୋଲିସର ଭୟ ଦେଖାଇ ଲୁଟି ବନ୍ଧା ହେଲେ ୩ ହୋମଗାର୍ଡ । ୩ ହୋମଗାର୍ଡଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ରାୟଗଡା ଟାଉନ୍ ପୋଲିସ । ପରାଧୀ ମାନେ ଜଣେ ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଓ ସୁନା ଚେନ୍ ଲୁଟି ଥିଲେ । ପୋଲିସ ଭୟ ଦେଖାଇ ଲୁଟିଥିବା ନେଇ…
Read More...
Read More...
ଥାନାରେ ବିଷାକ୍ତ ତରଳ ପିଇଥିବା ଘଟଣାରେ ପୁରୁଷ ବନ୍ଧୁ ଗିରଫ
ବ୍ରହ୍ମପୁର: ଥାନାରେ ବିଷାକ୍ତ ତରଳ ପିଇଥିବା ଘଟଣାରେ ପୁରୁଷ ବନ୍ଧୁ ଗିରଫ । ନାବାଳିକାକୁ ଅପହରଣ ଅଭିଯୋଗରେ ପୁରୁଷ ବନ୍ଧୁ ଗିରଫ । ନାବାଳିକାଙ୍କ ବାପା ମାଆଙ୍କ ଅଭିଯୋଗରେ ବାନ୍ଧିଲା ପୋଲିସ । ଯୁବତୀ ଜଣଙ୍କ କଣ ପିଇଛନ୍ତି ତଦନ୍ତ କରୁଛି ପୋଲିସ । କାଲି ଗୋପାଳପୁର ଥାନାରେ ବିଷାକ୍ତ ତରଳ ପିଇ…
Read More...
Read More...
ରେଳବାଇ ବୁକିଙ୍ଗ କାଉଣ୍ଟରରୁ ଗଞ୍ଜା ଚୋରେଇ ନେଲେ ଯୁବକ
ଭୁବନେଶ୍ୱର:- ଗଞ୍ଜା ଚୋରି ଅଭିଯୋଗରେ ଜଣେ ଗିରଫ। ଭୁବନେଶ୍ୱର ରୁ ବୁକିଂ ହେଇ ଯାଉଥିଲା ନାଗପୁର୍ ଗଞ୍ଜା। ଯାହାକୁ ବୁକିଙ୍ଗ କାଉଣ୍ଟରରୁ ଚୋରେଇ ନେଲେ ଯୁବକ। ରେଳବାଇ ସମ୍ପତ୍ତି ଚୋରି ଅଭିଯୋଗରେ ଜଣେ ଗିରଫ। ଗିରଫ ଯୁବକ ଜଣକ ହେଲେ ଓମ୍ ଦଳେଇ। ଓମ୍ ଦଳେଇଙ୍କୁ ଗିରଫ କରିଛି ଆର୍. ପି.ଏଫ୍। ତେବେ…
Read More...
Read More...
ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପୁଣି ବୁଡିଲା ପୋଲ
ମାଲକାନଗିରି:- ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପୁଣି ବୁଡିଲା ପୋଲ । କାଙ୍କୁରୁକୋଣ୍ଡା ପୋଲ ଉପରେ ଚାରି ରୁ ପାଞ୍ଚ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହବା ସହ ୩୨୬ ନମ୍ବର ଜାତୀୟ ରାଜପଥର ଉପରେ ମଧ୍ୟ ବନ୍ୟା ପାଣି ପ୍ରଭାବିତ ହବାର ଦେଖିବାକୁ ମିଳିଛି । ଯାହା ଫଳରେ ୩୨୬ ନମ୍ବର…
Read More...
Read More...
ଟ୍ଵିନ ସିଟି କମିଶନରେଟ ପୋଲିସ ସ୍ତରରେ କରାଯାଇଛି ଅଦଳ ବଦଳ
ଭୁବନେଶ୍ୱର: ଟ୍ଵିନ ସିଟି କମିଶନରେଟ ପୋଲିସ ସ୍ତରରେ କରାଯାଇଛି ଅଦଳ ବଦଳ । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ଓଡିଶା ସରକାର । ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ତୁଷାରକାନ୍ତ ସେଠୀ ଥିଲେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି, ତାଙ୍କୁ ଭୁବନେଶ୍ୱର ୟୁପିଡି କଟକ ସଦର ଥାନା ଆଇଆଇସି ଭାବରେ…
Read More...
Read More...
ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣା, ମୟୂରଭଞ୍ଜ ଜାମଦାର ତହସିଲଦାର ମଧୁସ୍ମିତା ସିଂ ଗିରଫ
ସୁନ୍ଦରଗଡ: ମୟୂରଭଞ୍ଜ ଜାମଦାର ନିଲମ୍ବିତ ତହସିଲଦାର ଗିରଫ । ନିଲମ୍ବିତ ତହସିଲଦାର ମଧୁସ୍ମିତା ସିଂ ଗିରଫ । ମଧୁସ୍ମିତାଙ୍କୁ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା । ୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଅଭିଯୋଗରେ ମଧୁସ୍ମିତାଙ୍କୁ ଗିରଫ କରିଛି EOW । ପୂର୍ବରୁ ବେଲପାହାଡ଼ NAC…
Read More...
Read More...
ସାବେରୀ ନଦୀର ପ୍ରଖର ସ୍ରୋତରେ ୨୦ ଘଣ୍ଟା ଫସି ରହିଥିବା ଯୁବକଙ୍କୁ ଉଦ୍ଧାର କଲେ ବାୟୁବୀର
ମାଲକାନଗିରି:- ଦେବଦୂତ ସାଜି ନଦୀ ମଧ୍ୟରୁ ଯୁବକଙ୍କୁ ଉଦ୍ଧାର କଲେ ବାୟୁବୀର । ସାବେରୀ ନଦୀର ପ୍ରଖର ସ୍ରୋତରେ ୨୦ ଘଣ୍ଟା ଫସି ରହିବା ପରେ ହେଲିକପ୍ଟରରେ ଉଦ୍ଧାର କରାଗଲା ଯୁବକଙ୍କୁ । ସୁକୁମା ପ୍ରଶାସନ ପକ୍ଷରୁ କୋତାମାଟେରୁ ଗାଁର ଯୁବକ ଇର୍ମା ସୋଡିଙ୍କୁ ଉଦ୍ଧାର କଲା ସିଆରପିଏଫ୍ ।
ତେବେ…
Read More...
Read More...
ଗ୍ରାମପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ବଡଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ବଡଖଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ଶ୍ରୀନିବାସ ସେଠିଙ୍କ ସହ ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ସାଗରୀକା ଷଡଙ୍ଗୀଙ୍କ ତହସିଲଦାର ଶ୍ରୀ ତପନ ମହାପାତ୍ର, ତତ୍ତ୍ଵାବଧାନରେ ପଞ୍ଚାୟତ…
Read More...
Read More...
ପୁଣି MKCGରେ ରାଗିଂ ଅଭିଯୋଗ, ଆଜି ବସିବ ଆଣ୍ଟି ରାଗିଂ ସେଲ ବୈଠକ
ବ୍ରହ୍ମପୁର: ପୁଣି MKCG ମେଡିକାଲରେ ରାଗିଂ ଅଭିଯୋଗ। ଦ୍ଵିତୀୟ ବର୍ଷ MBBS ଛାତ୍ରଙ୍କୁ କିଛି ସିନିୟର୍ ଛାତ୍ର ରାଗିଂ କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଜୁନିୟର ପିଲାଙ୍କୁ ରାତିରେ ଆଣ୍ଠେଇ ଦେଉଛନ୍ତି ସିନିୟର । ଏପରିକି ହଷ୍ଟେଲରେ ପଢ଼ିବାକୁ ଦିଆଯାଉନି । ଜେନେରାଲ ବଡିଂ ମିଟିଂ…
Read More...
Read More...
କାଙ୍ଗୁରକୋଣ୍ଡା ପୋଲ ଉପରେ ବନ୍ୟାଜଳ, ଯୋଗାଯୋଗ ବିଚ୍ଛିନ୍ନ
ମାଲକାନଗିରି: କାଙ୍ଗୁରକୋଣ୍ଡା ପୋଲ ଉପରେ ୩ ଫୁଟ୍ର ବନ୍ୟାଜଳ । ଏନ୍ଏଚ୍ ୩୨୬ ଉପରେ ଥିବା କାଙ୍ଗୁରକୋଣ୍ଡା ପୋଲ ଉପରେ ବନ୍ୟାଜଳ । ମୋଟୁ ସହ ଆନ୍ଧ୍ର ଓ ତେଲାଙ୍ଗାନାକୁ ଯୋଗାଯୋଗ ବିଚ୍ଛିନ୍ନ । ବ୍ରିଜର ଉଭୟ ପାର୍ଶ୍ଵରେ ଅଟକି ରହିଛି ଶହ ଶହ ଯାନବାହନ । ଯେଉଁଥିପାଇଁ ସାଧାରଣ ଲୋକେ ନାହିଁ ନଥିବା…
Read More...
Read More...