Browsing Category

ଓଡିଶା

ସୁନିଆଁ ଏବଂ ବାମନ ଜନ୍ମ, ୫ ଘଣ୍ଟା ସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ: ଆସନ୍ତା କାଲି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ରହିଥିବାରୁ ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ଅପରାହ୍ନ ୫ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ସୂଚନା ଦେଇଛି…
Read More...

ଜଗତଗୁରୁଙ୍କୁ ଭେଟି ପରାମର୍ଶ ସହ ଆଶିର୍ବାଦ ନେଲେ ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ

ପୁରୀ:- ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଆନ୍ତର୍ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗାଡିଆ ଦୁଇଦିନିଆ ପୁରୀ ଗସ୍ତ ସାରି ଭୁବନେଶ୍ଵର ଫେରିଯିବା ର କାର୍ଯ୍ୟକ୍ରମ ରହିଛି । ତେବେ ସେ ଗତକାଲି ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଦେଶର…
Read More...

ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୧୬ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି: ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ସୁରକ୍ଷାକର୍ମୀଙ୍କ ଅପରେସନ ବେଳେ ୧୬ ହାର୍ଡକୋର ମାଓବାଦୀ ଗିରଫ । ଛତିଶଗଡ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନଭିନ୍ନ ସ୍ଥାନରୁ ଗିରଫ ହୋଇଛନ୍ତି ୧୬ ଜଣ ମାଓବାଦୀ । ଗାଙ୍ଗାଲୁର, ବାସାଗୁଡା ଓ ଜାଙ୍ଗଲା ଜଙ୍ଗଲରୁ ଗିରଫ । ଏଥିସହ ଆଇଇଡି, ପ୍ରେସର…
Read More...

ମହାନଦୀରେ ଭାସି ମହିଳା ନିଖୋଜ ଘଟଣାରେ ନୂଆ ଟ୍ୱିଷ୍ଟ୍‌, ପୁରୀରୁ ମିଳିଲା ମହିଳାଙ୍କ ପତ୍ତା

ବାଙ୍କୀ: ମହାନଦୀରେ ଭାସି ମହିଳା ନିଖୋଜ ଘଟଣାରେ ନୂଆ ଟ୍ୱିଷ୍ଟ୍‌ । ନିଖୋଜ ହେବା ଘଟଣା ସମ୍ପୁର୍ଣ୍ଣ ମିଛ । ପୁରୀରୁ ମିଳିଲା ମହିଳାଙ୍କ ପତ୍ତା । ପୁରୁଷ ବନ୍ଧୁଙ୍କ ସହ ଉଦ୍ଧାର ହେଲେ ମିଛ ନାଟକ ରଚିଥିବା ମହିଳା । ପୁରୀ ଚୁଡ଼ଙ୍ଗ ସାହିରୁ ଉଭୟଙ୍କୁ ଉଦ୍ଧାର କଲା ପୋଲିସ । ପୁରୀ ଟାଉନ ଥାନାରେ…
Read More...

ୱେଲ୍‌ ମାର୍କଡ୍‌ ଲୋପ୍ରେସର୍‌ରେ ପରିଣତ ହେଲା ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ଵର: ୱେଲ୍‌ ମାର୍କଡ୍‌ ଲୋପ୍ରେସର୍‌ରେ ପରିଣତ ହେଲା ଲଘୁଚାପ । କ୍ରମଶଃ ଏହା ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଫଳରେ ଟ୍ବିନ୍‌ସିଟି ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିବ । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ…
Read More...

ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କୁ ଉଠାଇନେଲା ପୋଲିସ, ଜାଣନ୍ତୁ କାହିଁକି…

ଭୁବନେଶ୍ବର: ଅର୍ଚ୍ଚନା ନାଗଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦ ଥାନାରେ ଅଟକ । ଜଗବନ୍ଧୁଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ ଅଟକ ରଖିଥିବା ନେଇ ସୂଚନା ମିଳିଛି । ଅର୍ଚ୍ଚନା ନାଗଙ୍କୁ ସ୍ବାମୀ ଜଗବନ୍ଧୁଙ୍କ ହତ୍ୟା ଉଦ୍ୟମ କରିଥିବା ନେଇ ଅର୍ଚ୍ଚନାଙ୍କ ଅଭିଯୋଗ ପରେ ଜଗବନ୍ଧୁଙ୍କୁ ଉଠାଇ ନେଇଛି ପୋଲିସ ।…
Read More...

ପୋଖରୀରେ ବୁଡି ଜୀବନ ହାରିଲେ ଯୁବକ

ପୋଖରୀରେ ବୁଡି ଯୁବକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଟିଗୁଡ଼ା ଗାଁରେ । ମୃତ ଯୁବକ ଜଣଙ୍କ ହେଲେ ସେହିଁ ଗାଁର ଧର୍ମେନ୍ଦ୍ର ନାୟକ । ମଙ୍ଗଳବାର ଅପରାହ୍ନ ସମୟରେ ଯୁବକ ଜଣଙ୍କ ଗାଁ ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ପାଣିରେ ବୁଡ଼ି…
Read More...

ଚନ୍ଦ୍ରଗ୍ରହଣ: ଛତିଶା ନିଯୋଗ ବୈଠକରେ ହେଲା ନୀତି ନିର୍ଘଣ୍ଟ

ପୁରୀ: ୭ ତାରିଖ ରବିବାର ଚନ୍ଦ୍ରଗ୍ରହଣ ନେଇ ନୀତି ନିର୍ଘଣ୍ଟ । ଛତିଶା ନିଯୋଗ ବୈଠକରେ ହେଲା ନୀତି ନିର୍ଘଣ୍ଟ । ରବିବାର ଦିନ ୧୨ଟା ୫୭ରୁ ପାକ ତ୍ୟାଗ, ଦେବ ନୀତି ନିଷେଧ । ଗ୍ରହଣ ସ୍ପର୍ଶ ରାତି ୯ଟା ୫୭, ସର୍ବମୋକ୍ଷ ରାତି ୧ଟା ୨୭ । ସର୍ବମୋକ୍ଷ ପରେ ରାତି ୨ଟାରେ ଦ୍ବାରଫିଟା ନୀତି…
Read More...

ସୁକମାରେ ମାଓ ବିରୋଧୀ ଅଭିଯାନ ବେଳେ ତିନି ମାଓବାଦୀ ଗିରଫ

ମାଲକାନଗିରି:- ସୀମାନ୍ତରେ ସୁରକ୍ଷାକୁ ମିଳିଲା ବଡ ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମାରେ ମାଓ ବିରୋଧୀ ଅଭିଯାନ ବେଳେ ଚିନ୍ତାଗୁଫା ଥାନା ପେଣ୍ଟାପାଦ ଗ୍ରାମରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଜିଲ୍ଲା ପୋଲିସ ଓ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ୩ ଜଣ…
Read More...

ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି

କଟକ:- ଆରମ୍ଭ ହୋଇଛି ପାର୍ବଣ ଋତୁ, ତେଣୁ କଟକ ସହରର ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପେଶାଦାର ଅପରାଧୀଙ୍କୁ ସ୍କାନରରେ ରଖିଛି କମିଶନରେଟ୍ ପୋଲିସ । ଏହି ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍ କରିଛି ଆତ୍ମସମର୍ପଣ । ମଙ୍ଗଳାବାଗ ଥାନାର ଏକ ମାମଲାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟାର…
Read More...