Browsing Category

ଓଡିଶା

ବଢୁଛି ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି ମାମଲା

ବଢୁଛି ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଛି ମାମଲା । ରାଜ୍ୟରେ ୧୦ ବର୍ଷ ରେ ସଡ଼କ ଦୁର୍ଘଟଣା ଜନିତ ମାମଲା ଏକ ଲକ୍ଷ ୧୩ ହଜାର ୩୨୫ ପ୍ରାଣ ହରାଇଛନ୍ତି । ୨୦୨୪ ରେ ୧୨ ହଜାର ୩୭୫ ମାମଲା ରୁଜୁ ହୋଇଥିବା ବେଳେ ୬ ହଜାର ୪୮୩ ଜଣଙ୍କ ଜୀବନ ଯାଇଛି । ସେହିଭଳି ୨୦୨୫ ରେ ୧୨ ହଜାର ୭୮୨ ମାମଲା ରୁଜୁ…
Read More...

ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ‘ଓଡିଶା ଜନତା କଂଗ୍ରେସ’

ଭୁବନେଶ୍ୱର: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନୂଆ ରାଜନୈତିକ ଦଳର ନାଁ ‘ଓଡିଶା ଜନତା କଂଗ୍ରେସ’ ରଖାଯାଇଛି। ଏହି ନାମକୁ ନେଇ ସେ ସ୍ପଷ୍ଟ କରିଥିବା ବେଳେ ଦଳୀୟ ପତାକାର ଚିତ୍ର ମଧ୍ୟ ସାମ୍ନାକୁ ଆଣିଛନ୍ତି। ମହମ୍ମଦ ମୋକିମ କହିଛନ୍ତି ଯେ, ଦଳର ନାମ ସମ୍ପର୍କରେ ନିର୍ବାଚନ କମିଶନ ଅଫିସରୁ…
Read More...

ଶିଳ୍ପପତି ଅନିଲ ଅମ୍ବାନୀଙ୍କ ବିରୋଧରେ ସିବିଆଇ ରୁଜୁ କଲା ମାମଲା

ଶିଳ୍ପପତି ଅନିଲ ଅମ୍ବାନୀଙ୍କ ପିଛା ଛାଡିବାର ନାମ ନେଉ ନାହିଁ ବିବାଦ । ପିଏନବିର ମୁଖ୍ୟ ପରିଚାଳକ ସନ୍ତୋଷକୃଷ୍ଣ ଅନ୍ନଭରପୁଙ୍କ ଅଭିଯୋଗ ପାଇବା ପରେ ସିବିଆଇ ଆଇପିସିର ଧାରା ୪୨୦ ଏବଂ ୧୨୦ (ବି) ଅଧୀନରେ ମାମଲା ରୁଜୁ କରିଛି। ଏଫଆଇଆର ଅନୁଯାୟୀ, ଅନିଲ ଅମ୍ବାନୀଙ୍କ ନେତୃତ୍ୱରେ ରିଲାଏନ୍ସ…
Read More...

ମହାପ୍ରଭୁଙ୍କ ଖସାପଡ଼ା ନିତି, ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଚୈତ୍ର କୃଷ୍ଣ ଷଷ୍ଠୀ ତିଥି। ତେଣୁ ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି କରାଯିବ। ଏଥିପାଇଁ ଆପାତତଃ ସଂନ୍ଧ୍ୟା ୬ଟାରୁ ରାତି ୧୦ଟା ଅର୍ଥାତ୍‌ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ…
Read More...

ମହିଳା ଦିବସ ଅବସରରେ ସ୍ୱତନ୍ତ୍ର ବାଲୁକା ଆନିମେସନ୍

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀର ତାଙ୍କ ଷ୍ଟୁଡିଓରେ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ପ୍ରସ୍ତୁତ କରିଛନ୍ତି । ଯାହାକୁ ପ୍ରସ୍ତୁତ କରିବା ପାଇଁ ପ୍ରାୟ 10 ମିନିଟ୍ ସମୟ ଲାଗିଥିଲା। ଏହି କଳାକୃତି ମହିଳା ଶକ୍ତି ଏବଂ ସଫଳତାର ଉଜ୍ଜ୍ୱଳ…
Read More...

ନିଶ୍ଚିନ୍ତକୋଇଲି ଥାନାର ନୂତନ ଆଇଆଇସିଙ୍କୁ ସମ୍ବର୍ଦ୍ଧନା

ନୂତନ କରି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନାରେ ଯୋଗ ଦେଇଥିବା ଆଇଆଇସି ଅନିତା ସାହୁଙ୍କୁ ଅସୁରେଶ୍ବର ପଂଚାୟତ କାର୍ଯ୍ୟାଳୟରେ ସଂବର୍ଦ୍ଧୀତ କରାଯାଇଛି। ଏହି ସଂବର୍ଦ୍ଧନା ସଭାରେ ପଂଚାୟତ ସରପଂଚ ଗୌତମୀ ଦାସ, ସମାଜସେବୀ ଅନନ୍ତ କୁମାର ଦାସ, ଏବଂ ପଂଚାୟତ ବାସୀ ଉପସ୍ଥିତ ଥିଲେ। ନୂତନ…
Read More...

ଗାଁ ର ସୁନା ଝିଅ ବିଦ୍ୟା ଙ୍କ ସ୍ମୃତି ଉଦ୍ଦେଶ୍ୟରେ ରକ୍ତଦାନ ଶିବିର

ଗାଁ ର ସୁନା ଝିଅ ବିଦ୍ୟା ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ରକ୍ତଦାନ ଶିବିର। ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କଇଁସାରୀ ଗ୍ରାମ ର ଶ୍ରୀ ବିଦ୍ୟା ଶୁଭଦର୍ଶନି ଧାନବାଦ ରେ ଜଣେ ମେଧାବୀ ଆଇଆଇଟି ଛାତ୍ରୀ ଥିଲେ। ତେବେ ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଦେହାନ୍ତ ହୋଇଥିଲା। ତେବେ ତାଙ୍କର ବାପା…
Read More...

ସରଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ

ପୁଣି ସରଣ୍ଡା ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ । ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସରଣ୍ଡା ଜଙ୍ଗଲର କୁମଡ଼ିହ ଓ କୋଲବୋଙ୍ଗା ଅଞ୍ଚଳରେ ମାଓବାଦୀଙ୍କ ଏକ ଦଳ ଥିବା ସୂଚନା ପାଇ ଯବାନ ମାନେ ଆଜି ସକାଳେ ସେମାନଙ୍କୁ ଘେରି ଯାଇଥିଲେ । ପରେ ଉଭୟ…
Read More...

ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ମିଳିଲା ‘ସୁଭଦ୍ରା’ ଟଙ୍କା

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳାଙ୍କୁ ମିଳିଲା ‘ସୁଭଦ୍ରା’ ଟଙ୍କା । ‘ସୁଭଦ୍ରା’ର ଚତୁର୍ଥ କିସ୍ତି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମହିଳା ଦିବସ ଅବସରରେ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି । ପୁରୀ ତାଳବଣିଆ ଠାରେ…
Read More...

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ବିଭାଗ ଦ୍ଵାରା ଶତାଧିକ ଶୁଆ ଶାଵକ ଉଦ୍ଧାର

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନ ବିଭାଗ ଦ୍ଵାରା ଶତାଧିକ ଶୁଆ ଶାଵକ ଉଦ୍ଧାର କରାଯାଇ ଅଭିଯୁକ୍ତ ଗୋରୁମହିଷାଣୀର ସେକ ଜାକିର ହୁସେନ ଙ୍କୁ ଗିରଫ କରିଛି ରାଇରଙ୍ଗପୁର ବନବିଭାଗ। ନିକଟସ୍ଥ ଜଙ୍ଗଲ ଏଵଂ ଆଖ ପାଖ ଅଞ୍ଚଳରୁ ଏହି ଶାଵକ ମାନଙ୍କୁ ବିକ୍ରି କରିବା ଉଦ୍ଦେଶ୍ୟରେ ସେକ ଜାକିର ହୁସେନ ନିଜ…
Read More...