Browsing Category
ଓଡିଶା
ବୌଦ୍ଧ ବନ ବିଭାଗ ପକ୍ଷରୁ ବିଶ୍ୱ ଜଳ ଆଦ୍ରତା ଦିବସ
ବୌଦ୍ଧ ଜିଲ୍ଲା ବୀରନରସିଂହପୁର ନର୍ସରୀ ପରିସରରେ ବୌଦ୍ଧ ବନ ବିଭାଗ ପକ୍ଷରୁ ବିଶ୍ୱ ଜଳଆଦ୍ରତା ଦିବସ ପାଳନ କରାଯାଇଛି।କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲା ବନଅଧିକାରୀ ରାଜେନ୍ଦ୍ର ଗୋଛାୟତ ଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ। ଏବଂ ସ୍ଥାନୀୟ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଓ…
Read More...
Read More...
ସରକାରଙ୍କ ନୂଆ ଗାଇଡଲାଇନ୍, ନିଲାମ ବନ୍ଦ କରି ଆରମ୍ଭ ହେବ ଇ-ଲଟେରୀ ବ୍ୟବସ୍ଥା
ଲାଗୁ ହେଲା ନୂଆ ଖଣିଜ ନିୟମ। ଏଣିକି ନିଲାମ ନୁହେଁ ଇ-ଲଟେରୀରେ ବାଲି ଓ ପଥର ଖଣି ଲିଜ୍ ମିଳିବ । ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏଣିକି ଏମଏସପି ଧାର୍ଯ୍ୟ…
Read More...
Read More...
ବଦଳି ପାଇଁ ଅରାଜି ହେବାରୁ ବିଭାଗ ପକ୍ଷରୁ ନୋଟିସ ଜାରି
ଅର୍ଥ ବିଭାଗର ୧୦ ଜଣ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ । ଜାନୁଆରୀ ୨୮ରେ ଅର୍ଥବିଭାଗ ଅନୁସଚିବ ସୁନୟନା ସିଂହ ସମ୍ପୃକ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ଚିଠିରେ ବରିଷ୍ଠ ଓଏଫ୍ଏସ୍ ସତ୍ୟସାଇ ଦାସ, ବିଜୟଲକ୍ଷ୍ମୀ ବିଶ୍ୱାଳ, ସନତ କୁମାର ଜେନା, ଗୀତା ଦାସ, ନିରୁପମା…
Read More...
Read More...
୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭୁବନେଶ୍ବରରେ ପହଞ୍ଚିଲେ
ଭୁବନେଶ୍ଵର: ୬ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ରାଜଧାନୀ ସହ ସମଗ୍ର ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ଆସନ୍ତାକାଲି ଅପରାହ୍ନ ୫ଟାରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ…
Read More...
Read More...
ନୂଆ ଏନଏସି ଏବଂ ପୌରପାଳିକାରେ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ନୂଆ ଏନଏସି ଏବଂ ପୌରପାଳିକାରେ ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ବିଭାଗର ଚିଠି । ମାର୍ଚ୍ଚ ସୁଦ୍ଧା ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ । ଫେବୃଆରୀ 12 ରୁ 21 ଯାଏଁ ପୌରାଞ୍ଚଳ ସୀମା ପୁନଃ…
Read More...
Read More...
ରାଷ୍ଟ୍ରପତିଙ୍କ ଯାଜପୁର ଗସ୍ତ ପାଇଁ ଜୋରଦାର ପ୍ରସ୍ତୁତି, ବାୟୁସେନାର ମକ୍ ଡ୍ରିଲ୍ ସମ୍ପନ୍ନ
ଯାଜପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାଜପୁର ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି। ଶନିବାର କୁସୁମା ସ୍ଥିତ ପ୍ରଶାସନିକ ପଡିଆରେ ନିର୍ମିତ ହେଲିପ୍ୟାଡ୍ରେ ବାୟୁସେନାର ୨ଟି ହେଲିକପ୍ଟର ଯୋଗେ ମକ୍ ଡ୍ରିଲ୍ କରାଯାଇଥିଲା। ବାୟୁସେନା…
Read More...
Read More...
ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ
ମିଶନ ଶକ୍ତି ମହିଳାଙ୍କୁ ମିଳିବ ସ୍ମାର୍ଟ ଫୋନ। ନୂଆ ୟୁନିଫର୍ମ ଏବଂ ନୂଆ ଆଇ କାର୍ଡ ବି ଦିଆଯିବ। ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବଡ଼ ଘୋଷଣା କରିଛନ୍ତି । ଉତ୍କଳ ଦିବସରୁ ଏହା ମିଳିବ ବୋଲି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ମିଶନ…
Read More...
Read More...
ପୋଲିସ ୟୁନିଫର୍ମର ମର୍ଯ୍ୟାଦା ଏବଂ ଶୃଙ୍ଖଳାକୁ ଅପମାନ କରୁଛନ୍ତି ଡିଏସ୍ପି
ଓଡ଼ିଶା ପୋଲିସର (ଓଡ଼ିଶା ପୋଲିସ ସଂଗଠନ / ଗୃହ ବିଭାଗ, ଓଡ଼ିଶା ସରକାର) ଡିଏସ୍ପି ରଶ୍ମି ରଞ୍ଜନ ଦାସ, ଯିଏ ବର୍ତ୍ତମାନ ଜଗତସିଂପୁରରେ କାର୍ଯ୍ୟରତ। ଯିଏ ତାଙ୍କ କେଶକୁ ଚମକଦାର ରଙ୍ଗରେ ରଙ୍ଗ କରିଛନ୍ତି, ଯାହା ପୋଲିସ ୟୁନିଫର୍ମର ମର୍ଯ୍ୟାଦା ଏବଂ ଶୃଙ୍ଖଳାକୁ ଘୋର ଅପମାନ କରୁଛି।
ଏହି ଲାଲ…
Read More...
Read More...
ରାଂସଳ ଓ କୁହିକା ମଣ୍ଡଳର ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ପୂର୍ତ୍ତି ଅବସରରେ ଟିସ୍କୋ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ରବିବାର ଦିନ ରାଂସଳ ଓ କୁହିକା ମଣ୍ଡଳ ର ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ରବିବାର ଦିବା ୧୦ ଘଟିକା ସମୟରେ ରଙ୍ଗମାଟିଆ ଡମଶାଳ ନଦୀ ଠାରୁ ୧୦୮ ଜଣ ମହିଳାଙ୍କ ଏକ…
Read More...
Read More...
କଳା,ସଂସ୍କୃତି ଓ ଆଦିବାସୀଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ
କଳା,ସଂସ୍କୃତି ଓ ଆଦିବାସୀଙ୍କ ଜୀବନଧାରାର ନିଛକ ପ୍ରତି ଛବି ମାଲ୍ୟବନ୍ତ ମହୋତ୍ସବ-୨୦୨୫ର ମୁଖ୍ୟ ଜିଲ୍ଲା ସ୍ତରୀୟ ଉତ୍ସବର ଶୁଭାରମ୍ଭ ହୋଇଛି । ମାଲକାନଗିରି ଜିଲ୍ଲାରେ ଆଦିବାସୀ କଳାସଂସ୍କୃତିକୁ ବଞ୍ଚାଇ ରଖି ଦେଶ ବିଦେଶରେ ପ୍ରଚାର ପ୍ରସାର କରିବାସହିତ ରାଜ୍ୟ ଓ ଦେଶ ବାହରର ବାହରର…
Read More...
Read More...