Browsing Category
ଭାରତ
ଏସିଆନ୍ ରିଲେ ଚାମ୍ପିଅନସିପରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଭାରତୀୟ ପୁରୁଷ ଓ ମହିଳା ଦଳ
ବ୍ୟାଙ୍କକ୍: ବ୍ୟାଙ୍କକରେ ଅନୁଷ୍ଠିତ ଏସିଆନ୍ ରିଲେ ଚାମ୍ପିଅନସିପରେ ଭାରତୀୟ ପୁରୁଷ ଓ ମହିଳା ଦଳ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସ ଟିକେଟ୍ କରାୟତ୍ତ କରିସାରିଥିବା ଭାରତର ୪ଗୁଣା୪୦୦ ମିଟର ରିଲେ ଦଳ ମଙ୍ଗଳବାର ଏହି ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନରେ…
Read More...
Read More...
ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କଲା କୋଲକାତା
ସନ୍ରାଇଜର୍ସ ହାଇଦ୍ରାବାଦକୁ ଏକତରଫା ଭାବେ ୮ ୱିକେଟ୍ରେ ପରାସ୍ତ କରି ଲିଗ୍ ଟପ୍ପର୍ କୋଲ୍କାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲ୍ର ଫାଇନାଲ୍ରେ ପ୍ରବେଶ କରିଛି। ହାଇଦ୍ରାବାଦକୁ ଏବେ ଦ୍ବିତୀୟ କ୍ବାଲିଫାୟର୍ ଖେଳିବାକୁ ହେବ। ବୁଧବାର ଖେଳାଯିବାକୁ ଥିବା ରାଜସ୍ଥାନ ରୟାଲ୍ସ-ରୟାଲ୍…
Read More...
Read More...
ସିସୋଦିଆଙ୍କ ନ୍ୟାୟିକ ହେପାଜତ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଉଜ୍ ଆଭେନ୍ୟୁ କୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ଵସ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି ବୃଦ୍ଧି କରାଯାଇଛି। ସିସୋଦିଆଙ୍କ ନ୍ୟାୟିକ ହେପାଜତ ଅବଧି…
Read More...
Read More...
ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁରେ ଆଜି ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି ଭାରତ
ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁରେ ଆଜି ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି ଭାରତ । ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ…
Read More...
Read More...
ପଶ୍ଚାତାପ ପାଇଁ ୩ ଦିନ ଉପବାସ କରି ମହାପ୍ରଭୁଙ୍କୁ କ୍ଷମା ମାଗିବି : ସମ୍ବିତ ପାତ୍ର
ଭୁବନେଶ୍ୱର: ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମହାପ୍ରଭୁଙ୍କୁ ନେଇ ଏକ ମନ୍ତବ୍ୟା ସୋସିଆଲ ମିଡିଆରେ ଭାଇରାଲ ହେବାଲେ ଲାଗିଛି । ଯାହାକୁ ନେଇ ବିବାଦ ଦେଖାଦେଇଥିଲା । ଏହାକୁ ନେଇ ସ୍ପଷ୍ଟ୍ରୀ କରଣ ରଖିଛନ୍ତି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର । ଏମିତିକି ଉକ୍ତ ଭୁଲ ପାଇଁ…
Read More...
Read More...
ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ୮ ଥର ଭୋଟ ଦେଇ ଗିରଫ ହେଲେ ଯୁବ ଭୋଟର, ଭିଡିଓ ହେଲା ଭାଇରଲ
ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ୮ ଥର ଭୋଟ ଦେଇ ଗିରଫ ହେଲେ ଯୁବ ଭୋଟର | କେବଳ ଭୋଟ ଦେଇଛନ୍ତି ତାହା ନୁହେ, ଭୋଟ ଦେବା ସମୟରେ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ ବି କରିଛନ୍ତି | ଯାହା ଭାଇରଲ ହେବାରେ ଲାଗିଛି | ଏହି ଭିଡିଓରେ ଦେଖା ଦେଇଛି ଯେ, ଜଣେ ଯୁବକ ମତଦାନ କେନ୍ଦ୍ରରେ ପ୍ରାୟ ୮ ଥର…
Read More...
Read More...
ଭାରତୀୟ ନାଗରିକତା ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ଭୋଟ ଦେଲେ ଅକ୍ଷୟ କୁମାର
ମୁମ୍ବାଇ: ବଲିଉଡ ଅଭିନେତା କଲେ ମତ ସାବ୍ୟସ୍ତ । ସେ ଭାରତରେ ପ୍ରଥମ ଥର ଭୋଟ ଦେଇଛନ୍ତି । ସେ ଭାରତୀୟ ନାଗରିକତା ଗ୍ରହଣ କରିବା ପରେ ଆଜି ପ୍ରଥମ ଥର ଭୋଟ ଦେଇଥିବା ସେ କହିଛନ୍ତି । ତେବେ ସେ ଭାରତୀୟ ନାଗରିକତା ପାଇବା ପରେ ପ୍ରଥମ ଥର ପାଇଁ ଭୋଟ ଦେବା ବିଷୟରେ କହିଛନ୍ତି ଯେ , ଏହା ବହୁତ ଭଲ…
Read More...
Read More...
୨୦ ଫୁଟ ତଳକୁ ଖସିଲା ପିକଅପ, ୧୭ ମୃତ
ଛତିଶଗଡ଼: ୨୦ ଫୁଟ ଖାଇକୁ ଖସିଲା ପିକଅପ , ଚାଲିଗଲା ୧୭ ଜଣଙ୍କ ଜୀବନ । ଛତିଶଗଡ଼ର କବୀରଧାମ ଜିଲ୍ଲା କୱର୍ଦ୍ଧାର ବହପାଣି ଅଞ୍ଚଳରେ ଘଟିଛି ଏଭଳି ଦୁର୍ଘଟଣା ।ଏହି ଦୁର୍ଘଟଣାରେ ୧୭ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ୮ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତାହତମାନେ କୁଇର ବାସିନ୍ଦା ବୋଲି ଜଣାପଡିଛି।…
Read More...
Read More...
ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ତଥା ପୂର୍ବତନ ବ୍ୟକ୍ତିଗତ ସଚିବ ବିଭବ କୁମାର ଗିରଫ। ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ଅଭିଯୋଗ କ୍ରମେ ଆଜି ଦିଲ୍ଲୀ ପୁଲିସ ତାଙ୍କୁ ଗିରଫ କରିଛି। ସ୍ୱାତୀ ମାଲିୱାଲ ତାଙ୍କ ବିରଦ୍ଧରେ ଅସଦାଚରଣ…
Read More...
Read More...
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହୋଇପାରନ୍ତି ଗୌତମ ଗମ୍ଭୀର !
କିଏ ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍? ରାହୁଲ ଦ୍ରାବିଡ଼ଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର କୋଚ୍ ? ଏହି ଦୁଇଟି ବଡ଼ ପ୍ରଶ୍ନ ଏବେ ସଭିଙ୍କ ମନରେ ଉଙ୍କି ମାରୁଛି | ଏହାରି ଭିତରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ…
Read More...
Read More...