Browsing Category
ଭାରତ
IPL 2024ରେ ତୃତୀୟ ଥର ଚାମ୍ପିଅନ ହେଲା କୋଲକାତା, ପରାଜୟ ବରଣ କଲା ହାଇଦ୍ରାବାଦ
କୋଲକାତା ନାଇଟ୍ ରାଇଡର୍ସ ହେଲା ଚାମ୍ପିୟନ | ଆଇପିଏଲ ୨୦୨୪ରେ ସନ୍ ରାଇଜର୍ସ ହାଇଦ୍ରାବାଦକୁ ୮ ୱିକେଟରେ ହରାଇ ଜିତ ହାସଲ କଲା କୋଲକାତା ଜ୍ଝ ଏହି ବିଜୟ ସହ ତୃତୀୟ ଥର ଆଇପିଏଲ ବିଜେତା ବନିଛି କୋଲକାତା ନାଇଟ୍ ରାଇଡର୍ସ ।କୋଲକାତା ଟିମ୍ ପୂର୍ବରୁ ୨୦୧୨ ଓ ୨୦୧୪ରେ ଚାମ୍ପିଅନ୍ ହୋଇଥିଲା।…
Read More...
Read More...
ଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କଲେ ଅରବିନ୍ଦ କେଜ୍ରିୱାଲ
ନୂଆଦିଲ୍ଲୀ: ଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଅନ୍ତରୀଣ ଜାମିନ୍ ଅବଧିକୁ ଆହୁରି ୭ ଦିନ ବଢାଇବା ପାଇଁ ଅବେଦନ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ସୂଚନା ଅନୁଯାୟୀ, ମେ’ ୧୦ ତାରିଖରେ…
Read More...
Read More...
ଆସ୍ଥା ହସ୍ପିଟାଲର ଉପର ମହଲାରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ଦିଲ୍ଲୀ-ସହାରନପୁର ରାଜପଥ ସ୍ଥିତ ଆସ୍ଥା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଉପର ମହଲାରେ ନିଆଁ ଲାଗି ଥିବା କୁହାଯାଉଛି । ତେବେ ଆଜି ଭୋର ସମୟରେ ଲାଗିଥିବା ନିଆଁ ଭୀଷଣ ରୂପ ଧାରଣ କରିଥିଲା। ଏହାଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ମଧ୍ୟରେ ଆତଙ୍କ…
Read More...
Read More...
ଭୋଟ ଦେଲେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ନୂଆଦିଲ୍ଲୀ: ଦେଶର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଜାରି ରହିଛି | ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀ ସମସ୍ତ ୭ଟି ଯାକ ଲୋକସଭା ଆସନରେ ମତ ଦେଉଛନ୍ତି ଜନତା ଜନାର୍ଦନ । ଏହି ପରିପ୍ରେକ୍ଷୀରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ନିଜର ମତସାବ୍ୟସ୍ତ କରିଛନ୍ତି। ସେ ଦିଲ୍ଲୀର ଏକ ମତଦାନ…
Read More...
Read More...
କେଦାରନାଥ ଧାମକୁ ଯାତ୍ରା ବେଳେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , ବର୍ତ୍ତିଲେ ଯାତ୍ରୀ
ନୂଆଦିଲ୍ଳୀ: ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ହେଲିକପ୍ଟରର ଲମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଅଘଟଣ । ସେହି ସମୟରେ ହେଲିକପ୍ଟରରେ ଜଣେ ପାଇଲଟଙ୍କ ସହିତ ୫ ଜଣ ଯାତ୍ରୀ ଥିଲେ। ମାତ୍ର ସୌଭାଗ୍ୟବଶଃତ ସମସ୍ତେ ସୁରକ୍ଷିତ ଥିବା ଜଣାଯାଇଛି। ଯାତ୍ରୀମାନେ କେଦାରନାଥ ଧାମକୁ ହେଲିକପ୍ଟରରେ ଯାଇଥିବା ବେଳେ…
Read More...
Read More...
IWF ବିଶ୍ୱ ଯୁବ ଚାମ୍ପିଅନସିପ୍ ୨୦୨୪ରେ ଓଡ଼ିଆ ଝିଅଙ୍କ ଚମକ
ନୂଆଦିଲ୍ଲୀ: ଗୁରୁବାର ପେରୁ ରାଜଧାନୀ ଲିମାରେ ଅନୁଷ୍ଠିତ ୨୦୨୪ ଆଇଡବ୍ଲ୍ୟୁ ବିଶ୍ୱ ଯୁବ ଚାମ୍ପିୟନଶିପ୍ରେ ଓଡ଼ିଶାର ପ୍ରୀତୀସ୍ମିତା ଭୋଇ ମହିଳା ୪୦ କିଲୋଗ୍ରାମ ବର୍ଗରେ କ୍ଲିନ୍ ଆଣ୍ଡ ଜର୍କରେ ସ୍ୱର୍ଣ୍ଣ ଜିତିଛନ୍ତି | ଏଥିସହ ଓଡ଼ିଆ ପ୍ରତିଯୋଗୀ ଯୋଶନା ଜ୍ୟୋତ୍ସ୍ନା ସବର ରୌପ୍ୟ ପଦକ…
Read More...
Read More...
ଅହମ୍ମଦାବାଦ ହସ୍ପିଟାଲରେ ଭର୍ତ୍ତି ହେଲେ ଶାହାରୁଖ ଖାନ୍
ଅହମଦାବାଦ: ବଲିଉଡ୍ର କିଙ୍ଗ୍ ଖାନ୍ ଶାହାରୁଖଙ୍କ ପାଇଁ ଚିନ୍ତାଜନକ ଖବର। ଅଂଶୁଘାତର ଶିକାର ହୋଇ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଅଭିନେତା। ଡିହାଇଡ୍ରେଶନକୁ ନେଇ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡ଼ିଛି। ହସ୍ପିଟାଲ୍ କର୍ତ୍ତୃପକ୍ଷ…
Read More...
Read More...
ଏସିଆନ ମହିଳା ଭଲିବଲ ଚ୍ୟାଲେଞ୍ଜ କପ 2024 : ଇରାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଭାରତୀୟ ମହିଳା ଟିମ
ମାନିଲା : 2024 ଏସୀୟ ମହିଳା ଭଲିବଲ୍ ଚ୍ୟାଲେଞ୍ଜ କପ୍ ହେଉଛି ଏସୀୟ ମହିଳା ଭଲିବଲ୍ ଚ୍ୟାଲେଞ୍ଜ କପର ପଞ୍ଚମ ସଂସ୍କରଣ ଯାହା ଫିଲିପାଇନ୍ସ ଜାତୀୟ ଭଲିବଲ୍ ଫେଡେରେସନ୍ (PNVF) ସହିତ ଏସୀୟ ଭଲିବଲ୍ କନଫେଡେରେସନ୍ (AVC) ଦ୍ୱାରା ଆୟୋଜିତ ବାର୍ଷିକ ଆନ୍ତର୍ଜାତୀୟ ଭଲିବଲ୍ ଟୁର୍ନାମେଣ୍ଟ | ଏହି…
Read More...
Read More...
ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜାମିନ ଆବେଦନ ଖାରଜ
ଝାଡଖଣ୍ଡ: ହେମନ୍ତ ସୋରେନଙ୍କୁ ସୁପ୍ରିମ କୋର୍ଟରୁ ବଡ ଝଟକା । ଅନ୍ତରୀଣ ଜାମିନ ପାଇଁ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେଙ୍କ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମ କୋର୍ଟ । ତେବେ ସୋରେନ ନିର୍ବାଚନି ପ୍ରଚାର ପାଇଁ ଅନ୍ତରୀଣ ଜାମିନ ଆବେଦନ କରିଥିବା କୁହାଯାଉଛି । ସେପଟେ ହେମନ୍ତ…
Read More...
Read More...
ବ୍ୟାଟେରୀ ବିସ୍ଫୋରଣ ହେତୁ ନୋଏଡା ଡାକ୍ତରଖାନାରେ ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ନୋଏଡାର ଏକ ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ । ନୋଏଡା ହସ୍ପିଟାଲର ଇନଭର୍ଟର (ୟୁପିଏସ୍)ର ବ୍ୟାଟେରୀ ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବା ମାତ୍ରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ସୂଚନା ପାଇବା ମାତ୍ରେ ଆଠଟି ଅଗ୍ନିଶମ ଟେଣ୍ଡର ଘଟଣାସ୍ଥଳରେ…
Read More...
Read More...