Browsing Category

ଭାରତ

ନୋଏଡାର ସେକ୍ଟର-୧୦୦ ସ୍ଥିତ ବଡ ଅଟ୍ଟାଳିକାରେ ଏସି ବିସ୍ଫୋରଣ ଘଟି ଅଗ୍ନିକାଣ୍ଡ

ନୋଏଡା : ନୋଏଡାର ସେକ୍ଟର -୧୦୦ ସ୍ଥିତ ବଡ ଅଟ୍ଟାଳିକାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ । ଏସି ବିସ୍ଫୋରଣ ହୋଇ ଘଟିଛି ଅଗ୍ନିକାଣ୍ଡ। ଘର ଭିତରୁ ନିଆଁ ଓ ଧୂଆଁ ବାହାରୁଥିବାର ଦେଖି ହଇଚଇ ସୃଷ୍ଟି ହୋଇଥିଲା। ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ…
Read More...

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ନୂଆଦିଲ୍ଲୀ : ତାତିରୁ ମିଳିଲା ଆଶ୍ୱସ୍ତି। କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ଏକ୍ସ ଜରିଆରେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉତ୍ତର ପୂର୍ବ ଭାରତର ଅଧିକାଂଶ ସ୍ଥାନକୁ ମୌସୁମୀ ଅଗ୍ରସର ହେଉଥିବା କୁହାଯାଉଛି ।
Read More...

କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦ ଧ୍ୟାନ ମଣ୍ଡପମ୍ରେ ଧ୍ୟାନରେ ବସିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପ୍ରଚାର ଶେଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନ ଧରି କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦ ଧ୍ୟାନ ମଣ୍ଡପମ୍ରେ ଧ୍ୟାନରେ ବସିବେ। ମେ ୩୦ ତାରିଖରେ ଶେଷ ପର୍ଯ୍ୟାୟ ଲୋକସଭା ନିର୍ବାଚନ ନିମନ୍ତେ ପ୍ରଚାର ଶେଷ ହେବ। ତେଣୁ ମୋଦୀ ମେ ୩୦ ତାରିଖ…
Read More...

୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ କରିଛନ୍ତି ସର୍ବେଚ୍ଚ ଅଦାଲତ

ଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟକା। ଅନ୍ତରୀଣ ଜାମିନ ଅବଧି ଆଉ ୭ଦିନ ବୃଦ୍ଧି କରିବାକୁ କେଜ୍ରିୱାଲ କରିଥିବା ଆବେଦନ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ମଙ୍ଗଳବାର ଏହା ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରିଥିଲେ କୋର୍ଟ। ସ୍ୱାସ୍ଥ୍ୟଗତ…
Read More...

ଆପ ମନ୍ତ୍ରୀ ଆତିଶୀଙ୍କୁ ଜୁନ୍ ୨୯ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ

ନୂଆଦିଲ୍ଲୀ:ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ ଆପ ମନ୍ତ୍ରୀ ଆତିଶୀଙ୍କୁ ସମନ ଜାରି କରିଛନ୍ତି । ଆତିଶୀଙ୍କ ବିପକ୍ଷରେ ଏହି ସମନ ମାନହାନି ମାମଲାରେ ଜାରି କରାଯାଇଛି । କୋର୍ଟ ଆଜି ଆତିଶୀଙ୍କୁ ଜୁନ୍ ୨୯ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆତିଶୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ କୋର୍ଟ…
Read More...

କେଜ୍ରିୱାଲଙ୍କ ଜାମିନ ଅବଧି ବୃଦ୍ଧି ଆବେଦନ ଶୁଣାଣିକୁ ନା କରିଛନ୍ତି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଝଟକା  । ଜାମିନ ଅବଧି ବୃଦ୍ଧି ଆବେଦନ ଶୁଣାଣିକୁ ନା କରିଛନ୍ତି ସୁପ୍ରିମକୋର୍ଟ  । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ୭ ଦିନ ଜାମିନ ବୃଦ୍ଧି କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ  ଆବେଦନ କରିଥିଲେ ।  ଏନେଇ ଆଜି ସୁପ୍ରିମକୋର୍ଟଙ୍କ …
Read More...

ଉତ୍ତରାଖଣ୍ଡରେ ୩.୧ ତୀବ୍ରତାର ଭୂକମ୍ପ ଅନୁଭୂତ

ଉତ୍ତରାଖଣ୍ଡ: ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡରେ । ଆଜି ସକଳୁ ସକାଳୁ କମ୍ପନ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୧ ରେକର୍ଡ କରାଯାଇଛି । ତେବେ ଏହି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଣ ପାଇଥିଲା । ଲୋକ ଘରୁ ବାହାରି ଆସିଥିଲେ । ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ପିଥୋରାଗଡ…
Read More...

ମିଜୋରାମରେ ଧସିଲା ପଥର ଖଣି ; ୧୦ ମୃତ

ମିଜୋରାମ: ମିଜୋରାମରେ ଧସିଲା ପଥର ଖଣି । ଏହା ତଳେ ଚାପି ହୋଇ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁ ଆଜି ସକାଳ ଆଇଜଲ ଜିଲ୍ଲାରେ ଥିବା ପଥର ଖଣିରେ ଏହି ଅଘଟଣ ଘଟିଛି । ଏଥରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି ଅନେକ ଲୋକ ମାଟି ଅତଡା ଭିତରେ ଫସି ରହିଛନ୍ତି । ସ୍ଥାନୀୟ…
Read More...

ଚଳିତ ବର୍ଷର କେଦାରନାଥ ଧାମ କୁ ମାତ୍ର ୧୮ ଦିନରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ

ନୂଆ ରେକର୍ଡ କଲା ଚଳିତ ବର୍ଷର କେଦାର ନାଥ ଧାମ ଯାତ୍ରା । ମାତ୍ର ୧୮ ଦିନରେ ୫ ଲକ୍ଷରୁ ଉଦ୍ଧ୍ୱର୍ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିଛନ୍ତି । ଯାହାକି କେଦାର ନାଥ ଯାତ୍ରା ଇତିହାସରେ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ବାବା କେଦାରନାଥଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କର ନାହିଁ ନ ଥିବା…
Read More...

ଗେମିଂ ଜୋନ ଅଗ୍ନିକାଣ୍ଡ ଘଟଣାରେ ୬ଜଣ ବରିଷ୍ଠ ଅଧିକାରୀ ସସପେଣ୍ଡ

ଅହମ୍ମଦାବାଦ: ରାଜକୋଟ ଟିଆରପି ଗେମିଂ ଜୋନ ଦୁର୍ଘଟଣାରେ ଆକ୍ସନ ମୋଡରେ ଗୁଜରାଟ ସରକାର । ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅଗ୍ନିକାଣ୍ଡ ଘଟଣାରେ ୬ଜଣ ବରିଷ୍ଠ ଅଧିକାରୀ ସସପେଣ୍ଡ ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୮ଜଣ ପ୍ରାଣ ହରାଇଥିବା କୁହାଯାଉଛି । ସୂଚନା…
Read More...