Browsing Category

ପର୍ବ ପର୍ବାଣୀ

ଆଜିଠାରୁ ପିତୃପକ୍ଷ ବା ଅପରପକ୍ଷ ଆରମ୍ଭ

ପୁରୀ: ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ଶ୍ରୀମନ୍ଦିର ନିକଟରେ ଲାଗିଛି ଶ୍ରଦ୍ଧାଳୁ ଭିଡ । ହଜାର ହଜାର ଶ୍ରଦ୍ଧାଳୁ ନିଜ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ…
Read More...

ତାଳଚେରରେ ଗଜାନନଙ୍କ ପାଇଁ ପ୍ରସ୍ତୁତ ହେଉଛି ୪୦ କ୍ୱିଣ୍ଟାଲ ଓଜନର ଆଜ୍ଞା ଲଡୁ

ତାଳଚେର:- ବେଶ୍ ଧୁମଧାମରେ ପାଳିତ ହେଉଛି ତାଳଚେରର ଗଣପର୍ବ ଗଣେଶ ପୂଜା । ୨୭ ତାରିଖ ଠାରୁ ଆରମ୍ଭ ହୋଇଛି ପୂଜା ୭ ତାରିଖରେ ଭସାଣି ହେବା ନେଇ କମିଟି ପକ୍ଷରୁ ମିଳିଛି ସୂଚନା । ତେବେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶେଷ ଆକର୍ଷଣ ରହିଛି ଗଜାନନଙ୍କ ଆଜ୍ଞା ଲଡୁ ନିଲାମ । ଭସାଣୀର ପୂର୍ବ…
Read More...

ଆଜି ଶ୍ରୀଜିଉଙ୍କ ବଳିବାମନ ବେଶ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହେବ । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଦର୍ଶନ ଦେବେ । ଶ୍ରୀ ବଳଭଦ୍ର ରାଜ ବେଶ ଧାରଣ କରିବେ ଓ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜ୍ଜିତ ହେବେ । ଆଜି ଦ୍ୱିପ୍ରହର ଧୂପ ସରିବା ପରେ ମହାପ୍ରଭୁ ବାମନ ବେଶରେ…
Read More...

ଏଥର ଭୁବନେଶ୍ୱରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟ ମନା

ଭୁବନେଶ୍ୱର:- ଦୁର୍ଗା ପୂର୍ଜା ପୂର୍ବରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥର ଭୁବନେଶ୍ୱରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ମନା କରାଯାଇଛି । ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ପୂଜାକୁ ନେଇ BMCର ପ୍ରସ୍ତୁତି ବୈଠକରେ ଏନେଇ ନିଷ୍ପତ୍ତି…
Read More...

ଆଜି ପବିତ୍ର ସୁନିଆଁ ଉତ୍ସବ, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି

ପୁରୀ: ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ମଧ୍ୟାହ୍ନ ଧୂପ ପରେ ନୀତି ଆରମ୍ଭ ହେବ । ଏଥିପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜିଠାରୁ ଗତପତି ମହାରାଜ…
Read More...

ସୁନିଆଁ ଏବଂ ବାମନ ଜନ୍ମ, ୫ ଘଣ୍ଟା ସାଧାରଣଙ୍କ ଦର୍ଶନ ବନ୍ଦ

ପୁରୀ: ଆସନ୍ତା କାଲି ଭାଦ୍ରବ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥି ରହିଥିବାରୁ ଶ୍ରୀମନ୍ଦିରରେ ବାବନ ଜନ୍ମ ନୀତି ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ସରିବା ପରେ ନୀତିକାନ୍ତି କରାଯିବ । ତେଣୁ ଅପରାହ୍ନ ୫ଟାଠାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ସୂଚନା ଦେଇଛି…
Read More...

ଏଥର କେବଳ ପାରମ୍ପରିକ ବାଜାରେ ହେବ ମା’ଙ୍କ ଭସାଣି

ଭୁବନେଶ୍ୱର:- ଆଉ ଦିନ କେଇଟା ପରେ ଶାରଦୀୟ ଦୁର୍ଗାପୂଜା । ଏ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ ଏଥର ଦୁର୍ଗାପୂଜା ଭସାଣିରେ ଡିଜେ, ଲେଜର ଲାଇଟ୍ ଓ ବାଣକୁ ନିଷିଦ୍ଧ କରାଯାଇଛି । କେବଳ ପାରମ୍ପରିକ ବାଜାରେ ହେବ ମା'ଙ୍କ ଭସାଣି । ଚଳିତ ବର୍ଷ ଦୁର୍ଗାପୂଜାକୁ ନେଇ…
Read More...

ମା ସମଲେଶ୍ୱରଙ୍କ ମନ୍ଦିରରେ ପହଞ୍ଚିଲା ନୂଆଧାନ

ସମ୍ବଲପୁର: ମା’ ସମଲେଇ ପାଖରେ ଲାଗି ହେବ ନୂଆ ଧାନ । ଏଥିପାଇଁ ସମଲେଇଙ୍କ ପୀଠରେ ପହଂଞ୍ଚିଛି ନୂଆଁଧାନ ବା ସରିଆ ଧାନ । ମାଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ଯ ପୂଜକଙ୍କୁ ପ୍ରଦାନ କରିଛନ୍ତି । ମନ୍ଦିରର…
Read More...

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମ ନୀତି: ଆଜି ବଣଭୋଜି ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ: ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହେବ । ଗତ ଶୁକ୍ରବାର ଠାରୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମନୀତି ପ୍ରକ୍ରିୟା ଆରମ୍ଭ ହୋଇଛି । ଯେଉଡ଼ ଭୋଗ ପରେ ଶ୍ରୀକୃଷ୍ଣ ଜନ୍ମନୀତି ଓ ନନ୍ଦ ଉତ୍ସବ…
Read More...

ଉତ୍ସବମୁଖର ଶ୍ରୀକ୍ଷେତ୍ର: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନନ୍ଦୋତ୍ସବ ନୀତି

ପୁରୀ: କୃଷ୍ଣମୟ ହେଲା ସାରା ଦେଶ। ଜନ୍ମାଷ୍ଟମୀରେ ଭକ୍ତିଭାବରେ ବୁଡିଲା ସାରା ବିଶ୍ଵ । ଶୁକ୍ରବାର ରାତିରେ ବିଭିନ୍ନ କୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଛି । ଏଥିପାଇଁ ମନ୍ଦିର ଗୁଡିକରେ ସ୍ଵତନ୍ତ୍ର ନୀତିକାନ୍ତି କରାଯାଇଥିଲା । ଦେଶର ସବୁ ମନ୍ଦିରରେ ରାତି ସାରା ଲାଗିଥିଲା ଭକ୍ତଙ୍କ…
Read More...