Browsing Category

ଶିକ୍ଷା

ଆସନ୍ତା୧୦ତାରିଖରେ +୨ଖାତା ଦେଖା

ଭୁବନେଶ୍ୱର: ସରିଛି +୨ ପରୀକ୍ଷା ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ଖାତାଦେଖା । ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବ । ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୦ରୁ ୨୨ ପର୍ଯ୍ୟନ୍ତ ଚାଲିବାକୁଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୩ରୁ ମେ’୭ତାରିଖ ପର୍ଯ୍ୟନ୍ତ ହେବବେଲେି ଉଚ୍ଚ ମାଧ୍ୟମିକ…
Read More...

ଆଜିଠୁ ଆରମ୍ଭ ହେଲା ନୁତନ ଶିକ୍ଷା ବର୍ଷ

ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷାବର୍ଷ ଆଜି ଠାରୁ ଆରମ୍ଭ ହେବ। କୋଭିଡ୍ ପୂର୍ବବର୍ତ୍ତୀ ସମୟରେ ଯେଉଁଭଳି ପାଠପଢ଼ା ହେଉଥିଲା ପୁଣିଥରେ ସେଭଳି ଢାଞ୍ଚାରେ ଚାଲିବ। ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ। ସପ୍ତାହକୁ କେତୋଟି କ୍ଲାସ ହେବ, କେଉଁ ଦିନ କେଉଁ…
Read More...

ଖୋର୍ଦ୍ଧା ଡିଇଓଙ୍କ ନିର୍ଦ୍ଦେଶ,ବିନା ୟୁନିଫର୍ମରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲ ଆସିଲେ ନିଆଯିବ କାର୍ଯ୍ୟନୁଷ୍ଠାନ

ଭୁବନେଶ୍ୱର: ବିନା ୟୁନିଫର୍ମରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସ୍କୁଲ ଆସିଲେ ନିଆଯିବ କାର୍ଯ୍ୟନୁଷ୍ଠାନ । ଏଭଳି କଡା ନିର୍ଦ୍ଦେଶ ଦେଇଛନ୍ତି ଖୋର୍ଦ୍ଧା ଡିଇଓ । ଏହାସହିତ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ କୈାଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ । ତଥାପି କଡା ଚେତାବନୀ ଦିଆଯାଇଛି…
Read More...

ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା, ଏପ୍ରିଲ ୩ରୁ ଖାତା ଦେଖା

ଭୁବନେଶ୍ୱର: ସରିଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା । ଏପ୍ରିଲ ୩ରୁ ଆରମ୍ଭ ହେବ ଖାତା ଦେଖା । ମୋଟ ୫୬ ମୂଲ୍ୟାୟନ କେନ୍ଦ୍ରରେ ଖାତୋ ଦେଖା ହେବ । ପରୀକ୍ଷା କେନ୍ଦରୁ ମୁଲ୍ୟାୟନ କେନ୍ଦ୍ରକୁ ଖାତା ସୁରକ୍ଷିତ ଯିବା ସହିତ ୪୫ ଦିନ ଭିତରେ ସମ୍ପୂର୍ଣ୍ଣ  ଖାତା ଦେଖା କାର୍ଯ୍ୟ ସରିବା ନେଇ ଆଶା…
Read More...

ଟେକନିକାଲ ଷ୍ଟାଫକୁ ନେଇ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ରାଜ୍ୟସଭାରେ ଖାଲି ପଡିତିବା ଟେକନିକାଲ ଷ୍ଟାଫକୁ ନେଇ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ । କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଖାଲିଥିବା ପଦବିଗୁଡିକୁ ପୂରଣ ଲାଗି ଚୟନ ପ୍ରକ୍ରିୟା ସମ୍ପର୍କରେ ପ୍ରଶ୍ନ କରିଛନ୍ତି ସାଂସଦ । ରାଜ୍ୟସଭାରେ ଏହି ପ୍ରଶ୍ନର ଉତ୍ତରରେ…
Read More...

ମାଟ୍ରିକର ବାକି ୩ଟି ପରୀକ୍ଷା ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର: ଚଳିତ ବର୍ଷ ଚାଲିଛି ମାଟ୍ରିକ ପରୀକ୍ଷା । କପି ରେକିବା ପାଇଁ ନିଆ ଯାଇଛି ଅନେକ ପଦକ୍ଷେପ । ପଶ୍ନପତ୍ର କଡାସୁରକ୍ଷା ବଳୟରେ ରହୁଥିବାବେଳେ ସଠିକ ସମୟରେ ପହଁଞ୍ଚୁଛି ନୋଡାଲ ସେଣ୍ଟରରେ । କିନ୍ତୁ ଆସନ୍ତା କାଲି ଠାରୁ ସେହି ସମୟକୁ ପରିବର୍ତ୍ତନ କରି ନୂତନ ସମୟ ଲଗୁ କରାଯାଇଛି ।…
Read More...

ଶିକ୍ଷକ ନିଯୁକ୍ତିକୁ ପ୍ରାଥମିକତା

ଭୁବନେଶ୍ୱର: ଶିକ୍ଷା ବିଭାଗର ଉନ୍ନତି ଲାଗି ଖର୍ଚ୍ଚ ହେବ ୨୨ ହଜାର ୫ ଶହ ୨୭ କୋଟି ୮୦ ଲକ୍ଷ ୨୩ ହଜାର ଟଙ୍କା । ଶିକ୍ଷକ ନିଯୁକ୍ତିକୁ ପ୍ରାଥମିକତା ଦେଇଛନ୍ତି ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ସମୀର ରଞ୍ଜନଙ୍କ ସୂଚନା । ୨୦୦୧-୦୨ ମସିହାରେ ବିଦ୍ୟାଳୟ ଏବଂ…
Read More...

ସ୍ୱାସ୍ଥ୍ୟ, ଶିକ୍ଷା, କ୍ରୀଡ଼ା ଏବଂ ମିଶନ ଶକ୍ତି କାର୍ଯ୍ୟକଳାପ ସମ୍ବନ୍ଧୀୟ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି…

ସୁନ୍ଦରଗଡ : ସୁନ୍ଦରଗଡର ଚାରୋଟି ବ୍ଲକକୁ ୫ଟି ସଚିବଙ୍କ ମାରାଥନ୍ ପରିଦର୍ଶନ । ସ୍ୱାସ୍ଥ୍ୟ, ଶିକ୍ଷା, ଯୋଗାଯୋଗ କ୍ରୀଡ଼ା ଏବଂ ମିଶନ ଶକ୍ତି କାର୍ଯ୍ୟକଳାପ ସମ୍ବନ୍ଧୀୟ ବିକାଶମୂଳକ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତିି । ୧୧ ମାର୍ଚ୍ଚ ୨୦୨୩ ଭୁବନେଶ୍ୱର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…
Read More...

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା: ପରୀକ୍ଷା କେନ୍ଦ୍ର ବୁଲି ଦେଖିଲେ ମନ୍ତ୍ରୀ

ଭୁବନେଶ୍ୱର : ଆଜିଠାରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଛି। ରାଜ୍ୟର ମୋଟ ୩୨୧୮ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା କରାଯାଉଛି। ଏହି ଅବସରରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ୍ ଭୁବନେଶ୍ୱରର ଯଦୁପୁର ଅଞ୍ଚଳରେ ଥିବା ସଇଦ୍ ମମ୍ତାଜ ଆଲି ସ୍କୁଲରେ ହୋଇଥିବା ପରୀକ୍ଷା…
Read More...

ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ମୋଟ ୩ ହଜାର ୨୧୮ଟି କେନ୍ଦ୍ରରେ ପରୀକ୍ଷା ହେବ

କଟକ: ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା, ଏଥି ପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମାର୍ଚ୍ଚ ୧୦ ତାରିଖରୁ ୨୦ ତାରିଖ ଯାଏଁ ଚାଲିବ ପରୀକ୍ଷା । ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ମୋଟ ୩ ହଜାର ୨୧୮ଟି କେନ୍ଦ୍ରରେ…
Read More...