Browsing Category

ଶିକ୍ଷା

ଖରା ଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର:ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଆରମ୍ଭ କରିବେ ଅବକାସକାଳୀନ ଶିକ୍ଷା । ମେ ମାସ ୪ ରୁ ହେଉଥିବା ଖରା ଛୁଟିରୁ ଏହା ଆରମ୍ଭ କରାଯିବ । ଏଥି ପାଇଁ ସ୍ୱତନ୍ତ୍ର ସିଲାବସ କରାଯାଇଛି ।  କ୍ଲାସର ଛାତ୍ରଛାତ୍ରୀଙ୍କୁ ନେଇ ଗ୍ରୁପ କରାଯାଇଛି । ପ୍ରତି ଗ୍ରୁପର ମନିଟର କରିବେ ଜଣେ…
Read More...

ସରିଲା ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ , ଫଳାଫଳକୁ ଅପେକ୍ଷା

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ସହ ସଂସ୍କୃତ ମାଧ୍ୟମା ଏବଂ ଷ୍ଟେଟ୍ ଓପନ ସ୍କୁଲ୍ ସାର୍ଟିଫିକେଟ ପରୀକ୍ଷା ମୂଲ୍ୟାୟନ ଶନିବାର ଶେଷ ହୋଇଛି ।ରାଜ୍ୟରେ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତା ଦେଖା ଗତ ୩ତାରିଖରୁ ଆରମ୍ଭ…
Read More...

ଆଜିଠୁ ୧୬ଯାଏଁ ସ୍କୁଲ ଛୁଟି, କଲେଜ ପିଲାଙ୍କ ପାଇଁ କେବେ ?

ଭୁବନେଶ୍ୱର:ରାଜ୍ୟରେ ବଢୁଥିବା ଗ୍ରୀଷ୍ମ ପ୍ରବାହକୁ ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିରୁ ୧୬ ଯାଏ ବନ୍ଧ ରହିବ ସମସ୍ତ ସ୍କୁଲ । ବର୍ତ୍ତମାନ ରାଜ୍ୟରେ ପ୍ରବଳ ଖରା ହେଉଛି। ଉତ୍ତର-ପଶ୍ଚିମ-ପଶ୍ଚିମରୁ ପ୍ରବାହିତ ତତଲା ବାୟୁ ଓଡ଼ିଶା ମଧ୍ୟକୁ ପ୍ରବାହିତ ହେବ। ଫଳରେ ଦିନର ତାପମାତ୍ରା…
Read More...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟଳୟ ନାକ୍ ଟିମର ଏ ଗ୍ରେଡ୍

ବାରିପଦା: ଗତ ମାର୍ଚ୍ଚ୍ ୨୭ ରୁ ୨୯ ତାରିଖ ପର୍ୟ୍ୟନ୍ତ ନାକ୍ ତରଫରୁ ଏକ ପାଞ୍ଚଜଣିଆ ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ । ପାଠ୍ୟକ୍ରମର ଦିଗ, ଶିକ୍ଷା ପ୍ରଦାନ ଓ ଗ୍ରହଣ, ମୂଲ୍ୟାୟନ, ଗବେଷଣା, ନବୀକରଣ ଓ ବିସ୍ତାର, ଭିତ୍ତିଭୂମି ଓ ଶିକ୍ଷା ଗ୍ରହଣ ସଂଶୋଧନ, ଛାତ୍ରଙ୍କ ସହଯୋଗ ଓ…
Read More...

ମେ ୫ରୁ ଜୁନ ୧୭ ଯାଏ ଖରାଛୁଟି

ଭୁବନେଶ୍ୱର: ଗଣଶିକ୍ଷା ବିଭାବ ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି । ମେ ୫ ତାରିଖରୁ ଜୁନ୍ ୧୭ ତାରିଖ ଯାଏ ଖରା ଛୁଟି ଘୋଷଣା କରାଯାଇଛି।ପ୍ରଥମରୁ ୮ମ ଶ୍ରେଣୀ ପର୍ୟ୍ୟନ୍ତ ମୋଟ ୨୩୨ ଦିନ ପାଠପଢ଼ା ହେବାକୁ ଥିବା ବେଳେ ୮୦ଟି ଛୁଟି ଦିବସ ଏବଂ ୫୩ଟି ରବିବାର ରହିଛି। ମେ ୫ ତାରିଖରୁ ଜୁନ୍…
Read More...

ଗ୍ରୀଷ୍ମ ପ୍ରବାହ ପାଇଁ ସକାଳ ୭ଟାରୁ ୧୧.୩୦ପର୍ଯ୍ୟନ୍ତ ହେବ ମର୍ଣ୍ଣିଂ କ୍ଲାସ୍

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ବଢିବାରେ ଲାଗିଛି । ତେଣୁ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲିଠାରୁ ସକାଳୁଆ ସ୍କୁଲ ଖେଲା ହେବା ନେଇ ଘୋଷଣା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ସକାଳ ୭ଟାରୁ…
Read More...

ଗଣିତ ବହିରେ ତ୍ରୁଟି, ତୁରନ୍ତ ସଂଶୋଧନ କରିବାକୁ ଅଭିଭାବକ ମାନଙ୍କ ଦାବି

ଭୁବନେଶ୍ୱର: ଗଣିତ ବହିରେ ଭୁଲ । ନବମ ଶ୍ରେଣି ଗଣିତ ବହିରେ ତ୍ରୁଟି ଦେଖିବାକୁ ମିଳିଛି । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଛପା ଯାଇଥିବା ନବମ ଶ୍ରେଣୀ ଗଣିତ ବହିରେ ସାମନ୍ୟ ତ୍ରୁଟି ରହିଛି । ବୀଜ ଗଣିତ ବହିର କଭର ପୃଷ୍ଠାରେ ମୁଦ୍ରଣ ଜନିତ ତ୍ରୁଟି ଦେଖିବାକୁ ମିଳିଛି ।କଭର ପୃଷ୍ଠାରେ ଥିବା…
Read More...

ଆଜିରୁ ଆରମ୍ଭ ହେଇଛି ଯୁକ୍ତ ୨ ଖାତା ଦେଖା

ଭୁବନେଶ୍ୱର:ଆଜିରୁ ଆରମ୍ଭ ହେଇଛି ଯୁକ୍ତ ୨ ଖାତା ଦେଖା । ଉଭୟ ଅନଲାଇନ ଓ ଅଫଲାଇନରେ ଚାଲିଛି ଖାତା ଦେଖା । ଦୁଇଟି ସିଫ୍ଟରେ ଖାତା ଦେଖା ପ୍ରକ୍ରିୟା ତ୍ୱରାନ୍ୱିତ ହେବ। ପ୍ରଥମ ସିଫ୍ଟ ସକାଳ ୮ରୁ ୧ଟା ଏବଂ ଦ୍ୱିତୀୟ ସିଫ୍ଟ ଅପରାହ୍ଣ ୧ଟାରୁ ୬ଟା ଯାଏଁ ନିର୍ଦ୍ଧାରଣ କରାଯାଇଛି।ଏପ୍ରିଲ୍ ୧୦ରୁ ୨୨…
Read More...

ଦ୍ୱିତୀୟ ଶ୍ରେଣୀ ପରୀକ୍ଷା ଅନୁପଯୁକ୍ତ ବୋଲି କହିଛନ୍ତି ନ୍ୟାସନାଲ୍ କରିକୁଲାମ୍ ଫ୍ରେମ୍ୱାର୍କ(ଏନସିଏଫ)

ନୂଆଦିଲ୍ଲୀ: ଆଗକୁ ହେବ ନାହିଁ ଦ୍ୱିତୀୟ ଶ୍ରେଣୀରେ ପରୀକ୍ଷା । ଏହା ଅନୁପଯୁକ୍ତ ବୋଲି କହିଛନ୍ତି ନ୍ୟାସନାଲ୍ କରିକୁଲାମ୍ ଫ୍ରେମ୍ୱାର୍କ(ଏନସିଏଫ) ଡ୍ରାଫ୍ଟରେ ସୁପାରିସ କରାଯାଇଛି । ଏନ୍ଏଫସି ବିଜଜ୍ଞପ୍ତିରେ ହୋଇଛି ଯେ ପିଲାଙ୍କୁ କିପରି ଆଗକୁ ପିଲାଙ୍କୁ ଭାରାକ୍ରାନ୍ତ କରୁନଥିବ । ଏହି…
Read More...

କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା , ୧୦୦ ଏମବିବିଏସ ସିଟକୁ ଅନୁମୋଦନ

କଳାହାଣ୍ଡି : ଭବାନୀପାଟଣା ମେଡିକାଲ କଲେଜକୁ ମିଳିଲା ଅନୁମତି । ଚଳିତ ବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା । ୧୦୦ ଏମବିବିଏସ ସିଟକୁ ଅନୁମୋଦନ ଦେଲା ଏନଏମସି । ଚଳିତ ଶିକ୍ଷା ବର୍ଷରୁ ପାଠପଢା ଆରମ୍ଭ ନେଇ ଅନୁମତି ଦେଇଛି ନ୍ୟାସନାଲ ମେଡିକାଲ କମିଶନ । ୨୦୨୩-୨୪…
Read More...