Browsing Category

ଈ-ପତ୍ରିକା

ପ୍ରଶାନ୍ତ ନନ୍ଦ ପାଇଲେ ସାରଳା ଦାସ ସମ୍ମାନ 

ଭୁବନେଶ୍ବର:ସାରଳା ଆର୍ଟ ଏକାଡେମୀ ଏବଂ ଶାରଳା ପ୍ରଡକ୍ସନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ୨୩ ତମ ଆଦିକବି ସାରଳା ଦାସ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରିଷ୍ଠ ସିନେ ଅଭିନେତା, ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ପାଇଲେ ଆଦିକବି ସାରଳା ଦାସ ସମ୍ମାନ ୨୦୨୨…
Read More...

ସକାଳ ପୂର୍ବରୁ ଫାଶୀ କାହିଁକି ଦିଆଯାଏ ?

ଟିପୋର୍ଟସ ଟୁଡେ(ବ୍ୟୁରୋ ) -କୈାଣସି ଚଳଚ୍ଚିତ୍ରରେ ଜଣେ କଏଦୀକୁ ଫାଶୀ ଦେବା ବେଳର ଦୃଶ୍ୟ ଦେବା କଥା ଆପଣ ନିଶ୍ଚିତ ଜାଣିଥିବେ ।ଏଥିରେ କଏଦୀ ମୁହଁରେ କଳା କପଡ଼ା ବନ୍ଧା ଯାଇ ତାକୁ ଫାଶୀଖୁଣ୍ଟରେ ଝୁଲାଯାଏ। ତେବେ ସବୁ ସମୟରେ ଭୋର ଅଥବ ସକାଳ ହେବା ପୂର୍ବରୁ ହିଁ ଜଣେ କଏଦୀକୁ ଫାଶୀ ଦିଆଯାଏ।…
Read More...

୧୦ ଦିନରେ ପହଞ୍ଚିଲା ଆଇଓସିଏଲ ବିରୋଧରେ ଧାରଣା

(ପ୍ରଶାନ୍ତ କୁମାର ସ୍ଵାଇଁ/ପାରାଦ୍ବୀପ) - ଦୁର୍ଦିନରେ ଏବେ ପାରାଦ୍ବୀପ ଆଇଓସିଏଲ ପାଇଁ ଜମି ହରାଇଥିବା ପରିବାର। ଚାଷ କରି ପେଟ ପୋଷିବା ପାଇଁ ନା ପାଖରେ ଅଛି ଜମି, ନା ପ୍ରକଳ୍ପରେ ମିଳୁଛି ନିଯୁକ୍ତି। କିନ୍ତୁ ଆଇଓସିଏଲର ବିଭିନ୍ନ କାର୍ୟ୍ୟର ଟେଣ୍ଡର ପାଉଥିବା ଠିକା ସଂସ୍ଥା ମାନେ ବାହାର…
Read More...

ଏପଟେ ମିଳୁନି ସେପଟେ ଭାସୁଛି

(ରଜନୀକାନ୍ତ ପାତ୍ର /ଗଞ୍ଜାମ): ଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ ହିଞ୍ଜିଳିକାଟୁ ବାସୀ । ପାଣି ଟିକିଏ ପାଇଁ ହନ୍ତସନ୍ତ ହୋଇ ବହୁ ସମସ୍ୟାକୁ ନେଇ ଗତି କରୁଛନ୍ତି ଅଞ୍ଚଳବାସୀ । ଗୋଟେ ପଟେ ଲୋକ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବାବେଳେ ଅନ୍ୟପଟେ ପାଣିରେ ଭାସୁଛି ପୁରା ସହର । ସୂଚନାଯୋଗ୍ୟ…
Read More...

ବିଦ୍ୟୁତଘାତରେ ଦମ୍ପତି ମୃତ

 (ପ୍ରିୟଦର୍ଶନୀ ସ୍ୱାଇଁ):ସତର୍କ ସ୍ୱତ୍ତେ ବାରମ୍ବାର ଘଟୁଛି ଅବାସ୍ତବ ଘଟଣା । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଳକ ଅର୍ନ୍ତଗତ କଣାସରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତଘାତରେ ପ୍ରାଣ ହରାଇଛନ୍ତି ଦମ୍ପତି । ସୁଚନା ଅନୁଯାୟୀ, ଆଜି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଫୁଲ ତୋଳିବାକୁ ଯାଇଥିଲେ…
Read More...