Browsing Category

ଵାଣିଜ୍ୟ

ବରୀରେ ଖୋଲିଲା ଆକ୍ସିସ  ବ୍ୟାଙ୍କ୍ ର ଶାଖା

ବରୀ (ସତ୍ୟଜିତ୍ ବାରିକ ) :- ଆଜି ବରୀ ରେ ଏକ ଆକ୍ସିସ ବ୍ୟାଙ୍କ୍ ର ଶାଖା   ଉଦଘାଟିତ ତ ହୋଇଯାଇଛି । ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାଖାଟିକୁ ଉଦଘାଟନ କରିଛନ୍ତି । ବରୀ ଠାରୁ 25 କିମି ଦୂର ଯାଜପୁର ଟାଉନରେ  ଏହାର ଶାଖା…
Read More...

କୋକା-କୋଲା , ପେପସିକୁ ୨୫ କୋଟିର ଜୋରିମାନା; ଏନଜିଟି

ନୂଆଦିଲ୍ଲୀ : ବେଆଇନ ଭାବେ ଭୂତଳ ଜଳ ବ୍ୟବହାର କରିବାକୁ ନେଇ କୋକା-କୋଲା ଓ ପେପ୍ସିକୋ ଉପରେ ୨୫ କୋଟି ଟଙ୍କା ଜୋରିମାନା କରିଛନ୍ତି ଜାତୀୟ ସବୁଜ ପ୍ରାଧିକରଣ। କୋକା-କୋଲାର ମୁନ୍ ବେଭରେଜ ଓ ପେପ୍ସି -କୋର ବରୁଣ ବେଭରେଜ ଏହାର ଉତ୍ତରପ୍ରଦେଶ ପ୍ଲାଣ୍ଟରେ ବେଆଇନ ଭାବେ ଭୂତଳ ଜଳ ବ୍ୟବହାର…
Read More...

ପେଟ୍ରୋଲ ଓ ଡିଜେଲ ୫ରୁ ୬ଟଙ୍କା ବୃଦ୍ଧି !

ଭାରତ : ନିର୍ବାଚନ ସରିବା ପରେ ଏବେ ସାଧାରଣ ଲୋକଙ୍କୁ ଘାରିପାରେ ଇନ୍ଧନର ଚିନ୍ତା । କାରଣ ଅନ୍ତର୍ଜାତୀୟ ବଜାରରେ ଆକାଶଛୁଆଁ ହୋଇଛି ଅଶୋଧିତ ତେଲ ଦର । ଯାହାର ପ୍ରଭାବ ଖୁବଶୀଘ୍ର ଦେଖିବାକୁ ମିଳିପାରେ ଭାରତୀୟ କୁଚୁରା ବଜାରେ । ୫ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ କେନ୍ଦ୍ରର ସରକାର…
Read More...

ଖସିବାରେ ଲାଗିଛି ସେୟାର ମାର୍କେଟ !

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣର ପ୍ରଭାବ ସାରା ବିଶ୍ୱ ଉପରେ ପଡିବାରେ ଲାଗିଛି । କେବଳ ସାମରିକ ଦୃ୍‌ଷ୍ଟିକୋଣରୁ ନୁହୈଁ ବରଂ ଅର୍ଥନୀତି ଉପରେ ମଧ୍ୟ ସମାନ ପ୍ରଭାବ ପଡୁଥିବାର ଦେଖିବାକୁ ମିଳୁଛି । ଯୁଦ୍ଧ ସିନା ୟୁକ୍ରେନ ରେ ହେଉଛ କିନ୍ତୁ ତାର ପ୍ରଭାବ ସାରା ବିଶ୍ୱରେ ଦେଖାଦେଇଛି ।…
Read More...

ମହଙ୍ଗା ହେଲା ଅମୁଲ କ୍ଷୀର

ଗୁଜୁରାଟ: କରୋନା କାଳରେ ଚାଷୀ ହେଉକି ବବସାୟୀ ପ୍ରତ୍ୟେକ ଲୋକ କିଛି ନା କିଛି ଅସୁବିଧାର ସମ୍ମୁଖିନ ହୋଇଛନ୍ତି ଓ ତାହା ସହ କ୍ଷତି ମଧ୍ୟ ସହିଛନ୍ତି । ଏହି କ୍ଷତିକୁ ନଜର ରଖି ବହୁ ଜିନିଷର ଦରଦାମ ବୃଦ୍ଧି ପାଇଛି । ଏହାରି ଭିତରେ ପୂରା ଭାରତ ବର୍ଷରେ ଅମୁଲ ଲିଟର ପ୍ରତି ୨ ଟଙ୍କା ଦର ବୃଦ୍ଧି…
Read More...

ସୁନା ଦରରେ ଆକାଶ ଛୁଆଁ ବୃଦ୍ଧି

ବ୍ୟୁରୋ- ଋଷ -ୟୁକ୍ରେନ ଯୁଦ୍ଧ ଭିତରେ ସେୟାର ବଜାର ଉପରେ ସବୁଠୁ ବଡ଼ ପ୍ରଭାବ ପଢ଼ିଛି ।ଏହା ସହ ଆଶ। ଠାରୁ ଅଧିକ ଦାମରେ ବଢିଛି ସୁନାଦର ।ସୁନା ଦର ୧୪୦୦ ଟଙ୍କା ବଢିଥିବାବେଳେ ରୂପା ଦର ୨୦୦୦ ଟଙ୍କା ବଢିଛି । ଭାରତୀୟ ବଜାରରେ ଆଜି ସୁନା ଦର (୨୪କ୍ୟାରେଟ୍ ) ୧୦ ଗ୍ରାମ ପିଛା ୫୧,୭୫୦ ଟଙ୍କା…
Read More...

ଫେସ୍‌ବୁକକୁ ଝଟକା

ନୂଆଦିଲ୍ଲୀ: ବିଭିନ୍ନ ଟେଲିକମ କମ୍ପାନୀ ସେମାନଙ୍କର ପ୍ରି ପେଡ୍ ପ୍ଲାନର ଦାମ୍ ବଢାଇଛନ୍ତି । ଦୁଇମାସ ହେଲା ରିଚାର୍ଜ ପାଇଁ ଗ୍ରାହକ ଅଧିକ ଟଙ୍କା ବ୍ୟୟ କରୁଛନ୍ତି । ଏହାଦ୍ୱାରା ଫେସବୁକକୁ ଲାଗିଛି ବଡ ଝଟ୍କା । କମ୍ପାନୀର ବ୍ୟାପକ କ୍ଷତି ହୋଇଛି । ଭାରତରେ ପ୍ରିପେଡ୍ ପ୍ୟାକ୍ ମହଙ୍ଗା ହେଲା…
Read More...

କମିଲା ବସ୍ ଭଡା

(ଭୁବନେଶ୍ୱର) : ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । କମିଲା ବସ ଭଡା । ପେଟ୍ରୋଲ ଡିଜେଲ ଦର କମିବା ପରେ କମିଲା ବସ ଭଡା । ଦୀର୍ଘ ଦିନ ଧରି ତୈଳ ଦର ବୃଦ୍ଧି ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାତ୍ରୀ । ତେବେ ସାଧାରଣ ବସ୍ କିମି ପାଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହୋଇଛି ।…
Read More...

କମିଲା ଖାଇବା ତେଲ

(ବ୍ୟୁରୋ) : ଖାଉଟି ମାନଙ୍କ ପାଇଁ ଆସିଲା ଖୁସି ଖବର । କମିଲା ଖାଇବା ତେଲ ପେଟ୍ରୋଲ ଓ ଡିଜେଲ ଶସ୍ତା ହେବା ପରେ ଏବେ ଶସ୍ତା ହେବାକୁ ଯାଉଛି ଖାଇବା ତେଲ । ଖାଇବା ତେଲ ଉପରେ ମୌଳିକ ଶୁଳ୍କ ଏବଂ ଆଗ୍ରି ସେସ୍ ବା କୃଷି ଉପକର କମାଇବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଗତ ବର୍ଷ ଠାରୁ…
Read More...

ବଢିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ

ନୂଆଦିଲ୍ଲୀ: ତେଲ ଦର ବୃଦ୍ଧି ପରେ ଏବେ ରୋଷେଇ ଗ୍ୟାସର ପାଳି । ତେଲ ଦର ଲୋକଙ୍କୁ ଦରମରା କରୁଥିବା ବେଲେ ଏବେ ମାରୁଛି ରନ୍ଧନ ଗ୍ୟାସ ଦର । ମହଙ୍ଗା ହୋଇଛି କମର୍ସିଆଲ ଗ୍ୟାସ ସିଲିଣ୍ଡର । ୨୬୬ ଟଙ୍କା ବଢ଼ିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ୍ । ବର୍ଦ୍ଧିତ ଦର ଆଜିଠୁ ଲାଗୁ ହୋଇଛି ।…
Read More...