Browsing Category
ଵାଣିଜ୍ୟ
୩୦ ବର୍ଷ ପରେ ବଢିଲା ସିଏମସି ନିଗମର ଘର ଭଡା
କଟକ : କଟକରେ ଥିବା ବିଭିନ୍ନ ମାର୍କେଟ କମ୍ପଲେକ୍ସ ଗୁଡିକର ଗତ ୩୦ ବର୍ଷ ତଳେ ଭଡା ନିଦ୍ଧାରଣ କରାଯାଇଥିଲା । ଏହି ଦୋକାନ ଘର ଗୁଡିକର ଭଡାକୁ ଆଜି ବୃଦ୍ଧି କରାଯାଇଛି । ଏହି ଭଡା ବୃଦ୍ଧି ଦ୍ୱାରା ସିଏମସିର ବେଶ ମୋଟା ଅଙ୍କର ରାଜସ୍ୱ ଆଦାୟ ହେବ । କିନ୍ତୁ ପୂର୍ବରୁ ବହୁ ବ୍ୟବସାୟୀଙ୍କର…
Read More...
Read More...
୪୪ ହଜାର କୋଟି ଜିଏସ୍ଟ ଆଦାୟ
ଭୂବନେଶ୍ୱର : ଗତ ଆର୍ଥିକ ବର୍ଷ ରେ ଓଡିଶାର ମୋଟ ଆୟ ୪୪,୩୩୪,୬୭ କୋଟି ଟଙ୍କାର ସାମଗ୍ରୀ ସେବା ଶୁଳ୍କ ଟିକସ ଆଦାୟ ହୋଇଛି । ଯାହା (୨୦-୨୧)ବର୍ଷ ଠାରୁ ୪୯ ପ୍ରତିଶତ ଅଧିକ । ଦେଶର ପ୍ରମୁଖ ରାଜ୍ୟ ଗୁଡିକ ମଧ୍ୟରେ ଓଡିଶାର ଅଭିବୃଦ୍ଧି ହାର ସର୍ବାଧିକ । ବାଣିଜ୍ୟ ଓ ଜିଏସଟି କମିସନର ସୁଶୀଲ…
Read More...
Read More...
କ୍ରେତା ବିକ୍ରେତା ଉଭୟଙ୍କୁ ଘାରିଛି ଏଲପିଜି ଦର ବୃଦ୍ଧିର ଚିନ୍ତା
ଦୀଲ୍ଲି : ପେଟ୍ରୋଲ, ଡିଜେଲ ହେଉ କି ଇନ୍ଧନ ଗ୍ୟାସ ସବୁର ଦର ଏତେ ମାତ୍ରାରେ ବଢିବାରେ ଲାଗିଛି ଯେ, ଖାଉଟି ଦିଗ ହରା ହେଲାଣି । ଅଶୋଧିତ ତୈଳ ଦର ବୃଦ୍ଧିକୁ ଏପଟେ ଏଲପିଜି ଦର ବୃଦ୍ଧି ତା ସହ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି କ୍ରେତା ବିକ୍ରେତା ଉଭୟଙ୍କ ମୁଣ୍ଡରେ ଚଡକ ପକାଇଛି । ପୁଣି ଦେଶରେ…
Read More...
Read More...
ପେଟ୍ରୋଲ ଦର ବୃଦ୍ଧି ପରେ ବଢ଼ିଲା ବସ ଭଡା
ଭୁବନେଶ୍ୱର : ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଲାଗିଛି ଆଉ ଏକ ଝଟକା । ତୈଳ ଦର ବଢ଼ୁଥିବାରୁ ରାଜ୍ୟରେ ବସ୍ ଭଡ଼ା ବଢ଼ିଯାଇଛି । ମିଳିଥିବା ସୂଚନା ଅନୁସାରେ, ଅର୍ଡିନାରୀ ଭଡ଼ା କିଲୋମିଟର ପିଛା ୮୭ରୁ ୯୦ ପଇସା ବୃଦ୍ଧି ପାଇଛି । ଏକ୍ସପ୍ରେସ ଭଡ଼ା କିଲୋମିଟର…
Read More...
Read More...
ଆଜିଠୁ ଆରମ୍ଭ ତୋଷାଳି ହସ୍ତତନ୍ତ ମେଳା, ୧୫ କୋଟିର ସାମଗ୍ରୀ ବିକ୍ରି ଲକ୍ଷ୍ୟ
ଭୁବନେଶ୍ୱର: ଜନତା ମଇଦାନରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ତୋଷାଳି ମେଳା । ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ ଦ୍ବାରା ଷୋଡଶ ତୋଷାଳୀ ଜାତୀୟ ହସ୍ତଶିଳ୍ପ ମେଳା ଆଜିଠାରୁ ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।ତେବେ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ …
Read More...
Read More...
ରେକର୍ଡ ଭାଙ୍ଗୁଛି ବ୍ଲକବଷ୍ଟର ଫିଲ୍ମ RRR , ପ୍ରଥମ ଦିନରେ ୧୫୦ କୋଟି ପାର
ମୁମ୍ବାଇ: ଏସଏସ ରାଜାମୌଲିଙ୍କ ଫିଲ୍ମ ଆର ଆର ଆରକୁ ମିଳୁଛି ଦର୍ଶକଙ୍କ ପ୍ରଶଂସା। ଫିଲ୍ମ ଦେଖିବା ପରେ ଏହାର ଷ୍ଟାରକାଷ୍ଟକୁ ଖୁବ ପ୍ରଶଂସା କରାଯାଉଛି । ବାହୁବଳୀ-୨ ପରେ ରାଜାମୌଲିଙ୍କ ଏହା ପ୍ରଥମ ଫିଲ୍ମ ହୋଇଥିବା ବେଳେ କରୋନା ମହାମାରୀ ପରେ ଯେଉଁଭଳି ଭାବେ ଫିଲ୍ମ ଜଗତର ଆୟହ୍ରାସ ପାଇଛି,…
Read More...
Read More...
ଭୁବନେଶ୍ୱରରେ ପେଟ୍ରୋଲ ହାର ୪୦ ପଇସା ହ୍ରାସ ପାଇଛି
ଭୁବନେଶ୍ୱର: ଦିନ କୁ ଦିନ ପେଟ୍ରୋଲ -ଡିଜେଲ ଡର ବଢିବାକୁ ଲାଗିଥିବା ବେଳେ ଭୁବନେଶ୍ୱରର ସହରରେ ଗୁରୁବାର ଦିନ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଛି। ଆଜି ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୩.୪୧ ଟଙ୍କା ଥିବାବେଳେ ଡିଜେଲ ହାର ଲିଟର ପିଛା ୯୩.୨୩ ଟଙ୍କା ରେକର୍ଡ କରାଯାଇଛି। ଏହାପୂର୍ବରୁ…
Read More...
Read More...
ପେଟ୍ରୋଲ–ଡିଜେଲ ପରେ ବୃଦ୍ଧି ପାଇଲା ଏଲପିଜି ସିଲିଣ୍ଡର ଦର
ନୁଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ହୁ ହୁ ହୋଇ ବଢିଚାଲିଛି ତୈଳ ଦର । ସେ ରନ୍ଧନ ତୈଳ ହେଉ କି ଡିଜେଲ ସବୁର ଦର ଦାମ ବୃଦ୍ଧି ହୋଇଛି । ଏ ସବୁ ପରେ ଏବେ ବୃଦ୍ଧି ପାଇଛି ଏଲପିଜି ସିଲିଣ୍ଡର ଦର । ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ପଇସା ବୃଦ୍ଧି ପାଇଥିବା ବେଳେ ଏଲପିଜି ସିଲିଣ୍ଡର ଦର…
Read More...
Read More...
ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି ଶ୍ରୀଲଙ୍କା
ଶ୍ରୀଲଙ୍କା : ଋଣଗ୍ରସ୍ତ ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି। ବିଦେଶରୁ ଆବଶ୍ୟକ ଜିନିଷ ପତ୍ର ଆମଦାନୀ ନିମନ୍ତେ ଦେଶ ପାଖରେ ଆବଶ୍ୟକ ବିନିମୟ ଭଣ୍ଡାର (ଡଲାର) ନାହିଁ। ଡଲାର ଅଭାବ ଯୋଗୁଁ ଶ୍ରୀଲଙ୍କା ସରକାର ବିଦେଶରୁ ଇନ୍ଧନ, ଔଷଧ, ଖାଦ୍ୟ ଓ କାଗଜ ଆମଦାନୀ କରିପାରୁ…
Read More...
Read More...
ରୁଷର ଇନ୍ଧନକୁ ଏଡାଇ ପାରେ ରିଲାଏନ୍ସ !
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ହେତୁ ମସ୍କୋ ଉପରେ ପାଶ୍ଚାତ୍ୟ କଟକଣା ଲାଗୁ ହେବା ପରେ ବିଶ୍ୱର ସବୁଠୁ ବଡ ରିଫାଇନିଂ କମ୍ପ୍ଲେକ୍ସର ଅପରେଟର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏହାର କାରଖାନା ପାଇଁ ରୁଷର ଇନ୍ଧନ କିଣିବା ଠାରୁ ଦୂରେଇ ରହିପାରେ ବୋଲି କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ…
Read More...
Read More...